ବନ୍ଧୁଗଣ ଆଜିର ଏହି ଲେଖାରେଆମେ ଆପଣଙ୍କୁ କହିବୁକୀ ନୂଆବର୍ଷ ୨୦୨୧ ରେ ୧୨ ରାଶିର ଭାଗ୍ୟ କିପରି ରହିବ । କେଉଁ ରାଶିଙ୍କ ପାଇଁ ଏହି ନୂଆବର୍ଷ ୨୦୨୧ ଶୁଭ ରହିବ । ଆଉ କେଉଂରାଶି ପାଇଁ ଏହି ୨୦୨୧ ଅଶୁଭ ଫଳ ପ୍ରଦାନ କରିବ । ତେବେ ଆସନ୍ତୁ ଜାଣିବା ବାର୍ଷିକ ରାଶିଫଳ ୨୦୨୧ ।
ମେଷ ରାଶି :
ବର୍ଷର ପ୍ରଥମାର୍ଦ୍ଧରେ ଧନ ସମ୍ପତି ମାନ ପ୍ରତିଷ୍ଠା ସବୁକିଛି ପାଇପାରିବେ । ବିଦେଶ ବ୍ୟାପାର ଏବଂ ସେୟର ବଜାରରେ ଆପଣନାକୁ ଆସଠାରୁ ଅଧିକ ଲାଭ ମିଳିବ । ଚାକିରି ଜୀବିଙ୍କ ଲାଗି ବର୍ଷଟି ଭଲ ପଦୋନତି ବା ଦରମା ବୃଦ୍ଧି ହେବ । ବୈବାହିକ ଜୀବନରେ ଆପଣ ଅନେକ ପ୍ରକର ସୁଖର ଅନୁଭବ କରିବେ ।
ବୃଷ ରାଶି :
ବର୍ଷର ଆରମ୍ଭରୁ ଆପଣ ନିଜର ପେଷାରେ ଉନ୍ନତି ପାଇଁ ଅଧିକ ପରିଶ୍ରମ କରିବାକୁ ପଡିବ । ଯେଉଁମାନେ ଭାଗୀଦାର ବ୍ୟବସାୟ କରୁଛନ୍ତି ସେମାନଙ୍କ ଲାଗି ଏହି ସମ୍ପୂର୍ଣ ମାସଟି ଅତି ଶୁଭ ଜଣାପଡୁଅଛି । ଏବଂ ଜୁନରୁ ନଭେମ୍ବର ମାସ ମଧ୍ୟରେ ଆପଣ ଆପଣଙ୍କର ଉପାର୍ଜନ ଆପଣଙ୍କର ଅଶଠାରୁ ଅଧିକ ଟପିଯିବ । ମାତ୍ର ଏଥିରେ ଅଧୀର ହେବ ଉଚିତ ନୁହେଁ ବରଂ ଏଥିରେ ନୂଆ ଯୋଜନା ସମ୍ପର୍କରେ ଚିନ୍ତା କରିବା ଆବଶ୍ୟକ ।
ମିଥୁନ ରାଶି :
ବର୍ଷଟି ଆପଣଙ୍କ ଲାଗି ଉତ୍ତମ ରହିବ । କାର୍ଯ୍ୟ କ୍ଷେତ୍ରରେ ଆପଣ ଆଗକୁ ବଢିବେ ଏବଂ ଏଥିଲାଗି ଅନେକ ସୁଯୋଗ ନାଢ୍ୟ ପ୍ରାପ୍ତି ହେବ । ଯେଉଁ ମାନେ ଚାକିରି ତାଳସରେ ରହିଛନ୍ତି ସେମାନଙ୍କୁ ଫେବୃଆରି କି ମାର୍ଚ ମାସରେ ବାଧ୍ୟ ଚାକିରି ମିଳିଯିବ । ବେପାର ବାଣିଜ୍ୟରେ ଯଥେଷ୍ଟ ଲାଭ ପାଇବେ । ମେ କି ଜୁନ ମାସରେ ଆର୍ଥିକ ସ୍ଥିତିରେ ବହୁତ ବାଧା ଆସିପାରେ । କିନ୍ତୁ ଏହା ସେତେଟା ଚିନ୍ତାଜନକ ରହିବା ନହିଁ । ପାରିବାରିକ ଜୀବନସୁଖମୟ ହେବ ।
କର୍କଟ ରାଶି :
