ମାତ୍ର ୩ ଦିନ ପିଅନ୍ତୁ: ୯୦ ବର୍ଷ ପର୍ଯ୍ୟନ୍ତ ଶରୀରରେ ହବ ନାହିଁ Calcium ର ଅଭାବ – Health Tips

ବର୍ତମାନ ସମୟରେ ସମସ୍ତଙ୍କୁ ଆଁଠୁଁ ଗଣ୍ଠି ଦରଜ ନିଶ୍ଚିନ୍ତ ରହିଅଛି ତେବେ ସେ ବଡ ଲୋକ ହୁଅନ୍ତୁ ବା ଛୋଟ ସମସ୍ତଙ୍କ ଏହି ଅବସ୍ଥା ହୋଇଥାଏ । ଶରୀର ରେ କ୍ୟାଲ ସିମ୍ ମାତ୍ରା କମିବା ଦ୍ଵାରା ଏହି ଭଳି ସମସ୍ୟା ସୃଷ୍ଟି ହୋଇଥାଏ । ତେବେ ଏହାର ବହୁତ୍ ଘରୋଇ ଉପଚାର ବିଷୟରେ ଆପଣ ମାନେ ପଢିବାକୁ ପାଇଥିବେ । ଆଜି ଆମେ ଆପଣ ମାନଙ୍କ ପାଇଁ ଏମିତି କିଛି ଉପାୟ ଆଣିଚୁ ଯାହା ଆପଣଙ୍କୁ ୯୦ ବର୍ଷ ପର୍ଯ୍ୟନ୍ତ ସୁସ୍ଥ ଓ ସବଳ ରଖିବ ।

ଛୁଆ ହେଉ ବା ବଡ ଲୋକ ଯିଏ ଏହି ଜିନିଷ ସେବନ କରିଥାଏ ତାର ସବୁ ପ୍ରକାର ଶରୀର ଦରଜ ଦୁର ହୋଇଥାଏ ତେବେ ଆସନ୍ତୁ ଜାଣିବା ଏହା ପାଇଁ କଣ ଆବଶ୍ୟକ ଅଟେ ଓ କଣ କଣ ଆପଣଙ୍କୁ କରିବାକୁ ହବ । ଆପଣଙ୍କୁ କ୍ଷୀର ତା ସହ ମିଶିରି ଓ ତା ପରେ ମଖାନା ଓ ତା ପରେ ଖସ ଖସ ନବାର ଅଛି ।

ଆସନ୍ତୁ ଜାଣିବା ଏହାକୁ ତିଆରି କରିବାର ବିଧି ବିଷୟରେ ଆପଣଙ୍କୁ ଗୋଟେ ଗ୍ଲାସ୍ କ୍ଷୀର ଗରମ କରିବା ପାଇଁ ଗ୍ୟାସ ରେ ରଖିବାକୁ ହବ ଏହା ପରେ ଯେତେବେଳେ କ୍ଷୀର ଫୁଟିବାକୁ ଲାଗିବ ଆପଣଙ୍କୁ ସେଥିରେ ମଖାନା କିଛି ମାତ୍ରା ରେ ପକାଇବାକୁ ହବ ଏହା ପରେ ସେ ଭଲ ରେ ମିଶିବା ପରେ ଆପଣଙ୍କୁ ଗୋଟେ ଚାମଚ ମିଶିରୀ ପକାଇବାକୁ ହବ ଏହା ପରେ ଆପଣଙ୍କୁ ସେଥିରେ ଗୋଟେ ଚାମଚ ଖସ ଖସ ପକାଇବାକୁ ହବ ।

ତେବେ କଣ ଆପଣ ଏହା ଜାଣିଛନ୍ତି ଯେ ଖସ ଖସ ରେ ବହୁତ୍ ମାତ୍ରା ରେ ଓମେଗା ଓ କ୍ୟାଲ୍ ସିମ ହୋଇଥାଏ ଯାହା ଶରୀର କୁ ନୂଆ ଜୀବନ ମଧ୍ୟ ଦେଇଥାଏ । ଏହାକୁ ଭଲ ଭାବରେ ମିଶାଇବା ପରେ କିଛି ସମୟ ଗ୍ୟାସ ଉପରେ ଚାଡ଼ି ଦିଅନ୍ତୁ । ଏହା ପରେ ଆପଣ ଏହାକୁ ଟିକେ ଉଷୁମ ସେବନ କରି ପାରିବେ, ଆପଣଙ୍କୁ ଏହାର ସେବନ ରାତି ଖାଇବା ପରେ କରିବା ଉଚିତ୍ ସେହି ସମୟ ଏହାର ସେବନ ପାଇଁ ସବୁଠାରୁ ଉତ୍ତମ ହୋଇଥାଏ ।

ଆଗ ସମୟରେ ବୁଢ଼ୀ ମା ମାନେ ଏହି ସବୁ ଜିନିଷ ସେବନ କରୁଥିଲେ ଯାହା ଦ୍ଵାରା ତାଙ୍କ ସ୍ବାସ୍ଥ୍ୟ କେବେ ଖରାପ ହେଉ ନଥିଲା । ତେବେ ଆଜିକା ଲୋକଙ୍କ ଦେହ ତାଙ୍କ ଖାଦ୍ୟ ପ୍ରଣାଳୀ ପାଇଁ ଅଧିକ ଅସୁସ୍ଥ ହୋଇଥାଏ ସମସ୍ତଙ୍କୁ ବାହାର ଖାଦ୍ୟ ପାଇଁ ଦେହ ଅଧିକ ଖରାପ୍ ହୋଇଥାଏ । ଆପଣ ମାନଙ୍କୁ ଭଲ ଜିନିଷ ସେବନ କରିବା ଉଚିତ୍ ।

ଆପଣଙ୍କୁ ଆମର ଏଇ ଆର୍ଟିକିଲ୍ ଟି କେମିତି ଲାଗିଲା କମେଣ୍ଟ ରେ ଜଣାନ୍ତୁ, ଭଲ ଲାଗିଥିଲେ ଲାଇକ ଓ ଶେୟାର ନିଶ୍ଚୟ କରନ୍ତୁ । ଆଗକୁ ଆମ ସହ ରହିବା ପାଇଁ ଆମ ପେଜକୁ ଲାଇକ କରନ୍ତୁ ।

Leave a Reply

Your email address will not be published. Required fields are marked *