Shah Rukh ଙ୍କ ପୁଅ Aryan ଙ୍କୁ ନେଇ Bollywood ଷ୍ଟାରମାନେ କହିଲେ କିଛି ଏମିତି, ଦେଖନ୍ତୁ Video

ବଲିଉଡ କିଙ୍ଗ ଖାନ ଶାହରୁଖ ଖାନଙ୍କ ପୁଅ ଆର୍ୟନ ଖାନ ଡ୍ର-ଗ୍ସ ମା-ମ-ଲାରେ ଗି-ର-ଫ ହେବା କଥା ପ୍ରଚାର ହେବା ପରେ ପିତା କିଙ୍ଗ ଖାନ ସ୍ପେନରୁ ଶୁ-ଟି-ଙ୍ଗ ଛାଡି ନିଜ ପୁଅକୁ ବଞ୍ଚାଇବା ପାଇଁ ଭାରତ ଫେରି ଆସିଛନ୍ତି । ଅନ୍ୟ କ୍ଷେତ୍ରରେ କିଙ୍ଗ ଖାନ ଦୁଖିତ ଥିବା ବେଳେ ତାଙ୍କୁ ସମର୍ଥନ ଜଣାଇଛନ୍ତି ବଲିଉଡର ଅନେକ କଳାକାର ମାନେ । ଆର୍ୟନଙ୍କୁ ଗି-ର-ଫ କରିବା ସମୟରେ ତାଙ୍କ ମା ଗୌରି ଖାନଙ୍କୁ ଏନସିବୀ ଅଫିସ ଆଗରେ ସ୍ପଷ୍ଟ କରା ଯାଇଥିଲା । ଶାହରୁଖ ଖାନ ଓ ଗୌରି ଖାନ ପୁଅ ଆର୍ୟନକୁ ନେଇ ଚି-ନ୍ତି-ତ ଥିବା ବେଳେ ବଲିଉଡ କଳାକାର ମାନେ ତାଙ୍କ ସହ ଅଛନ୍ତି ବୋଲି ସମର୍ଥନ ଜଣାଇଛନ୍ତି ।

ବଲିଉଡ ଅଭିନେତ୍ରୀ ପୂଜା ଭଟ୍ଟ ଟ୍ବିଟ କରି ଲେଖିଛନ୍ତି ଯେ “ଏ କଠିନ ସମୟରେ ମୁଁ ତୁମ ସାଥିରେ ରହିଛି ଶାହରୁଖ, ଯେବେ କି ଏହାର କୌଣସି ଆବଶ୍ୟକତା ତୁମକୁ ନାହି କିନ୍ତୁ ମତେ ଅଛି, ଏ ସମୟ ମଧ୍ୟ ବିତିଯିବ” ।

ଅନ୍ୟ ପଟେ ଅଭିନେତ୍ରୀ ସୁଚିତ୍ରା ଲେଖିଛନ୍ତି ଯେ “ନିଜ ପିଲାକୁ କଠିନ ସ୍ଥିତିରେ ଦେଖିବା ବହୁତ କଷ୍ଟସାଧ୍ୟ ହୋଇଥାଏ, ବଲିଉଡରେ ଯେଉଁ କଳାକାର ମାନଙ୍କୁ ଟା-ର୍ଗେ-ଟ କରା ଯାଇଛି ଆଜି ଯାଏଁ କିଛି ସୁଫଳ ମିଳି ନାହି କି ଆଗକୁ ମିଳିବ ନାହି” । ଏହା ସହ ଅଭିନେତା ସୁନିଲ ସେଠୀ ଲେଖିଛନ୍ତି ଯେ “ହୁଏ ତ ଆର୍ୟନ ଡ୍ର-ଗ୍ସ ନେଇପାରେ ତାକୁ କିଛି ସମୟ ନିଶ୍ଵାସ ମା-ରି-ବା-କୁ ଦିଆଯାଉ, ସଠିକ ରିପୋର୍ଟ ଆସିବା ଯାଏଁ ଅପେକ୍ଷା କରିବା ଉଚିତ” ।

ପ୍ରଡ୍ୟୁସର ହଂସଲ ମେହେତା ରାଏ ଦେଇଛନ୍ତି ଯେ ” ମାତା ପିତା ନିଜ ପିଲାକୁ ଅସୁବିଧାରେ ଦେଖିବା ବହୁତ କଷ୍ଟଦାୟକ ହୋଇଥାଏ, ଏହି ଭଳି ପରିସ୍ଥିତିର ସାମ୍ନା କରିବା ବହୁତ କଷ୍ଟସାଧ୍ୟ ହୋଇଥାଏ, ଏଭଳି ପରିସ୍ଥିତି ସେହି ସମୟରେ ସୃଷ୍ଟି ହୋଇଥାଏ ଯେବେ ଲୋକ ମାନେ ଆଇନକୁ କାମ କରିବାକୁ ନ ଦେଇ ନିଜର ନିର୍ଣ୍ଣୟ ନିଜେ ଶୁଣାଇଥାନ୍ତି, ଏହା ମାତା ପିତାର ପିଲା ପାଇଁ ଅ-ପ-ମା-ନ ସହ ସମାନ ହୋଇଥାଏ, ମୁଁ ତୁମ ସହ ରହିଛି ଶାହରୁଖ ଖାନ” । ଏହି ଭଳି ଭାବେ ବଲିଉଡର କଳାକାର ମାନେ କିଙ୍ଗ ଖାନ ଶାହରୁଖ ଖାନଙ୍କୁ ସମବେଦନା ଜଣାଇଛନ୍ତି ଟ୍ଵିଟ ମାଧ୍ୟମ ରେ ।

ତେବେ ଏହି ଡ୍ର-ଗ୍ସ ମା-ମ-ଲା ଆଗକୁ କେଉଁ ମୋଡ ନେବ ତାହା ଦେଖିବାର ଅଛି । ଆସନ୍ତା ୭ ତାରିଖ ଯାଏଁ ଆର୍ୟନଙ୍କୁ ଏନସିବୀ ରି-ମା-ଣ୍ଡରେ ନେଇଛି । ବର୍ତ୍ତମାନ ଜୋରସୋର ରେ ତ-ଦ-ନ୍ତ ଆରମ୍ଭ ହୋଇଛି କି ସେଦିନ ଘଟଣା ସ୍ଥଳରେ କଣ ସବୁ ଘଟିଥିଲା । ଏହା ମଧ୍ୟ ସ୍ପଷ୍ଟ ହୋଇଛି ଯେ ବିଦେଶରୁ ଡ୍ର-ଗ୍ସ ସପଲାଏ ହେଉଛି ଯେଉଁଥିରେ ଆର୍ୟନଙ୍କ ହାତ ରହିଛି ।

ବନ୍ଧୁଗଣ ଏହି ଘଟଣା କୁ ନେଇ ଆପଣ ମାନଙ୍କର ମତାମତ କଣ ରହିଛି ଆମକୁ କମେଣ୍ଟ ଜାରିଆରେ ଜଣାଇବେ । ଆମ ସହ ଆଗକୁ ରହିବା ଆମ ପେଜକୁ ଗୋଟିଏ ଲାଇକ କରନ୍ତୁ ।

Leave a Reply

Your email address will not be published. Required fields are marked *