Bollywood ର ଦିଗଜ୍ଜ ଅଭିନେତା ଜିତେନ୍ଦ୍ରଙ୍କ ସ୍ତ୍ରୀ ଆଜିବି ଅଛନ୍ତି ବହୁତ Hot ଓ Stylish

ଜିତେନ୍ଦ୍ରଙ୍କୁ କିଏ ଅବା ଜାଣି ନାହିଁ ସେ ନିଜ ସମୟ ବହୁତ ବଡ ଅଭିନେତା ଥିଲେ । ତାଙ୍କ ଚଳଚିତ୍ର ଦେଖିବା ପାଇଁ ଦର୍ଶକ ମାନେ ଭିଡ଼ କରୁଥିଲେ ତେବେ ସମସ୍ତେ ତାଙ୍କୁ ଦେଖିବା ଓ ତାଙ୍କ ଅଭିନୟ ବହୁତ ପସନ୍ଦ କରିଥିଲେ । ଜିତେନ୍ଦ୍ରଙ୍କୁ ସମସ୍ତେ ଜାଣିଛନ୍ତି କିନ୍ତୁ ତାଙ୍କ ସ୍ତ୍ରୀଙ୍କ ବିଷୟରେ ବହୁତ କମ ଲୋକ ଜାଣିଛନ୍ତି ଓ ବହୁତ କମ ଏମିତି ଲୋକ ଥିବେ ଯିଏ ତାଙ୍କ ସ୍ତ୍ରୀଙ୍କୁ ଦେଖିଥିବେ । ଆପଣ ମାନେ ବହୁତ ଫେମସ ଫେମସ୍ ଫିଲ୍ମ ଜିତେନ୍ଦ୍ରଙ୍କର ଦେଖିଥିବେ ।

ତେବେ ବର୍ତ୍ତମାନ ରେ ଆପଣ ମାନଙ୍କ ତାଙ୍କ ଝିଅ ଏକ୍ତା କପୁର୍କୁ ଚିହ୍ନି ଥିବେ କାହିଁକି ନା ସେ ସିରିଲ୍ସ ଲେଖିବା ସହ ତାକୁ ଡାଇରେକ୍ଟ ମଧ୍ଯ କରନ୍ତି ଓ ତାଙ୍କ ଏହି ସିରିଏଲ ପୁରା ଭାରତ ବର୍ଷ ଲୋକ ଦେଖନ୍ତି ଓ ପସନ୍ଦ ମଧ୍ଯ କରନ୍ତି । ତେବେ ତାଙ୍କ ପୁଅ ତୁସାର କପୁର କୁ ଆପଣ ମାନେ ବହୁତ୍ ଫିଲ୍ମରେ ଦେଖିବାକୁ ପାଈଥିବେ ସେ ନିଜ ବାପା ଭଳି ଅଭିନୟ ଦୁନିଆରେ ନା କରି ପାରିଲେ ନାହିଁ ।

କଣ ଆପଣ ଜାଣିଛନ୍ତି  ଜିତେନ୍ଦ୍ରଙ୍କ ସ୍ତ୍ରୀଙ୍କ ନାମ ଶୋଭା କପୁର ଅଟେ । ଜିତେନ୍ଦ୍ରଙ୍କ ନାମ ତାଙ୍କ ସମୟରେ ବହୁତ୍ ଅଭିନେତ୍ରୀ ମାନଙ୍କ ସହ ଯୋଡା ଯାଇଥିଲା କିନ୍ତୁ ସେ ବିବାହ ନିଜ ଛୋଟ ବେଲ ସାଙ୍ଗ ଶୋଭା ସହ କରିଥିଲେ । ଯେତେବେଳେ ବିବାହ ହୋଇଥିଲା ଶୋଭା ଏୟର ହଷ୍ଟେଜ୍ ଥିଲେ କିନ୍ତୁ ବିବାହ ପରେ ସେ ଚାକିରୀ ଛାଡ଼ି ଦେଇଥିଲେ ।

ଏହା ପରେ ସେ ଫିଲ୍ମ ପ୍ରଡକ୍ସନ କଲେ ଓ ନିର୍ମାତା ଅନୁଯାଇ ମଧ୍ଯ କାମ କଲେ । ଏହା ପରେ ସେ ନିଜ ସ୍ଵାମୀଙ୍କ ବହୁତ୍ ଫିଲ୍ମରେ ସାହାଯ୍ୟ କଲେ ଓ ନିଜ ଛୁଆଙ୍କୁ ମଧ୍ଯ ବଡ କଲେ । ବର୍ତମାନ ଏକ୍ତା କପୁର୍ ଓ ଶୋଭା କପୁର ଦୁହେଁ ମିସି ବାଲାଜୀ ପ୍ରଡକ୍ସନ ଚଳଉଛନ୍ତି ଓ ଶୋଭା କପୁର ଏହାର ମେନେଜିଂ ଡାଇରେକ୍ଟର ଅଛନ୍ତି । ତେବେ ଦୁହେଁ ମା ଝିଅ ସିରିଲ୍ ଦୁନିଆ ଉପରେ ରାଜ କରୁଛନ୍ତି ।

ଆପଣ ମାନେ ମଧ୍ଯ ଜିତେନ୍ଦ୍ରଙ୍କ ଓ ତାଙ୍କ ସ୍ତ୍ରୀଙ୍କ ଯୋଡ଼ି ଦେଖିଲେ ଆଶ୍ଚର୍ଯ୍ୟ ହୋଇଯିବେ କାହିଁକିନା ଜିତେନ୍ଦ୍ର ଆଜିବି ବହୁତ୍ ହ୍ୟାଣ୍ଡସମ୍ ଅଛନ୍ତି କିନ୍ତୁ ତାଙ୍କ ସ୍ତ୍ରୀ ବହୁତ୍ ଗୋରୀ ହବା ସହ ବହୁତ୍ ମୋଟା ଅଛନ୍ତି ଯାହା ଦ୍ୱାରା ତାଙ୍କ ସୁନ୍ଦରତା ଲୁଚି ଯାଉଛି । ଶୋଭା କପୁର ବହୁତ୍ ବୁଦ୍ଧିମାନ ସ୍ତ୍ରୀ ଅଟନ୍ତି ତାଙ୍କୁ ଭଲ ଭାବରେ ଜଣା ଅଛି ଜେ ଦର୍ଶକ ମାନଙ୍କୁ କଣ ପସନ୍ଦ ଓ କଣ୍ ଦେଖାଇଲେ ଟିଆରପି ବଢିବ ।

ବଲୀଉଡର ତାଜା ଖବର ସହ ଅପଡେଟ ରହିବା ପାଇଁ ଆମ ପେଜକୁ ଲାଇକ କରନ୍ତୁ ।

Leave a Reply

Your email address will not be published. Required fields are marked *