ଷ୍ଟେଟ୍‌ ବ୍ୟାଙ୍କ ଅଫ ଇଂଡିଆର ଗ୍ରାହକଙ୍କ ପାଇଁ ଏକ ବଡ ସୂଚନା- ବ୍ୟାଙ୍କରେ ଟଙ୍କା ଜମା କରିବା ଓ ବାହାର କରିବା ପାଇଁ ବଦଳିଲା ନିୟମ, ଜାଣନ୍ତୁ ସମ୍ପୂର୍ଣ ଖବର

ନମସ୍କାର ବନ୍ଧୁଗଣ, ଆପଣମାନକୁ ଆମର ଏହି ଲେଖାକୁ ସ୍ଵାଗତ ।  ଆଜି ଆମେ ଆପଣଙ୍କୁ ଏକ ସୂଚନା ଦେବାକୁ ଯାଉଛୁ ଯେ ଷ୍ଟେଟ୍‌ ବ୍ୟାଙ୍କ ତାର ଗ୍ରାହକ ମାନଙ୍କ ପାଇଁ କିଛି ନୂଆ ନିୟମ ଲାଗୁ କରିଛି । ସେହି ବିଷୟରେ ଆଜି ଆମେ ଆପଣଙ୍କୁ ସୂଚନା ଦେବକ ଯାଉଛୁ । ତେବେ ଏହି ସୂଚନା ସମସ୍ତଙ୍କ ପାଇଁ ଜରୁରୀ ଅଟେ ଜାଣିବା । ଏହା କେବଳ ଷ୍ଟେଟ୍‌ ବ୍ୟାଙ୍କ ନୁହେଁ ବରଂ ଅନ୍ୟାନ୍ୟ ସମସ୍ତ ବ୍ଯାଙ୍କ ରେ ମଧ୍ୟ ଲାଗୁ ହେବ । ବ୍ୟାଙ୍କରେ ଟଙ୍କା ଜମା କରିବା ଓ ବାହାର କରିବା ପାଇଁ ନିୟମ ପରିବର୍ତ୍ତନ ହୋଇଛି ।

ତେବେ ଏସ୍‌ବିଆଇ ଲେଣ ଦେଣ କ୍ଷେତ୍ରରେ କିଛି ନିୟମ ପରିବର୍ତ୍ତନ କରିଛନ୍ତି । ଏହା ଗ୍ରାହକ ମାନଙ୍କ ଆର୍ଥିକ ସୁରକ୍ଷାକୁ ନଜର ରେ ରଖି କରା ଯାଇଛି । ଏହି ନିୟମ ଅନୁସାରେ ଯାହାର ଆକାଉଣ୍ଟ ସେ ବ୍ୟକ୍ତି ନିଜେ ଉପସ୍ଥିତ ନ ରହିଲେ କେହିବି ତାର ଖାତାରେ ଟଙ୍କା ଜମା କରିପାରିବେ ନାହିଁ । ଏମିତିକି ସେ ବାପା ହେଉ କି ପୁଅ ସେମାନେ ନିଜେ ନିଜ ଖାତାରେ ରଖି ପାରିବେ କିନ୍ତୁ ଅନ୍ୟ ଖାତାରେ ନୁହେଁ । ଯାହାର ଖାତା ହୋଇଥିବ ସେମାନେ ନିଶ୍ଚୟ ଉପସ୍ଥିତ ରହିବା ଦରକାର ।

ତେବେ  ଅନଲାଇନ୍‌ ଟ୍ରାନ୍‌ଜାକ୍ସନ ଦ୍ବାରା କୌଣସି ବ୍ୟକ୍ତି ଟଙ୍କା ବାହାର କରିପାରିବେ ବା ଡିପୋଜିଟ କରିପାରିବେ । କିନ୍ତୁ ବ୍ୟାଙ୍କକୁ ଗଲେ ଏହି ନିୟମ ପାଳନ କରିବାକୁ ହେବ । ତେବେ କେବଳ ସେତିକି ନୁହେଁ ଆହୁରି ମଧ୍ୟ ଅନେକ ନୂଆ ନିୟମ ହୋଇଛି । ଯେମିତିକି କୌଣସି ଏସ୍‌ବିଆଇ ଶାଖାରେ ନିଜ ଆକାଉଣ୍ଟ ଦ୍ବାରା ଜେତେ ଟଙ୍କା ଟାହିଁବେ ସେତେ ଜମା କରିପାରିବେ । ଏସବିଆଇ ଏଟିଏମ୍‌ରୁ ଅନ୍‌ଲିମିଟେଡ୍‌ ଥର ଫ୍ରି ଟ୍ରାନ୍‌ଜାକ୍ସନ କରିହେବ । କୌଣସି ଚାର୍ଜ କଟିବ ନାହିଁ । ଏହା ବ୍ଯତୀତ ଆଗରୁ ଦିନକୁ ୪୦ ହଜାର ଟଙ୍କା ଏଟିଏମ୍‌ ରୁ ବାହାର କରାଯାଊ ଥିଲା । କିନ୍ତୁ ଏବେ ଏହା ୨୦ ହଜାର କରି ଦିଆ ଯାଇଛି ।

ସାଙ୍ଗମାନେ, ଆଶା କରୁଛୁ କି ଆପଣଙ୍କୁ ଆମର ଏଇ ସୂଚନା ଭିତ୍ତିକ ଆର୍ଟିକିଲ୍ ଟି ପସନ୍ଦ ଆସିଥିବ । ଯଦି ପସନ୍ଦ ଆସିଥାଏ ତେବେ ଲାଇକ ଓ ଶେୟାର କରିବାକୁ ଭୁଲିବେ ନାହିଁ । ଦୈନନ୍ଦିନ ଘଟୁଥିବା ଖବର ସହିତ ଅପଡେଟ ରହିବା ପାଇଁ ଖବର ଓଡିଆ ପେଜ କୁ ଲାଇକ କରନ୍ତୁ ।

Leave a Reply

Your email address will not be published. Required fields are marked *