ସଚ୍ଚା ପ୍ରେମର 3ଟି ନିଶାନି, କେବେ ଭୁଲନ୍ତୁ ନାହିଁ… Krishna Vani

ବନ୍ଧୁଗଣ କଥା ରେ ଅଛି ଭଲ ପାଇବାର ସୀମା ନାହି । କିନ୍ତୁ କଣ ଆପଣ ଜାଣିଛନ୍ତି ଆପଣ ଯାହାଙ୍କୁ ଭଲ ପାଉଛନ୍ତି ସେ ବି କଣ ଆପଣଙ୍କୁ ସେତିକି ଭଲ ପାଉଛନ୍ତି ନା ଭଲ ପାଉଥିବା ମଣିଷଟି ଆପଣଙ୍କ ସହ ବାହାନା କରୁଛି ଭଲ ପାଇବାର ନା ଆପଣଙ୍କ ସୁନ୍ଦରତାକୁ ଭଲ ପାଉଛି ।

ଆପଣ ଯାହାଙ୍କୁ ଭଲ ପାଉଛନ୍ତି ଆଉ ତାଙ୍କ ସହ ସାରା ଜୀବନ ରହିବାକୁ ଚାହୁଁ ଛନ୍ତି ତେବେ ଜାଣିବା ନେବା ଉଚିତ କି ସେ ବି କଣ ଆପଣଙ୍କୁ ସେତେ ଭଲ ପାଉଛନ୍ତି । ଆଜି ଆମେ ଆପଣଙ୍କୁ ସଚ୍ଚା ପ୍ରେମର 3ଟି ନିଶାନି ବିଷୟରେ କହିବାକୁ ଯାଉଛୁ । 1- ସଚ୍ଚା ପ୍ରେମର ପ୍ରଥମ ନିଶାନି ହେଉଛି ଆପଣ ଯାହାଙ୍କୁ ଭଲ ପାଉଛନ୍ତି ସେ ଆପଣଙ୍କ ସହ ସବୁ କିଛି ଚର୍ଚ୍ଚା କରିବେ ଯେମିତି ସବୁ କିଛି ସ୍ଥିର ହୋଇ ସାରିଛି । ଭବିଷ୍ୟତରେ କଣ କରିବେ । ଆପଣ ଦୁହିଙ୍କ ଜୀବନ କେମିତି ହେବ ଇତ୍ୟାଦି ଉପରେ ଚର୍ଚ୍ଚା କରିବେ ।

2- ଦ୍ଵିତୀୟ ନିଶାନି ହେଉଛି ଆପଣଙ୍କୁ ଭଲ ପାଉଥିବା ମଣିଷଟି ଆପଣ ଚିନ୍ତାରେ ଥିଲେ ସେ ବି କଣ ଚିନ୍ତାରେ ରହୁଛନ୍ତି କି ? କେହି ଆପଣଙ୍କୁ ସଚ୍ଚା ପ୍ରେମ କରୁଥିଲେ ଯେବେ ଆପଣ କିଛି ସମସ୍ୟାରେ ବା ଦୁଖରେ ଥିବେ ଯାହାକୁ କେହି ବୁଝି ପାରିବେ ନାହି । କିନ୍ତୁ ଆପଣଙ୍କୁ ସାଥି ଆପଣଙ୍କ ଦୁଖକୁ ବୁଝିବେ ଆଉ ଅନୁଭବ କରିବେ । ଏହା ସହ ଆପଣଙ୍କ ଦୁଖ ଦୂର କରିବା ପାଇଁ କିଛି ବି କରି ପାରିବେ ।

3- ସଚ୍ଚା ପ୍ରେମର ତୃତୀୟ ନିଶାନି ହେଉଛି କଣ ଆପଣଙ୍କୁ ଲାଗୁଛି କି ଆପଣ ଜୀବନରେ ଯାହାକୁ ଭଲ ପାଉଛନ୍ତି ସେ ଆପଣଙ୍କ ଲାଇଫରେ ସୁନ୍ଦରତା କୁ ଦେଖି ଆପଣଙ୍କ ପାଖକୁ ଆସିଛନ୍ତି ବା ଭଲ ପାଉଛନ୍ତି । କିମ୍ବା ଆପଣଙ୍କ ପ୍ରେମିକ ବା ପ୍ରେମିକା ଆପଣଙ୍କର ସୁନ୍ଦରତା କୁ ନେଇ ଆକ୍ରୁଷ୍ଟ ଅଛନ୍ତି ।

ଯଦି କୌଣସି ସ୍ତ୍ରୀ ବା ପୁରୁଷ ଆପଣଙ୍କ ଜୀବନରେ ସୁନ୍ଦରତା କାରଣରୁ ଆସିଥାନ୍ତି ଓ ଆପଣ ତାଙ୍କୁ ସ୍ଵୀକାର କରୁଛନ୍ତି ତେବେ ଏହା ସବୁ ଠାରୁ ବଡ ମୁର୍ଖାମି ଅଟେ । କାରଣ ଯେବେ ଯାଏଁ ଆପଣ ତାଙ୍କ ନଜରରେ ସୁନ୍ଦର ଥିବେ ସେ ଆପଣଙ୍କ ସହ ରହିବେ । ଆଉ ଯେବେ ଆପଣଙ୍କ ଯୌବନ ଚାଲିଯିବ ସେ ଆପଣଙ୍କୁ ଜୀବନରୁ ବାହାର କରି ନ୍ଦେବେ ବା ଚାଲିଯିବେ ।

କିନ୍ତୁ ଏହାର ବିପରୀତ ଯଦି କେହି ଆପଣଙ୍କ ସ୍ଵଭାବ, ଗୁଣ, ସଂସ୍କାର ଦେଖି ଆପଣଙ୍କୁ ଭଲ ପାଉଛି ତେବେ ସେ ଆପଣଙ୍କର ସଚ୍ଚା ପ୍ରେମ ଅଟେ । ସେଭଳି ମଣିଷ କି ଆପଣ ନିଜ ଜୀବନରୁ କେବେ ବି ଯିବାକୁ ଦିଅନ୍ତୁ ନାହି । ତେବେ ଏହା ଥିଲା ସଚ୍ଚା ପ୍ରେମ କରୁଥିବା ମଣିଷ ର 3ଟି ନିଶାନି । ଯାହାକୁ ହୃଦୟଙ୍ଗମ କରି ପାରିଲେ ଆପଣ ଜୀବନରେ କେବେ ବି ଧୋକା ଖାଇବେ ନାହି । ବନ୍ଧୁଗଣ ଆପଣଙ୍କୁ ଆମ ପୋଷ୍ଟ ଟି ଭଲ ଲାଗିଥିଲେ ଆମ ସହ ଆଗକୁ ରହିବା ପାଇଁ ଆମ ପେଜକୁ ଗୋଟିଏ ଲାଇକ କରନ୍ତୁ, ଧନ୍ୟବାଦ ।

Leave a Reply

Your email address will not be published. Required fields are marked *