‘P’ ଲେଟର ଥିବା ବ୍ୟକ୍ତି ଜଲ୍ଦି ଦେଖନ୍ତୁ, ଖୁସିରେ ନାଚିବେ

ଆପଣଙ୍କୁ କହିବାକୁ ଯାଉଛୁ ସେହି ଲୋକଙ୍କ ବ୍ୟକ୍ତିତ୍ବ ଓ ସ୍ଵଭାବ ବିଷୟରେ ଯେଉଁ ମାନଙ୍କର ନାମର ପ୍ରଥମ ଅକ୍ଷରଟି ପି ନାମରୁ ଆରମ୍ଭ ହୋଇଥିବ । ଯଦି ଆପଣ ଅଛନ୍ତି ଏମିତି ଲୋକଙ୍କ ପାଖରେ କି ଆପଣଙ୍କ ପରିବାରର ଏମିତି ବ୍ୟକ୍ତି ଅଛନ୍ତି ଯାହାର ନାମର ପ୍ରଥମ ଅକ୍ଷର ପି ରୁ ଆରମବାହ ହୋଇଥାଏ । ତାହେଲେ ଶେଷ ପର୍ଯ୍ୟନ୍ତ ନିଶ୍ଚିନ୍ତ ପଢନ୍ତୁ । ଦେଖନ୍ତୁ ଇଂରାଜୀ ବର୍ନମାଳର ୧୬ଅକ୍ଷର ଅଟେ ପି । ଯଦି କୌଣସି ଝିଅ କି ପୁଅ ନାମ ପି ଅକ୍ଷରରୁ ଆରମ୍ଭ ହୋଇଥାଏ ଏପରି ବ୍ୟକ୍ତି ଦେଶ ଦୁନିଆ ଘର ପରିବାର ସମସ୍ତଙ୍କର ଦାୟିତ୍ଵ ନେବା ଭଳି ମଣିଷ ହୋଇଥାନ୍ତି ।


ଏମାନେ ବହୁତ ଦୟାଳୁ ପ୍ରକୃତିର ହୋଇଥାନ୍ତି । ଆଉ ଆବଶ୍ୟକ ପଡିଲେ ଲୋକ ମାନଙ୍କୁ ସାହାର୍ଯ୍ୟ କରିଥାନ୍ତି । ପି ଅକ୍ଷରରେ ଥିବା ଲୋକଙ୍କ ବହୁତ ପରୋପକାର ଭାବନା ରହିଥାଏ । ଘର ପରିବାର ବନ୍ଧୁ ବାନ୍ଧବଙ୍କର ଏମାନେ ସମ୍ପୂର୍ଣ ଭାବରେ ଧ୍ୟାନ ରଖିଥାନ୍ତି । ପ୍ରତେକ କାମକୁ ପରଫେକ୍ଟ ଭାବରେ କରିଥାନ୍ତି । ଏମାନଙ୍କ ପାଇଁ ନିଜର ମାନ ସନମାନ ସବୁଠୁ ବଡ ହୋଇଥାଏ । ଯେଉଁଠି ପାଇଁ ଏମାନେ ସବୁ ତ୍ୟାଗ କରିବା ପାଇଁ ପ୍ରସ୍ତୁତ ରହିଥାନ୍ତି ।


ପି ଅକ୍ଷରର ଲୋକ ଅଜହା ଇଛା କରନ୍ତି କୌଣସି ପରିସ୍ଥିତିରେ ମଧ୍ୟ କରିବାକୁ ପସନ୍ଦ କରିଥାନ୍ତି । ଶେଠୀ ପାଇଁ ଏପରି ଲୋକଙ୍କୁ ବେଳେବେଳେ ଲୋକ ଜିଦି ପ୍ରକୃତିର ଭାବିଥାନ୍ତି । ଏମାନେ ଯାହାକୁ ପସନ୍ଦ କରନ୍ତି ନହିଁ ଲକ୍ଷ ଚେଷ୍ଟା କାଲେ ମଧ୍ୟ ସେମାନେ ତାଙ୍କ ପାଖକୁ ଆସିପାରନ୍ତି ନହିଁ । ଯଦି ସବୁ ଦୃଷ୍ଟିରୁ ବିଚାର କରି ଗୋଟେ କଥା କହିବାତ ଏପରି ଲୋକ ମାନେ ଅନୁଶାସନପ୍ରିୟ ଓ ସଚୋଟ ହୋଇଥାନ୍ତି । ଏମାନଙ୍କର ସମଯରେ ଗୋଟିଏ ଅଲଗା ସ୍ଥାନ ରହିଥାଏ ।


ପ୍ରାୟତଃ ଦେଖାଯାଏତ ଏପରି ଲୋକମାନେ ଜୀବନରେ ବହୁତ ସଫଳ ହୋଇଥାନ୍ତି । ଏହି ଲୋକମନେ ସବୁବେଳେ ନିୟମ ମାନି ଚାଲିଥାନ୍ତି । ଏମାନେ ପ୍ରାୟତଃ ଆରେଙ୍ଗ ମ୍ୟାରେଜ କରିଥାନ୍ତି । ଭଲପାଇ ବିବାହ କରିବା ଉପରେ ଏମାନେ ବିଶ୍ବାସ କରିନଥାନ୍ତି । ତଥାପି ଜିଏବି ଏମାନକୁ ଭଲ ପାଇଥାନ୍ତି ତାଙ୍କୁ ହୃଦୟର ସହିତ ଭଲ ପାଇଥାନ୍ତି । ଏମାନେ ଯାହା ଇଛା ରଖିଥାନ୍ତି ତାହାର ବିପରୀତ ଫଳ ମଧ୍ୟ ପାଇଥାନ୍ତି । ଏହିଲୋକ ମାନେ ପ୍ରାୟତଃ ବିଜନେସ ମ୍ୟାନ ହୋଇଥାନ୍ତି ।

ଆପଣଙ୍କୁ ଆମର ଏଇ ଆର୍ଟିକିଲ୍ ଟି କେମିତି ଲାଗିଲା କମେଣ୍ଟ ରେ ଜଣାନ୍ତୁ, ଭଲ ଲାଗିଥିଲେ ଲାଇକ ଓ ଶେୟାର ନିଶ୍ଚୟ କରନ୍ତୁ । ଆଗକୁ ଆମ ସହ ରହିବା ପାଇଁ ଆମ ପେଜକୁ ଲାଇକ କରନ୍ତୁ ।

Leave a Reply

Your email address will not be published. Required fields are marked *