ଚାକିରି ଏବଂ ବୃତି ଦୃଷ୍ଟିରୁ ଆପଣଙ୍କ ଲାଗି ବର୍ଷଟି ବହୁତ ଭଲ ରହିବ । ବେସୀ କାମ ପାଇ ଅଧିକ ମନ ଦେଇ ସବୁ କାର୍ଯ୍ୟ କରନ୍ତୁ । ବ୍ୟପାରରେ ଆପଣଙ୍କୁ ସଫଳତା ମିଳିବ । ମାର୍ଚ ମାସରୁ ଜୁନ ମାସ ଭିତରେ ଆପଣଙ୍କ ଆୟ କ୍ରମାନୁୟ ଭାବରେ ବୃଦ୍ଧି ପାଇବ । ମେ ଓ ଜିନ ମାସ ଏହି ଦୁଇ ମାସ ଆପଣ ଅନୁଭବି ବ୍ୟକ୍ତିଙ୍କ ମତ ନେଇ ବ୍ୟବସାୟରେ ପୁଞ୍ଜି ନିବେଶ କରନ୍ତୁ । ଆପଣଙ୍କୁ ବହୁତ ହିଁ ଉତ୍ତମ ପରିଣାମ ଲାଭ ହେବ ।
ସିଂହ ରାଶି :
ଏହି ବର୍ଷ ଆପଣଙ୍କୁ ନିଜ ଭାଗ୍ଯର ସମ୍ପୂର୍ଣ ରୂପେ ସହଯୋଗ ମିଳିବ । ବର୍ଷର ପ୍ରଥମ ଦୁଇ ମାସରେ କିଛି ନୂଆ କାର୍ଯ୍ୟ ଆରମ୍ଭ କରିପାରନ୍ତି । ରୁଣ ନେବାର ଆବଶ୍ୟକ ପଡିଲେ ମଧ୍ୟ ସହଜରେ ମିଳିଯାଇ ପରେ । ବ୍ୟବସାୟୀଙ୍କ ଦୃଢ ଆତ୍ମବିଶ୍ଵାସ ଧୀରେ ଧୀରେ ଆଗେଇ ନେଇ ଯାଇ ପରେ । ବର୍ଷର ଶେଷାର୍ଦ୍ଧରେ ଚାକିରି ଦରମା ବୃଦ୍ଧି କିମ୍ବା ପଦୋନତି ହୋଇ ବଦଳି ହୋଇପାରନ୍ତି । ବୈବାହିକ ଜୀବନ ପ୍ରୀତିମୟୀ ହେବ ।
କନ୍ୟା ରାଶି :
କାର୍ଯ୍ୟ କ୍ଷେତ୍ରରେ ଅଧିକ ପରିଶ୍ରମ ସତ୍ବେ ଅଧିକ ସଫଳତାର ସମ୍ବାଭନା ରହୁ ନହିଁ । ଏଣୁ ବ୍ୟବସାୟୀ ମାନଙ୍କୁ ବ୍ୟବସାୟରେ ଢିଲା ହୁଅନ୍ତୁ ନହିଁ । ବ୍ୟବସାୟକୁ ଉନ୍ନତ କରିବା ଲାଗି ନୂଆ ନୂଆ ଯୋଜନା ପ୍ରସ୍ତୁତ କରନ୍ତୁ ତ ଆପଣ ନିଶ୍ଚିନ୍ତ ସଫଳ ରୁହନ୍ତୁ । ତେବେ ସମ୍ପୂର୍ଣ ବର୍ଷ ମଧ୍ୟରେ ମେ ଓ ଜୁନ ଏହି ଦୁଇମାସ ଆପଣଙ୍କୁ ଅଧିକ ସାବଧାନ ରହିବାକୁ ପଡିବ ନାହିଁତ ଆପଣ ହଇରାଣରେ ପଡ଼ିପାରନ୍ତି । ଏପ୍ରିଲରୁ ଜୁଲାଇ ମସା ମଧ୍ୟରେ ଚାକିରିରେ ବଦଳି ଯୋଗ ମଧ୍ୟ ରହିଛି ।
ତୁଳା ରାଶି :
ନିଜର ଯୋଗ୍ୟତାକୁ ପ୍ରମାଣିତ କରିବା ଲାଗି ବର୍ଷଟି ଅନୁକୂଳ । ବର୍ଷର ପ୍ରଥମ ଅର୍ଦ୍ଧରେ ନୂଆ ଯୋଜନାରେ ପୁଞ୍ଜି ନିବେଶ କରିପାରନ୍ତି । ମାର୍ଚ ମାସରୁ ନଭେମ୍ବର ମାସ ପର୍ଯ୍ଯନ୍ତ ଆପଣଙ୍କୁ ବ୍ୟବସାୟରେ ପ୍ରଚୁର ଲାଭ ମିଳିବ ।
ବିଛା ରାଶି :
