ସଫ୍ଟୱେୟାର ଇଞ୍ଜିନିୟର Sweta ଓ ତାଙ୍କ ପ୍ରେମିକ Soumyajitଙ୍କ ଅଡିଓ କଲ ହେଉଛି ଭାଇରାଲ, ଶୁଣିଲେ ଆପଣଙ୍କ ମୁଣ୍ଡ ବି ହୋଇଯିବ ଗରମ

ନମସ୍କାର ବନ୍ଧୁଗଣ । ବର୍ତ୍ତମାନ ସମୟରେ ସଫ୍ଟୱେୟାର ଇଞ୍ଜିନିୟର ଶ୍ଵେତା ଓ ତାଙ୍କର ପ୍ରେମିଅକ ସୋମ୍ୟଜିତ ଙ୍କ ଅଡିଓ କଲ ଭାଇରାଲ ହୋଇଛି ଯାହାକୁ ନେଇ ସୋସିଆଲ ମିଡିଆରେ ଚର୍ଚ୍ଚା ହେବାରେ ଲାଗିଛି । ଦୁହିଙ୍କ ମଧ୍ୟରେ ପ୍ରେମ ସମ୍ପର୍କ ଥିଲା କିନ୍ତୁ କୌଣସି କାରଣ ବଶତ ଦୁହିଙ୍କ ମଧ୍ୟରେ ବିବାଦ ଦେଖା ଯାଇଛି । ଦୁହେଁ ଏମିତି କଥା ହେଉଛନ୍ତି କି ସୋମ୍ୟଙ୍କୁ ବାରମ୍ବାର ଫୋନ କରିବାରୁ ସେ ଶ୍ଵେତାଙ୍କୁ କହୁଛନ୍ତି ମାରି ଦେବାକୁ ଆଉ ଅନ୍ୟ ଝିଅ ସହ ପ୍ରେମ କରିବାକୁ । ଶ୍ଵେତାଙ୍କ ଜୀବନ ନଷ୍ଟ କରିଛନ୍ତି ସେଥିପାଇଁ ସେ ଥାନାରେ କେସ ଦେବାକୁ କହୁଛନ୍ତି ସୋମ୍ୟଙ୍କୁ ।

ବାରମ୍ବାର ଶ୍ଵେତା ସୋମ୍ୟଙ୍କୁ କହୁଛନ୍ତି ମୋର ଜୀବନ କଣ ନଷ୍ଟ ହୋଇ ଯାଇଛି କୁହ ମୋତେ ମୁଁ ବୁଝିପାରୁ ନାହି । ଉତ୍ତର ରେ ସୋମ୍ୟ କହୁଛନ୍ତି ଯାଇକି ବାପା କୁ କହ । ଶ୍ଵେତା ସୋମ୍ୟଙ୍କ ବାପା ଙ୍କୁ ଫୋନ କରି କହିଛନ୍ତି ମୋର ଯାହା ଭୁଲ ହୋଇଛି ସେଥିପାଇଁ ମୁଁ ଆପଣଙ୍କୁ କ୍ଷମା ମାଗୁଛି ମୁଁ କେବଳ ସୋମ୍ୟ ଙ୍କ ସହ କଥା ହେବାକୁ ଫୋନ କରୁଛି ଆଉ କିଛି ନାହି । ଏହା ଶୁଣିବା ପରେ ସୋମ୍ୟ ଶ୍ଵେତା ଙ୍କୁ କହୁଛନ୍ତି କି ମୋ ଲାଇଫରୁ ଚାଲି ଯା ବହୁତ ହେଇଗଲା ମୁଁ ଆଉ ତୋ ସହ ରହିବାକୁ ଚାହୁଁ ନାହି ଇରିଟେଡ ହେଲିଣି ତୋ ସହ ରହିକି ମୋତେ ଯେତିକି ସାହାଜ୍ଯ କରିଛୁ ସେଥିପାଇଁ ଧନ୍ୟବାଦ ।

