କେବଳ 5 ଟଙ୍କାରେ ଘରେ ବନାନ୍ତୁ ମଶା ମାରିବାର ଏହି ଲିକ୍ୟୁଇଡ, ଗୋଟି ଗୋଟି ସବୁ ମଶା ମରି ପାଉଁଶ ହୋଇଯିବେ

ବନ୍ଧୁଗଣ ଏବେ ଗ୍ରୀଷ୍ମ ଋତୁ ଆରମ୍ଭ ହୋଇ ଗଲାଣି ଏବଂ ମଶା ମାନଙ୍କର ସଂଖ୍ୟା ବଢିବାରେ ଲାଗିଛି । ଆପଣ ନିଶ୍ଚୟ ମଶା ଘଉଡାଇବା ପାଇଁ ବିଭିନ୍ନ ପ୍ରକାରର ଉପାୟ କରୁଥିବେ । କିନ୍ତୁ ଆଜି ଆମେ ଆପଣଙ୍କୁ ଏମିତି ଏକ ମସକ୍ୟୁଟୋ ଲିକ୍ୟୁଇଡ ବନାଇବା ଶିଖାଇବୁ ଯାହାର ପ୍ରୟୋଗ କରି ଆପଣ ନିଜ ଘରୁ ମଶାଙ୍କୁ ଘଉଡାଇ ପାରିବେ । ଏହା 100% ଇଫେକ୍ଟିଭ ଅଟେ ।

ଯଦି ଆପଣ ବଜାରରୁ ମଶା ମିକ୍ୟୁଇଡ କିଣିବେ ତେବେ ବହୁତ ଅଧିକ ଦାମ ପଡିଥାଏ । ପ୍ରାୟତଃ ଆପଣଙ୍କୁ ଏଥିପାଇଁ 70ରୁ 80 ଟଙ୍କା ଖର୍ଚ୍ଚ କରିବାକୁ ପଡିଥାଏ । କିନ୍ତୁ ଆଜି ଆମେ ଯେଉଁ ମସକ୍ୟୁଟୋ ଲିକ୍ୟୁଇଡ ବନାଇବା ବିଷୟରେ କହିବୁ ତାହା ଆପଣ କେବଳ 5ରୁ 10 ଟଙ୍କା ଖର୍ଚ୍ଚ କରି ବନାଇପାରିବେ । କେବଳ 2ଟି ସାମଗ୍ରୀର ପ୍ରାୟୋଗ କରି ଆପଣ ଏହା ବନାଇ ପାରିବେ ।

ଏହା ଆପଣଙ୍କ ସ୍ଵାସ୍ଥ୍ୟକୁ କିଛି କ୍ଷତି ପହଞ୍ଚାଇ ନ ଥାଏ । ଏହି ଲିକ୍ୟୁଇଡ ବନାଇବା ପାଇଁ ପ୍ରଥମ ସାମଗ୍ରୀ ହେଉଛି ତାରପିନ ତେଲ ଯାହା ଆପଣଙ୍କୁ ହାର୍ଡୱେୟାର ଷ୍ଟୋର ରୁ ସହଜରେ ମିଳିଯିବ । ଅନେକ ଲୋକ ଏହା ବିଷୟରେ ଜାଣିଥିବେ । ଯେମିତି କି ରଙ୍ଗ ଆଦି କାମରେ ଏହାର ବ୍ୟବହାର କରାଯାଏ ।

ଯେପରି କିରୋସିନ ତ ଗନ୍ଧ ହୋଇଥାଏ ସେହିପରି ତାରପିନ ତେଲ ର ଗନ୍ଧ ହୋଇଥାଏ । ଏଥିପାଇଁ ଦ୍ଵିତୀୟ ସାମଗ୍ରୀ ର ଆବଶ୍ୟକ ପଡିବ କର୍ପୁର । ଆପଣଙ୍କୁ 2ଟି କର୍ପୁର କୁ ଭଲ ଭାବେ ଗୁଣ୍ଡ କରିବାକୁ ହେବ ଯାହା ପୂଜା ଆଦିରେ ବ୍ୟବହାର କରିଥାନ୍ତି । ଏହା ପରେ ଆପଣଙ୍କୁ ଆବଶ୍ୟକ ପଡିବ ଋଫିୟୁଲ ବୋତଲ ର ।

ଏହା ପରେ ସେଥିରେ 2ଟି କର୍ପୁର ଗୁଣ୍ଡ କୁ ଏଥିରେ ରଖନ୍ତୁ । ଏହି ଲିକ୍ୟୁଇଡର ପ୍ରୟୋଗ କରିବା ଦ୍ଵାରା ଦେଖିବେ ଘରେ ଗୋଟେ ବି ମଶା ରହିବେ ନାହି । ତାରପିନ ତେଲର ଗନ୍ଧ ମଶା ଙ୍କୁ ଭଲ ଲାଗେ ନାହି । ଥରେ ଏହାର ପ୍ରୟୋଗ ନିଶ୍ଚୟ ଦେଖାନ୍ତୁ ଆପଣଙ୍କୁ 100% ବେନିଫିଟ ମିଳିବ । ଏହା ପରେ ଆପଣ କର୍ପୁର ଗୁଣ୍ଡ ରେ ତାରପିନ ତେଲ ଫିଲ କରି ଦିଅନ୍ତୁ ।

ଏହା ପରେ ଏହି 2ଟି ସାମଗ୍ରୀକୁ ଭଲ ଭାବେ ମିଶ୍ରଣ କରି ଦିଅନ୍ତୁ । ଏହାକୁ ଆପଣ ଯେମିତି ଲିକ୍ୟୁଇଡ ପ୍ରୟୋଗ କରନ୍ତି ସେମିତି ଘରେ ଲଗାଇ ଦିଅନ୍ତୁ । ଦେଖିବେ ଘରେ ଗୋଟେ ବି ମଶା ଆଉ ରହିବେ ନାହି । ଏଥିରୁ ବାହାରୁଥିବା ମଶା କୁ ଜମା ବି ଭଲ ଲାଗେ ନାହି ।

ଯଦି ଆପଣଙ୍କ ମନରେ ଭୟ ଆସୁଛି ଏହାକୁ ଇଲେକ୍ଟ୍ରିରେ ଲଗାଇବାକୁ ତେବେ ଆପଣ ଏହାକୁ ସ୍ପ୍ରେ ବୋତଲରେ ଭର୍ତ୍ତି କରି ମଶା ହେଉଥିବା ଜାଗାରେ ରଖନ୍ତୁ । ମାର୍କେଟ ରେ ମିଳିଥିବା ଲିକ୍ୟୁଇଡ ର ବ୍ୟବହାର ନ କରି ଏମିତି ମାତ୍ର 5ରୁ 10 ଟଙ୍କା ଖର୍ଚ୍ଚ କରି ଘରେ ବନାଇ ପାରିବେ । ମଶା ମାରିବା ପାଇଁ ଏହି ଲିକ୍ୟୁଇଡ କୁ ଘରେ ଋ-ଫିଲ କରିପାରିବେ । ବନ୍ଧୁଗଣ ଆପଣଙ୍କୁ ଆମ ପୋଷ୍ଟ ଟି ଭଲ ଲାଗିଥିଲେ ଆମ ସହ ଆଗକୁ ରହିବା ପାଇଁ ଆମ ପେଜକୁ ଗୋଟିଏ ଲାଇକ କରନ୍ତୁ, ଧନ୍ୟବାଦ ।

Leave a Reply

Your email address will not be published. Required fields are marked *