Breaking News: ଆତ୍ମହତ୍ୟା କଲେ Ollywood ଓ ଯାତ୍ରା ଦୁନିଆର ମହାନ କଳାକର Raimohan

ବର୍ତ୍ତମାନ ସମୟର ବଡ ଖବର ହେଉଛି ଲୋକପ୍ରିୟ ଅଭିନେତା ରାଇମୋହନ ପରିଡା ଙ୍କ ଅକାଳ ବିୟୋଗ ଘଟିଛି । ରାଇମୋହନ ପରିଡା ନିଜ ବାସ ଭବନରେ ନିଜର ଜୀବନ ହାରିଥିବା କଥା ସୂଚନା ମିଳିଛି । ଓଡିଆ ଇଣ୍ଡଷ୍ଟ୍ରି ର ଜଣାଶୁଣା ଅଭିନେତା ରାଇମୋହନ ଏଭଳି ଆତ୍ମହତ୍ୟା କରିବା ନେଲ ତାଙ୍କର ସିନେ ପ୍ରେମୀ ମାନେ ଗ୍ରହଣ କରିବା ସମ୍ଭବ ନୁହେଁ । କାରଣ ସେ ହଠାତ କଣ ପାଇଁ ଆତ୍ମହତ୍ୟା କରିଛନ୍ତି ତାହା କିଛି ସ୍ପାତ ହୋଇ ନାହି । ତାଙ୍କ ପରିବାର ରେ ଆଉ କିଏ କିଏ ଅଛନ୍ତି ତାହା ମଧ୍ୟ କେହି ଜାଣି ନ ଥିବେ ବୋଧ ହୁଏ ।

ତେବେ ଓଡିଆ ଜଗତକୁ ଅନେକ ଫିଲ୍ମ ଭେଟି ଦେଇଛନ୍ତି ଅଭିନେତା ରାଇମୋହନ ପରିଡା । ସେ ତାଙ୍କର ସୁନ୍ଦର ଅଭିନୟ ପାଇଁ ବେ ଲୋକପ୍ରିୟ ଅଟନ୍ତି । ଖଳନାୟକ ଚରିତ୍ରରେ ସେ ଏତେ ନିଖୁଣ ଭାବେ ଅଭିନୟ କରନ୍ତି ଯେ ପ୍ରତିଟି ଘରେ ଘରେ ସେ ପରିଚିତ ଥିଲେ । ଗତ କିଛି ବର୍ଷ ସେ ଯାତ୍ରା ଦୁନିଆରେ ମଧ୍ୟ ପାଦ ଦେଇଥିଲେ । ସେଠାରେ ମଧ୍ୟ ବେଶ ସଫଳତା ପାଇବା ସହ ସୁନାମ ଅର୍ଜନ କରିଥିଲେ ।

କିନ୍ତୁ ଆଜି ହଠାତ ଏଭଳି ଏକ ସୂଚନା ଆସିବା ଓଡିଶାର ସିନେ ପ୍ରେମିଙ୍କୁ ନିଶ୍ଚିନ୍ତ ଭାବେ ମର୍ମାହତ କରିବ । କିନ୍ତୁ ସେ ଆତ୍ମହତ୍ୟା କଣ ପାଇଁ କରିଲେ ତାହା ସବୁଠାରୁ ବଡ ପ୍ରଶ୍ନ ଉଠୁଛି । ଉଚ୍ଚ କୋଟିତ କଳାକାର ଏମିତି କେଉଁ କାରଣ ପାଇଁ କରିଲେ ବୋଧ ହୁଏ ପାରିବାରିକ ସମସ୍ଯା ବା ଅନ୍ୟ କାରଣ ପାଇଁ ହୋଇପାରେ ବୋଲି ଆଶଙ୍କା କରାଯାଉଛି ।