ଯଦି ଏମିତି ବାରମ୍ବାର ହଇରାଣ କରିବୁ ତେବେ ମୁଁ ମୋର କିଛି କରିଦେବି ବୋଲି କହୁଛନ୍ତି ସୋମ୍ୟ ଶ୍ଵେତାଙ୍କୁ । ସୋମ୍ୟ ଶ୍ଵେତାଙ୍କୁ ତୁ ତା କରି କଥା କହୁଛନ୍ତି କିନ୍ତୁ ଶ୍ଵେତା ତାଙ୍କୁ ଆପଣ କହି କଥା କହୁଛନ୍ତି । ମୁଭ ଅନ କରିବାକୁ ସୋମ୍ୟ ଶ୍ଵେତା ଙ୍କୁ କହୁଛନ୍ତି କିନ୍ତୁ ଶ୍ଵେତା ମନା କରି ଦେଉଛନ୍ତି । ଶ୍ଵେତାଙ୍କ ପରିବାର ଲୋକେ ସୋମ୍ୟଙ୍କୁ ଧମକ ଦେଉଛନ୍ତି ବୋଲି ସୋମ୍ୟ କହିଛନ୍ତି । ଏମିତିକି କିଡା କହି ଶ୍ଵେତାଙ୍କୁ ଗାଳି ଦେଉଛନ୍ତି ସୋମ୍ୟ । ଏହା ଶୁଣିବା ପରେ ଶ୍ଵେତା କାନ୍ଦି ପକାଉଛନ୍ତି ଆଉ ତାଙ୍କୁ ଛାଡି ରହିପାରିବେ ନାହି ବୋଲି କହୁଛନ୍ତି ।

ମୋ ବାପାଙ୍କ କଥା ଏମିତି ବୋଲି ଶ୍ଵେତା ସୋମ୍ୟଙ୍କୁ କହୁଛନ୍ତି କିନ୍ତୁ ସୋମ୍ୟ ତାଙ୍କ ସହ ରିଲେସନରେ ରହିବାକୁ ଚାହୁଁ ନାହାନ୍ତି । ସୋମ୍ୟ ଙ୍କ ଘର ଲୋକଙ୍କୁ ଫୋନ ନ କରିବାକୁ ଶ୍ଵେତାଙ୍କୁ କହୁଛନ୍ତି । ଖରାପ ଭାଷାରେ ଗାଳି ଦେଉଛନ୍ତି ସୋମ୍ୟ ଶ୍ଵେତାଙ୍କୁ ତଥାପି ଶ୍ଵେତା ତାଙ୍କୁ କ୍ଷମା ମାଗୁଛନ୍ତି ଆଉ କାନ୍ଦି ପକାଉଛନ୍ତି ।

ଏତିକି କହିବା ପରେ ସୋମ୍ୟ କହୁଛନ୍ତି ମୁଁ ଲଞ୍ଚ କରିବାକୁ ଯାଉଛି ଉତ୍ତରରେ ଶ୍ଵେତା କହୁଛନ୍ତି ମୁଁ ପୁରୀ ଯାଉଛି । ସୋମ୍ୟ ପୁରୀ ଯିବା କଥା ଶୁଣି ତାଙ୍କୁ ମରିବାକୁ କହୁଛନ୍ତି ଆଉ ସେୟା କରିବେ ବୋଲି ଶ୍ଵେତା ଉତ୍ତର ଦେଉଛନ୍ତି । ତେବେ ଏଭଳି ଭାବେ ସୋମ୍ୟ ଓ ଶ୍ଵେତାଙ୍କ ବାର୍ତ୍ତାଳାପ ହେଉଛି ଯାହାର ଅଡିଓ ଏବେ ଭାଇରାଲ ହୋଇଛି । ବନ୍ଧୁଗଣ ଆପଣ ମାନଙ୍କର ଏହି ଘଟଣା ଉପରେ ମତାମତ ଆମକୁ କମେଣ୍ଟ ଜରିଆରେ ଜଣାଇବେ । ଆମ ସହ ଆଗକୁ ରହିବା ପାଇଁ ଆମ ପେଜକୁ ଗୋଟିଏ ଲାଇକ କରନ୍ତୁ, ଧନ୍ୟବାଦ ।

Leave a Reply

Your email address will not be published. Required fields are marked *