ଆପଣ ଆପଣଙ୍କର ନିଜର ଦୃଢ ମନୋବଳ ଓ ପ୍ରୟାସରେ ଅନେକ ଲକ୍ଷ ହାସଲ କରିନେବେ । ବର୍ଷର ପ୍ରଥମ କିଛି ମାସରେ କାରବାରରେ ପ୍ରଚୁର ଲାଭ ମିଳିବ । ଏପରି ସ୍ଥାନରୁ ଧନ ପ୍ରାପ୍ତ ହେବ ଯାହା ଆପଣ ଚିନ୍ତା ମଧ୍ୟ କରିନଥିବେ । ମେ ଓ ଜୁନ ମାସରେ ନୂଆ ବ୍ୟବସାୟରେ ପୁଞ୍ଜି ନିବେଶ କରିପାରିବେ ।
ଧନୁ ରାଶି :
ଏହି ରାଶିର ଲୋକଙ୍କ ପାଇଁ ସମ୍ପୂର୍ଣ ବର୍ଷଟି ବହୁତ ଭଲ । ଜମି ଦଲାଲ ମାନଙ୍କୁ ବିଶେଷ ଲାଭ ମିଳିପାରେ । ଯେଉଁମାନେ ଭାଗୀଦାରୀରେ ବ୍ୟାପାର କରୁଛନ୍ତି ସେମାନଙ୍କୁ ଜୁଲାଇରୁ ନଭେମ୍ବର ମାସ ମଧ୍ୟରେ ଯଥେଷ୍ଟ ସଫଳତା ମିଳିବ । ଲବ ଲାଇଫ ପାଇଁ ବର୍ଷଟି ବହୁତ ଆନନ୍ଦିତ ରହିବ । ଅଗସ୍ତରୁ ଜାନୁଆରୀ ମାସ ପର୍ଯ୍ୟନ୍ତ ବିବାହର ଯୋଗ ମଧ୍ୟ ବନୁଅଛି । ଅବିବାହିତ ମାନଙ୍କ ପାଇଁ ବିବାହର କୌଣସି ସମସ୍ଯା ରହିବ ନହିଁ ।
ମକର ରାଶି:
ଚାକିରି ଏବଂ ବ୍ୟବସାୟ କ୍ଷେତ୍ରରୁ ଏପ୍ରିଲ ଓ ଜୁଲାଇ ମାସ ମଧ୍ୟରେ ଅଧିକ ସଫଳତା ଓ ଅଧିକା ଲାଭ ପାଇବେ । ଜାନୁୟାରୀ ରୁ ଏପ୍ରିଲ ଓ ଜୁଲାଇରୁ ନଭେମ୍ବର ମାସ ମଧ୍ୟରେ ବ୍ଯବସାୟିକ କାମରେ ଆପଣ ବିସ ଯାତ୍ରା କରି ସକରାତ୍ମକ ପରିଣାମ ପାଇବେ ।
କୁମ୍ଭ ରାଶି :
ପ୍ରତେକ ଗ୍ରହର ଶୁଭଦ୍ରୁଷ୍ଟି ଲାଗି ଆପଣ ସକ୍ରିୟ ରହି ଆପଣ କାମକୁ ଠିକ ରୂପେ ସମ୍ପର୍ଣ କରିବେ । ଏବଂ ଅନେକ କ୍ଷେତ୍ରରେ ସଫଳତା ହାସିଲ କରିବେ । ବ୍ୟବସାୟୀଙ୍କ ଲାଗି ମଧ୍ୟ ବର୍ଷଟି ଶୁଭ ଓ ବର୍ଷର ପ୍ରଥମ ତିନି ମାସ ପୁଞ୍ଜି ବଜାରରେ ଲାଭବାନ ହେବ ।
ମୀନ ରାଶି :
ଏହିବର୍ଷ ଗ୍ରହ ମାନଙ୍କ ଶୁଭ ଦ୍ରୁଷ୍ଟି ଲାଗି ଆପଣଙ୍କ ଜୀବନରେ ସକାରାତ୍ମକ ପରିବର୍ତନ ଆସିବ । ସଞ୍ଚୟ କ୍ରମାନୁୟରେ ବୃଦ୍ଧି ଘଟିବ । ବ୍ୟାପାର ବାଣିଜ୍ୟରେ ପ୍ରଗତି କରିବେ । ଯଦି ଅପ୍ନା କାହାକୁ ଟଙ୍କା ପଇସା ଧାର ଦେଇଛନ୍ତି ଠିକ ସମୟରେ ସବୁ ପଇସା ମିଳିବ ନହିଁ ।
ଆଶା କରୁଛୁ ଆପଣଙ୍କୁ ଆମର ଏହି ଲେଖା ପସନ୍ଦ ଆସୁଥିବ, ଏହିଭଳି ଅନେକ ଜ୍ୟୋତିଷ ସମ୍ବନ୍ଧୀୟ ଖବର ପାଇଁ ଆମ ପେଜକୁ ଲାଇକ କରନ୍ତୁ ।