ହିନ୍ଦୁ ଧର୍ମରେ ବହୁତ ଗୁଡେ ପୁରାଣ ଅଛି ଆଉ ଏହି ଶାସ୍ତ୍ର ପୁରାଣରେ ବହୁତ କିଛି ନିୟମ କୁହା ଯାଇଛି ତେବେ ଶାସ୍ତ୍ରରେ ମଣିଷ କଲ୍ୟାଣ ବିଷୟରେ ଲେଖା ହୋଇଛି ଯାହା ସମସ୍ତଙ୍କୁ ଜାଣିବା ଆବଶ୍ୟକ ହୋଇଥାଏ । ଗରୁଡ ପୁରାଣ ଏକ ଏମିତିକା ଶାସ୍ତ୍ର ଯାହା ଅନୁଯାଇ ଅ-ନ୍ତି-ମ ସଂ-ସ୍କା-ର ବହୁତ ବଡ ନିୟମ ହୋଇଥାଏ ଆଉ ଏହାକୁ ବିଧି ଅନୁଯାଇ ନକରିଆ ଦ୍ଵାରା ମୃ-ତ-କ-ଙ୍କୁ ଶାନ୍ତି ମିଳିନଥାଏ । ତେବେ ଗରୁଡ ପୁରାଣରେ ୧୨ ଦିନର ବିଧି ବିଷୟରେ କୁହା ଯାଇଛି ଆଉ ଏହା ମଧ୍ୟ କୁହା ଯାଇଛି ଯେ ୧୨ ଦିନର କଣ କାରଣ ହୋଇଥାଏ । ତେବେ ଆସନ୍ତୁ ଅ-ନ୍ତି-ମ ସଂସ୍କାର ଆଉ ୧୨ ଦିନର କଣ କାରଣ ହୋଇଥାଏ ଆଉ ଏହାକୁ ପାଳନ ନକରିବା ଦ୍ଵାରା କଣ ହୋଇଥାଏ ।
ଗରୁଡ ପୁରାଣ ଅନୁଯାଇ ଯେତେବେଳେ କାହାର ମୃ-ତ୍ୟୁ ହୋଇଥାଏ ସେତେବେଳେ ସେହି ଆ-ତ୍ମାରେ ଏତେ ଶକ୍ତି ନଥାଏ ଯେ ସେ ଏତେ ଦୂର ଯାତ୍ରା କରି ପାରିବ ଆଉ ୟମଲୋକ ପହଞ୍ଚି ପାରିବ, ତେବେ ଆ-ତ୍ମା-କୁ ୧୦ ଦିନ ସମୟ ଲାଗିଥାଏ ଯାହା ଦ୍ଵାରା ସେ କିଛି ସବଳ ହୋଇଥାଏ ଆଉ ତା ପରେ ୧୦ ଦିନ ପରେ ଯେଉଁ ବ୍ରାମ୍ହଣ ଭୋଜନ ଦିଆ ଯାଇଥାଏ ତାହା ୧୨ଟି ବ୍ରାମ୍ହଣ ମାନଙ୍କୁ ଡବା ଉଚିତ ଏହା ଦ୍ଵାରା ଆ-ତ୍ମା-କୁ ଗୋଟେ ବର୍ଷ ପର୍ଯ୍ୟନ୍ତ ଖାଇବା ଆବଶ୍ୟକ ହୋଇନଥାଏ ।
କଣ ଆପଣ ଏହା ଜାଣିଛନ୍ତି ଯେ ଆପଣ ନିଜ କ୍ଷମତା ଅନୁଯାଇ ଆଉ ଅଧିକ ବ୍ରାମ୍ହଣ ମାନଙ୍କୁ ଖାଇବାକୁ ଦେଇ ପାରିବେ କିନ୍ତୁ ୧୨ ଠାରୁ କମ ନୁହ । ଶାସ୍ତ୍ର ଅନୁଯାଇ ୧୨ ଦିନ ସମାପ୍ତ ହେଲା ପରେ ଆ-ତ୍ମା-କୁ ବଳ ପ୍ରାପ୍ତ ହୋଇଥାଏ ଆଉ ସେ ୟମଦୁତ ମାନଙ୍କ ସହ ଭଲରେ ଯାଇଥାନ୍ତି କିନ୍ତୁ ଯେଉଁ ଆ-ତ୍ମା ପି-ଣ୍ଡ ଦାନ କରା ଯାଇ ନଥାଏ ସେହି ଆ-ତ୍ମା-କୁ ଯ-ମ-ଦୁ-ତ ୧୨ ଦିନ ପରେ ଘୋଷାଡିକି ନେଇ ଯାଇଥାନ୍ତି ଆଉ ସେହି ଆ-ତ୍ମା ଭୋକିଲା ଅବସ୍ଥାରେ ବହୁତ ଦୁଃଖ ପାଇଥାଏ ।
ତେବେ ଯେଉଁ ଘର ଲୋକ ଉଧାରୀ କରି ଅ-ନ୍ତି-ମ ସଂସ୍କାର ବିଧି କରିଥାନ୍ତି ଆଉ ଭୋଜନ କରାଇଥାନ୍ତି ସେହି ଆ-ତ୍ମା ମନକୁ ଦୁଃଖ ହୋଇଥାଏ କାହିଁକିନା ତାଙ୍କ ପାଇଁ ତାଙ୍କ ପରିଜନ ଅସୁବିଧାରେ ପଡିଥାନ୍ତି । ତେବେ ଯେଉଁ ମୃ-ତ-କ ବ୍ୟକ୍ତି ମାନଙ୍କ ପି-ଣ୍ଡ ଦାନ କରା ଯାଇ ନଥାଏ ସେହି ଆ-ତ୍ମା-କୁ ପିଶାଚ ୟୋ-ନିରୁ ମୁକ୍ତି ମିଳିନଥାଏ ଆଉ ଏହି ଭଳି ବ୍ୟକ୍ତି ତାଙ୍କ ଜୀବନରେ ବହୁତ କଷ୍ଟ ପାଇଥାନ୍ତି ।
ତେବେ ୧୨ ଦିନର ପି-ଣ୍ଡ ଦାନ କରିବା ଆବଶ୍ୟକ ହୋଇଥାଏ ଏହା ଦ୍ଵାରା ଆପଣଙ୍କ ପରିଜନଙ୍କ ଆ-ତ୍ମା ଯମଲୋକ ବହୁତ ଭଲରେ ଯାଇଥାନ୍ତି ଆଉ ନିଜ ପୂର୍ବଜ ମାନଙ୍କ ଆଶୀର୍ବାଦ ପାଇଁ ସୂର୍ଯ୍ୟଙ୍କ ସହ ଇଷ୍ଟ ଦେବଙ୍କୁ ମଧ୍ୟ ପାଣି ଦବା ଉଚିତ ହୋଇଥାଏ ।