ମଙ୍ଗଳସୁତ୍ର ପିନ୍ଧେଇବାକୁ ଯାଉଥିଲା ବର, ଠିକ ସେହି ସମୟରେ କନ୍ୟା ଦେଖିଲା ବୟଫ୍ରେଣ୍ଡକୁ- ଆଉ ତା ପରେ…

ତେଲେଙ୍ଗାନା ଏକ କନ୍ୟା ନିଜ ବିବାହ ରମସ ଅଧାରୁ ଉଠି ଚାଲିଯାଇଥିଲେ, ଏମିତିରେ ବି ସେ ବିବାହ କରିବାକୁ ମନା ମଧ୍ୟ କରିଥିଲେ । ଏ ଘଟଣା ଟି ତେଲେଙ୍ଗାନା ର ବାନପାର୍ଟି ଜିଲ୍ଲା ର ଚାରଲାପଲ୍ଲୀ ଗାଁର ,ଯେଉଁଠି ସବୁ କିଛି ସାମାନ୍ୟ ଥିଲା । ବିବାହ ମଣ୍ଡପରେ ବରକନ୍ୟା ବସିଥିଲେ ଓ ସବୁ ବନ୍ଧୁପରିଜନ ମଧ୍ୟ ଭର୍ତ୍ତି ଥିଲେ । କିନ୍ତୁ ବର କନ୍ୟାକୁ ମଙ୍ଗଳସୁତ୍ର ପିନ୍ଧେଇବା ସମୟରେ କନ୍ୟା ବେଦୀରୁ ଉଠି ଚାଲିଯାଇଥିଲେ ।

ରିପୋର୍ଟ ଅନୁଯାୟୀ, କନ୍ୟା ବିବାହ ରେ ନିଜ ପୂର୍ବତନ ପ୍ରେମିକ ଦେଖି ଦେଇଥିଲେ ।

ତାପରେ ସେ ଏମିତି ଷ୍ଟେପ ନେଇଥିଲେ ଓ ବିବାହ କରିବାକୁ ମନା କରିଦେଇଥିଲେ । ବିବାହରେ ଆସିଥିବା ଅତିଥି ମାନେ କହିଛନ୍ତି ଯେ ସେମାନେ କନ୍ୟାକୁ ବହୁତ ବୁଝାଇଥିଲେ ହେଲେ ସେ ମାନିନଥିଲେ ।

ଘର ଲୋକେ କହିଛନ୍ତି କି ଝିଅଟି ତାର ପୁରୁଣା ବୟଫ୍ରେଣ୍ଡ କୁ ଦେଖି ବିବାହ ପାଇଁ ମନା କରିଥିଲେ ଓ ବନ୍ଧୁପରିଜନ ମାନେ ମଧ୍ୟ ପିଲାଟିକୁ ଧରିବାକୁ ଚାହିଁଥିଲେ ହେଲେ ସେ ସେଠାରୁ ଚାଲିଯାଇଥିଲା ।

Leave a Reply

Your email address will not be published. Required fields are marked *