ମଞ୍ଚେଶ୍ଵର ସ୍ଥିତି ତାଙ୍କ ବାସ ଭବନରେ ଆତ୍ମହତ୍ୟା କରିବାର ସୂଚନା ମିଳିଛି । ଓଲିଉଡର ଅନେକ ଓଡିଆ ଫିଲମରତେ ଦରସକେ ତାଙ୍କୁ ଦେଖିଆବାକୁ ପାଇଛନ୍ତି । ଓଡିଆ ଫିଲ୍ମ ରଣଭୂମି ଠାରୁ ଆରମ୍ଭ କରି ଲକ୍ଷେ ଶିବ ପୂଜି ପାଇଛି ପୁଅ, ମା ପରି କିଏ ହେବ, ସରପଞ୍ଚ ବାବୁ, କଣ୍ଢେଇ ଆଖିରେ ଲୁହ ଭଳି ରାଇମୋହନ ପରିଡାଙ୍କ ଖଳନାୟକ ଚରିତ୍ରର ଜାଦୁ ରହିଥିଲା ।

ସେହିପରି ସେହି ଝାଇତି, ଦାଦାଗିରି ଏଭଳି ଅନେକ ଫିଲମରେ ତାଙ୍କୁ ଦେଖିବାକୁ ମିଳିଥିଲା । ତାଙ୍କ ଖଳନାୟକର ଭୂମିକା ଦର୍ଶକ ମାନଙ୍କୁ ଚକିତ କରିଛି । ୯୦ ଦଶକରୁ ତାଙ୍କ ଅଭିନୟ ପାଇଁ ସେ ବେସ ଚର୍ଚ୍ଚାରେ ରହିବା ସହ ଅନେକ ଫିଲ୍ମରେ ଖଳନାୟକ ଭୂମିକାରେ ଅଭିନୟ କରିଛନ୍ତି । ସେହି ସମୟରେ ଅଭିନେତା ହାତ ପଟ୍ଟନାୟକ ଓ ତାଙ୍କୁ ଦେଖିବାକୁ ମିଳୁଥିଲା ।

ତାଙ୍କର ଭିଲିଆନ ଚରିତ୍ରକୁ ନେଇ ବେସ ଚର୍ଚ୍ଚିତ ଥିଲେ । ସେହି ସମୟରେ ପରଦାକୁ ଗୋଟିଏ ପରେ ଗୋଟିଏ ଫିଲ୍ମ ଆସୁଥିଲା ଯାହାକୁ ଲୋକମାନେ ଦେଖିବାକୁ ଆଗହୀ ହେଉଥିଲେ । ତେବେ ବରିଷ୍ଠ ଅଭିନେତା ରାଇମୋହନ ଯିଏ ଓଡିଆ ଜଗତକୁ ଅନେକ ଭେଟି ଦେଇଛନ୍ତି ସେ ଆଉ ଏହି ଦୁନିଆରେ ନାହାନ୍ତି । ଯାହାକୁ ଓଲିଉଡ କଳାକରେ ଶୋକର ଛାୟା ଖେଳି ଯାଇଛି ।

ଯାତ୍ରା ଜଗତରେ ତାଙ୍କୁ ଦେଖିବାକୁ ଅନେକ ଲୋକଙ୍କର ଭିଡ ମଧ୍ୟ ଦେଖିବାକୁ ମିଳିଥାଏ । ବନ୍ଧୁଗଣ ଆପଣ ମାନଙ୍କୁ ଅଭିନେତା ରାଇମୋହନ ଙ୍କ ଅଭିନୟ କେମିତି ଲାଗିଲା ଆମକୁ କାମେଣ୍ଟ ଜରିଆରେ ଜଣାଇବେ । ଆମ ସହ ଆଗକୁ ରହିବା ପାଇଁ ଆମ ପେଜକୁ ଗୋଟିଏ ଲାଇକ କରନ୍ତୁ ।

Leave a Reply

Your email address will not be published. Required fields are marked *