ବାପା Uttam Mohantyଙ୍କ ସବୁ ସର୍ତ୍ତରେ ରାଜି Babushan, ଦେଖନ୍ତୁ କଣ ସର୍ତ୍ତ ରଖିଛନ୍ତି Uttam

ନମସ୍କାର ବନ୍ଧୁଗଣ, ବର୍ତ୍ତମାନର ବଡ ଖବର ହେଉଛି ବାପା ଉତ୍ତମ ମହାନ୍ତିଙ୍କ ସବୁ ଇଚ୍ଛା କୁ ସମ୍ମାନ ଜଣାଇଛନ୍ତି ପୁଅ ବାବୁସାନ ମହାନ୍ତି । ବାପା ଚାହାଁନ୍ତି ପୁଅ ଘରକୁ ଆସୁ ଘରର ପୁଅ ଘରେ ରହୁ ଆଉ ବୋହୁ ଘରକୁ ଆସୁ ଘର ଜିନିଷ ଘରେ ରହୁ । ଦାଣ୍ଡ ଘାଟରେ ଘରର ଇଜ୍ଜତ ନାଁ ଏମିତି ପଡୁ ବୋଲି ଉତ୍ତମ ମହାନ୍ତି ସର୍ତ୍ତ ରଖିଛନ୍ତି । ଆଉ ଏହି ସବୁ ସର୍ତ୍ତ ରେ ରାଜି ହୋଇ ବାବୁସାନ ନିଜ ବାପାଙ୍କୁ କଥା ଦେଇଥିବା କଥା ସାମନା କୁ ଆସିଛି ।

ଖବର ଅନୁଯାୟୀ ବାବୁସାନ ନିଜ ବାପା ଉତ୍ତମ ମହାନ୍ତି ଙ୍କୁ କଥା ଦେଇଛନ୍ତି କି ପାପା ମୁଁ ତୁମର ସବୁ ସର୍ତ୍ତ ରେ ରାଜି ମା ଜାଣିଛନ୍ତି ତାଙ୍କ ପୁଅ ଏତେ ସୁନା ସବୁବେଳେ ତାଙ୍କ ମା ତାଙ୍କର ଦମ୍ବ ହୋଇ ଠିଆ ହୋଇଛନ୍ତି । ଆଉ ଯେଉଁ ସବୁ କଥା ସାମନା କୁ ଆସୁଛି ଆଗକୁ ଯେମିତି ସେମିତି କିଛି ନ ଘଟୁ ଯାହାର ସମାଧାନର ଗୋଟିଏ ମାତ୍ର ରାସ୍ତା ଯାହା ସମସ୍ତେ ଜାଣିଛନ୍ତି ।

ଆଉ ଯେଉଁଥି ପାଇଁ ଦୁଇ ପରିବାରର କିଛି କିଛି କଥା ମଧ୍ୟ ହୋଇ ସାରିଛନ୍ତି ମଧ୍ୟସ୍ଥି ମାଧ୍ୟମ ରେ । କେବଳ ଗୋଟିଏ ହିଁ ବାଟ ରହିଛି ତାହା ହେଉଛି ଆଇନଗତ ବାଟ ଯେଉଁଠି କେସ ରେ ଥାନାରେ ଦିଆ ଯାଇଛି । ତା ଉପରେ ଏବେ କଣ କାର୍ଯ୍ୟ ଅନୁଷ୍ଠାନ ନିଆଯିବ ତାହା ହିଁ ସସପେନ୍ସ ରହିଛି ।

ତୃପ୍ତି ଓ ପ୍ରକୃତି ମିଶ୍ର ଙ୍କ ଭୀତରେ ଯେଉଁ ଲଢେଇ ହୋଇଥିଲା ସେଥିରେ ତୃପ୍ତି ପ୍ରକୃତି ଙ୍କୁ ଭୁଲ ମାଗିବେ ନ ପ୍ରକୃତି ତୃପ୍ତି ଙ୍କୁ ଭୁଲ ମାଗିବେ ନା ନିଜର ପରିବାରର ଆତ୍ମ ସମ୍ମାନକୁ ରକ୍ଷା କରିବା ପାଇଁ ତୃପ୍ତି ପ୍ରକୃତି ଙ୍କ ସହ କୌଣସି ପ୍ରକାରର ସନ୍ଧି କରିବେ ଥା ହେଉଛି ବଡ ଗୁରୁତ୍ଵ ପୂର୍ଣ୍ଣ ବିଷୟ ।

ତେବେ ଏହି କଥା ଉଭୟ ବୁଝି ସାରିଛନ୍ତି ଯଦି ଏହି ମୂହୁର୍ତ୍ତ ରେ ସବୁ କିଛି ଏପଟ ସେପଟ ହୁଏ ତେବେ ବାବୁସାନ ଙ୍କୁ ଆଉ କେହି ପସନ୍ଦ କରିବେ ନାହି । ଆଉ ଯାହା କେହି ବି ଇଚ୍ଛା କରନ୍ତି ନାହି । ସେଥିପାଇଁ ତ ନିଜ ବାପା ମାଙ୍କର ଖୁସି ପାଇଁ ନିଜ ପରିବାର ପାଇଁ ସବୁ କିଛି ସର୍ତ୍ତ ମାନିବାକୁ ବାବୁସାନ ମାଇଣ୍ଡ ମେକପ କରିଥିବା ତାଙ୍କ ନିକଟସ୍ଥ ସୂତ୍ର ରୁ ଜଣା ପଡିଛି ।

ଯେଉଁଥିରେ କାହାର କିଛି କ୍ଷତି ନ ହେଉ ଓ ଉଭୟ ଉଭୟଙ୍କର କ୍ଯାରିୟର କୁ ନେଇ ଆଗକୁ ବଢନ୍ତୁ ତାହା ଏବେ ମୂଳ କଥା । ତେବେ ଦେଖିବା ବାକି ରହିଲା ଆଜି ଥାନା କୁ ଆସିବା ପରେ ବାବୁସାନ କଣ ଖୁଲସା କରୁଛନ୍ତି । ବନ୍ଧୁଗଣ ଆପଣ ମାନଙ୍କରେ ଉତ୍ତମ ମହାନ୍ତିଙ୍କ କଥାରେ ବାବୁସାନ ରାଜି ହୋଇଥିବା ଘଟଣା କୁ ନେଇ ମତାମତ ଆମକୁ କମେଣ୍ଟ ଜରିଆରେ ଜଣାଇବେ । ଆମ ସହ ଆଗକୁ ରହିବା ପାଇଁ ଆମ ପେଜକୁ ଗୋଟିଏ ଲାଇକ କରନ୍ତୁ ।

Leave a Reply

Your email address will not be published. Required fields are marked *