ଦେଖନ୍ତୁ ଆରମ୍ଭ ହେଲାଣି Allu Arjun ଙ୍କ “ପୁଷ୍ପା-2” ର ଶୁ-ଟି-ଙ୍ଗ, ମାଲକାନଗିରିରେ ଶୁଟିଙ୍ଗ ସେଟ କିଛି ଝଲକ ଆସିଲା ସାମ୍ନାକୁ, ଦେଖନ୍ତୁ video

ବନ୍ଧୁଗଣ ଗତ କିଛି ଦିନ ପୂର୍ବେ ସାଉଥ ଇଣ୍ଡଷ୍ଟ୍ରି ରେ ଗୋଟେ ଫିଲ୍ମ ରିଲିଜ ହୋଇଥିଲା ଯାହା ସାରା ଭାରତ ବର୍ଷ ରେ ଚହଳ ସୃଷ୍ଟି କରିଥିଲା ।  ତେବେ ସେହି ଫିଲ୍ମ ଟି ର ନାଁ ହେଉଛି ପୁଷ୍ପା ଯାହାର ଟ୍ରେଣ୍ଡ ଆଜି ବି ଅନେକ ଜାଗାରେ ଦେଖିବାକୁ ମିଳୁଛି । ତେବେ ପୁଷ୍ପା ଫିଲ୍ମ ଟି ଏକ ତେଲୁଗୁ ଫିଲ୍ମ ଭାବେ ରିଲିଜ ହୋଇଥିଲା ।

ଆଉ ଏହା ପରେ ଏହାର ଜଲୱା ଦର୍ଶକ ମାନେ ଦେଖିଥିଲେ ଆଉ ପସନ୍ଦ ମଧ୍ୟ କରିଥିଲେ । ଏହି ଫିଲ୍ମ ଟି ଡେବ୍ୟୁ କରିଥିଲା । ଚନ୍ଦନ କାଠ କୁ ନେଇ ଏହି ଫିଲ୍ମଟି ପ୍ରସ୍ତୁତ ହୋଇ ଥିଲା । ଏହି ଫିଲ୍ମ ରେ ସାଉଥ ଜଗତର ସୁପର ଷ୍ଟାର ଅଲଲୁ ଅର୍ଜୁନ ମୁଖ୍ୟ ଅଭିନେତା ଭାବେ ନଜର ଆସିଥିଲେ । ଆଉ ତାଙ୍କ ସହ ସାଉଥ ଅଭିନେତ୍ରୀ ରୂପେ ରଶ୍ମିକା ମନ୍ଦନା ନଜର ଆସି ଥିଲେ ।

ଅଭିନେତା ଅଲଲୁ ଅର୍ଜୁନ ଙ୍କ ଅଭିନୟ ଆଉ ତାଙ୍କର ଷ୍ଟାଇଲ କୁ ଏହି ଫିଲ୍ମ କୁ ସଫଳତା ଦେବାରେ ବେଶ ସହାୟକ ହୋଇଥିଲା । ଏହି ଫିଲ୍ମ ର କାହାଣୀ ଯେତିକି ସୁନ୍ଦର ଥିଲା ଏହି ଫିଲ୍ମ ରେ ଅଲଲୁ ଅର୍ଜୁନ କରିଥିବା ଆକ୍ସନ ଓ ଗୀତ ଗୁଡିକ ଟ୍ରେଣ୍ଡ ରେ ରହିଥିଲା ।

ବର୍ତ୍ତମାନ ସମୟରେ ପୁଷ୍ପା ଫିଲ୍ମ ର ପାର୍ଟ-2 ରିଲିଜ ହେବାକୁ ଅଯାଉଛି ଯାହାର ଭିଡିଓ ଏବେ ସିୟସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି । ଆଉ ଦର୍ଶକ ମାନେ ଅପେକ୍ଷା ରେ ଅଛନ୍ତି କେବେ ପୁଷ୍ପା-2 ରିଲିଜ ହେବ । ଏହାକୁ ନେଇ ଦର୍ଶକ ଙ୍କ ମନରେ ବେଶ ଆଗ୍ରହ ଦେଖା ଯାଇଛି ।

ଦର୍ଶକ ବନ୍ଧୁ ଏବେ ପୁଷ୍ପା ପାର୍ଟ ୨ ର ସୁଟିଙ୍ଗ ଆରମ୍ଭ ହେଲାଣି ଯାହାକୁ ନେଇ ଚର୍ଚ୍ଚା ଜୋର ଧରିଛି । ଫିଲ୍ମର ସୁଟିଙ୍ଗ ଏବେ ବି ଚାଲିଛି  ଆଉ ସବୁଠାରୁ ଚକିତ କରି ଦେବା ଭାଇ ଏକ ଖବର ପୁଷ୍ପା-2 ଫିଲ୍ମ କୁ ନେଇ ଆସିଛି । ଯାହା ବିଷୟରେ ଆପଣ ଜାଣିଲେ ବି ଆଶ୍ଚର୍ଯ୍ୟ ହେବେ । ଆମ ରାଜ୍ୟ ଓଡିଶାର ମାଲକାନଗିରି ଜିଲ୍ଲାରେ ଏହି ଫିଲ୍ମର ସୁଟିଙ୍ଗ ବର୍ତ୍ତମାନ ଚାଲିଛି ।

ଏହା ସହ ମାଲକାନାଗିରି ରେ ଫିଲ୍ମ ଶୁ-ଟି-ଙ୍ଗ ହେବାର ଏକ ଭିଡିଓ ବର୍ତ୍ତମାନ ସୋସିଆଲ ମିଡିଆରେ ଭାଇରାଲ ହୋଇଛି ଯାହାକୁ ନେଇ ଦର୍ଶକ ଙ୍କ ମନରେ ବେଶ ଉସଚହ ସୃଷ୍ଟି ହୋଇଛି ।  ଆମ ରାଜ୍ୟ ଓଡିଶାର ମାଲକାନାଗିରି ରେ ସାଉଥ ସୁପର ଷ୍ଟାର ତଥା ଦିଗଜ ଅଭିନେତା ଅଲଲୁ ଅର୍ଜୁନ ଆସିଛନ୍ତି ପୁଷ୍ପା-2 ଫିଲ୍ମ ର ଶୁ-ଟି-ଙ୍ଗ ପାଇଁ ।

ଯାହା ଏହି ଭାଇରାଲ ଭିଡିଓ ରେ ନଜର ଆସୁଛି । ତେବେ ଫିଲ୍ମ ର ଶୁ-ଟି-ଙ୍ଗ ସରିବା ପରେ ଜଣା ପଡିବ ଫିଲ୍ମ ଟି କେବେ ରିଲିଜ ହେବ । ତା ହେଲେ ବନ୍ଧୁଗଣ ଏହି ଖବରକୁ ଆପଣ ମାନଙ୍କର ମତ ଆମକୁ କମେଣ୍ଟ ମାଧ୍ୟମରେ ନିଶ୍ଚୟ ଜଣାଇବେ, ଧନ୍ୟବାଦ ।

Leave a Reply

Your email address will not be published. Required fields are marked *