ବାପରେ କି ଦୁର୍ଘଟଣା! ଦୁର୍ଘଟନା ରେ ଚାଲିଗଲା ଜୀବନ, ପଛ ପଟୁ ଏମିତି ପିଟିଲା ଟ୍ରକ କି ଦେଖି ଛାତି ଥଋ ଉଠିବ, ଦେଖନ୍ତୁ Video

ନମସ୍କାର ବନ୍ଧୁଗଣ । ଆପଣ ମାନେ ଜାଣିଥିବେ ଆଜିକାଲି ସଡକ ଦୁର୍ଘଟଣା ଅନେକ ଜାଗାରେ ହେଉଛି । ଯାହା ପାଇଁ ଅନେକ ଲୋକ ମାନଙ୍କ ର ଜୀବନ ଚାଲି ଯାଉଛି । କେତେକ ଘଟଣା ଅଜାଣତରେ ହେଉଥିବା ବେଳେ ଆଉ କିଛି ଘଟଣା ଜାଣତରେ ହେଉଛି । ଲୋକ ମାନଙ୍କର ଅସାବଧନତା କାରଣରୁ ସଡକ ଦୁର୍ଘଟଣା ବିଶେଷ ଭାବେ ଦେଖା ଯାଉଛି ।

ଏହା ସହ ଶୀତ ଦିନରେ ମଧ୍ୟ କୁହୁଡି ଅଧିକ ହେଉ ଥିବାରୁ ସଡକ ଦୁର୍ଘଟଣା ଆଦିକ ହେଉଥିଲା । କିନ୍ତୁ ଏବେ ଶୀତ ଦିନ ସଋ ଯାଇଛି ଆଉ ଗ୍ରୀଷ୍ମ ଦିନ ଆରମ୍ଭ ହୋଇ ସାରିଛି । ତଥାପି କୁହୁଡି କାରଣରୁ ଘଟି ଯାଇଛି ସଡକ ଦୁର୍ଘଟଣା । ଯାହାର ଭିଡିଓ ଏବେ ସୋସିଆଲ ମିଡିଆରେ ଭାଇରାଲ ହେଉଛି । ଯାହା ବିଷୟରେ ଆଜି ଆମେ ଆପଣ ମାନଙ୍କୁ କହିବାକୁ ଯାଉଛୁ ।

ତେବେ ଆସନ୍ତୁ ଆଉ ଡେରି ନ କରି ଜାଣିବା ପୁରା ଖବର ବିଷୟରେ । ଜାତୀୟ ରାରପଥରେ ଭୟଙ୍କର ଦୁର୍ଘଟଣା । ହଠାତ ଚାଲିଗଲା ଜଣଙ୍କର ଜୀବନ । ଭୋର ସମୟରେ ଖେଳି ଗଲା ଜାତୀୟ ରାଜପଥ ରେ ଗହଳି । ଏ ଦୃଶ୍ୟ ହେଉଛି ବାରିପଦା ବାଲେଶ୍ଵର 18 ନମ୍ବର ଜାତୀୟ ରାଜପଥ ର । ଅତି ଭୟଙ୍କର ଭାବେ ମର୍ମନ୍ତୁଦ ସଡକ ଦୁର୍ଘଟଣା ଘଟିକି ।

ସୂଚନା ଅନୁଯାୟୀ ଏକ ଟ୍ରକ 18 ନମ୍ବର ଜାତୀୟ ରାଜପଥ ଆଦିଆ ଛକ ନିକଟରେ ଅଚଳ ହୋଇ ପଡି ରହିଥିଲା । ସେପଟେ ଭୋର ସମୟରେ ବାରିପଦା ରୁ ବାଲେଶ୍ଵର ଅଭିମୁଖେ ଯାଉଥିବା ଏକ ମାଳ ବୋଝେଇ ଟ୍ରକ ରାସ୍ତା ଜାଣି ନ ପାରିବାରୁ ପଛ ପଟୁ ଟ୍ରକ ଟି କୁ ଧକ୍କା ଦେଇଥିଲା । ଫଳରେ ଟ୍ରକ ଚାଳକଙ୍କର ଘଟଣା ସ୍ଥଳରେ ମୃ-ତ୍ୟୁ ଘଟିଛି ।

ଖାଲି ସେତିକି ନୁହେଁ ବରଂ ଅନ୍ୟ ଜଣେ ଗୁରୁତର ଆହତ ହୋଇଛନ୍ତି । ସେପଟେ ଆହତ ବ୍ୟକ୍ତି ଙ୍କୁ ବେଟନତି ସ୍ୱାସ୍ଥ୍ୟ କେନ୍ଦ୍ର ରେ ଭର୍ତ୍ତି କରା ଯାଇଥିବା ବେଳେ ବଇଶିଙ୍ଗା ଏସଆଇ ସୁମନ ଶେଠୀ ଘଟଣା ସ୍ଥଳରେ ଅହଞ୍ଚି ଘଟଣାର ତଦନ୍ତ ଆରମ୍ଭ କରିଛନ୍ତି । ସବୁଠାରୁ ବଡ କଥା ହେଲା କୁକୁଡି ।

ଖରା ଦିନ ରେ ଏତେ ମାତ୍ରା ରେ କୁହୁଡି ହୋଇଛି ଯେ ଭୋରୁ ଭୋରୁ ଜାତୀୟ ରାଜପଥ ରେ ଏଭଳି ଏଇ ଦୁର୍ଘଟଣା ଘଟିଗଲା । ଆଉ ଜଣଙ୍କର ଜୀବନ ନେଇଗଲା । ଯାହା କି ଅତ୍ୟନ୍ତ ଦୁଖଦ ଘଟଣା । ତା ହେଲେ ବନ୍ଧୁଗଣ ଆପଣ ମାନଙ୍କର ଏହି ଘଟଣାକୁ ନେଇ ମତ ଆମକୁ କମେଣ୍ଟ ଜରିଆରେ ଜଣାଇବେ, ଧନ୍ଯବାଦ ।

Leave a Reply

Your email address will not be published. Required fields are marked *