ବହୁତ କମ ଲୋକ ଜାଣିଛନ୍ତି ଏମିତି ଏକ ଫୋଟୋ ଅଛି ଯାହାକୁ ପୂଜା କଲେ ହୋଇଯିବେ କୋଟିପତି- Ajira Anuchinta

ବହୁତ କମ ଲୋକ ଜାଣିଛନ୍ତି ଏମିତି ଏକ ଫୋଟୋ ଅଛି ଯାହାକୁ ପୂଜା କାଲେ ଧନର ମାର୍ଗ ଖୋଲିଯାଏ । ତେବେ ଆସନ୍ତୁ ସେହି ସୁନ୍ଦର ବିଷୟ ବସ୍ତୁ ଉପରେ ଆଲୋଚନା କରିବା । ଶ୍ରୀ ଜନ୍ତ୍ରର ନାମ ଜାଣିଲା ପରେ ଆପଣ ଜାଣିପାରୁଥିବେ ମା ଲକ୍ଷ୍ମୀଙ୍କର ଜନ୍ତ୍ର ଅଟେ । ସମସ୍ତେ କୁହନ୍ତି ଯେଉଁଠାରେ ଏହି ଜନ୍ତ୍ର ରୁହେ ସେଟାକୁ ମା ଲକ୍ଷ୍ମୀ ଆସିବା ପାଇଁ ବ୍ଯାକୁଳ ହୋଇଥାନ୍ତି । ମା ଙ୍କର ଆଠଟି ଧାନ ମାର୍ଗର ଉଶ୍ଚ ନେଇ ଅଷ୍ଟ ଲକ୍ଷ୍ମୀ ଶ୍ରୀ ଯନ୍ତ୍ରକୁ ଗଢାଯାଇଛି ।


ଯଥା ଆଦି ଲକ୍ଷ୍ମୀ ବା ମହାଲକ୍ଷ୍ମୀ, ଗଜ ଲକ୍ଷ୍ମୀ ବ ଧନ ଲକ୍ଷ୍ମୀ, ବିଜୟ ଲକ୍ଷ୍ମୀ, ଧର୍ଜ୍ୟ ଲକ୍ଷ୍ମୀ, ଧାନ୍ୟ ଲକ୍ଷ୍ମୀ, ବିଦ୍ୟା ଲକ୍ଷ୍ମୀ, ସନ୍ତାନ ଲକ୍ଷ୍ମୀ ।  ମାଙ୍କର ଏହି 8 ରୂପକୁ ନେଇ ଅଷ୍ଟ ଲକ୍ଷ୍ମୀ ଜନ୍ତ୍ରଟି ଗଢା ।  ଏବେ ଆଲୋଚନା କରିବା ଶ୍ରୀ ଜନ୍ତ୍ରର ଆବଶ୍ୟକତା କଣ । ନିଜର ଠାକୁର ଘରେ ଶ୍ରୀ ଯନ୍ତ୍ରକୁ ରଖିବା ଦ୍ଵାରା ଆପଣଙ୍କୁ ଆଶ୍ଚର୍ଯ୍ୟ ଜନକ ଭାବେ ସଫଳତା ମିଳିଥାଏ ।

ଏହି ଯନ୍ତ୍ରକୁ ଘରେ ବା କାର୍ଯ୍ୟ ସ୍ଥଳରେ ରଖିବା ଦ୍ଵାରା ଦେବୀ ଲକ୍ଷ୍ମୀ ସବୁ ଗୁଣର ପ୍ରତି ନିଧିତ୍ଵ କରନ୍ତି । ଅଷ୍ଟ ଲକ୍ଷ୍ମୀ ଯନ୍ତ୍ର ଭୌତିକ ସମ୍ପତି, ଧନ ସମ୍ପତି ସୁନ୍ଦର ସ୍ୱାସ୍ଥ୍ୟ, ଜ୍ଞାନ ବଂଶ, ଶକ୍ତି ଭଳି ସଂଯୁକ୍ତ ଊର୍ଜା ଉତପନ କରେ । ଅଷ୍ଟ ଲକ୍ଷ୍ମୀ ଯନ୍ତ୍ର ଧନର ୮ଟି ପ୍ରମୁଖ କେନ୍ଦ୍ରକୁ  ପ୍ରାପ୍ତ କରିବା ପାଇଁ ପ୍ରମୁଖ ଉପକରଣ ଅଟେ । ଜିଏବି ଏହି ଯନ୍ତ୍ରକୁ ଏକାନ୍ତ ଭକ୍ତିର ସହିତ ପୂଜା କରେ ତାର କେବେବି ଖାଦ୍ଯ ଓ ଜ୍ଞାନର ଅଭାବ ରହେ ନହିଁ ।

ଜୀବନର ସଂଘର୍ଷ ଓ ସବୁ ଉପରେ ବିଜୟ ପାଇବା ପାଇଁ ଓ ଧର୍ଜ୍ୟ ପ୍ରଦାନ କରିବାର ଏହି ଯନ୍ତ୍ର ଅଟେ । ଆପଣ ଏହି ଯନ୍ତ୍ର କି ଠାକୁର ଘରେ କି କାର୍ଯ୍ୟଳୟ କି ଠାକୁର ଘରେ ରଖି ବିଧିବିଧାନ ସହିତ ପୂଜା କଲେ ସୁଫଳ ପ୍ରାପ୍ତ ହୋଇଥାଏ । ଏହା ଥିଲା ଆଜିର ବିଷୟ ବସ୍ତୁ, ଏମିତି କାଲେ ବହୁତ ସୁଫଳ ପାଇବେ ଧନର କେବେ ଅଭାବ ହେବ ନହିଁ ।

ଆପଣଙ୍କୁ ଆମର ଏଇ ଆର୍ଟିକିଲ୍ ଟି କେମିତି ଲାଗିଲା କମେଣ୍ଟ ରେ ଜଣାନ୍ତୁ, ଭଲ ଲାଗିଥିଲେ ଲାଇକ ଓ ଶେୟାର ନିଶ୍ଚୟ କରନ୍ତୁ । ଆଗକୁ ଆମ ସହ ରହିବା ପାଇଁ ଆମ ପେଜକୁ ଲାଇକ କରନ୍ତୁ ।

Leave a Reply

Your email address will not be published. Required fields are marked *