ବର୍ଷାଙ୍କ ମାରିବା ପାଇଁ ଷଡଯନ୍ତ୍ର! କାନ୍ଦି କାନ୍ଦି ଅଭିଯୋଗ କଲେ ବର୍ଷା

ବର୍ଷା ଅଲିଉଡ କ୍ଵିନ ଅଟନ୍ତି, ତାଙ୍କ ଅଭିନୟ ଓ ତାଙ୍କ ସୁନ୍ଦରତା ଦର୍ଶକ ମାନଙ୍କ ମନ କିଣି ନେଇଛି । ବର୍ଷା ଅନୁଭବ ମହାନ୍ତିଏନକେ ସହ ବିବାହ କରିଥିଲେ ବୋଲି ସମସ୍ତେ ଜାଣିଛନ୍ତି କିନ୍ତୁ ବର୍ତମାନ ଦୁହିଙ୍କ ଛାଡପତ୍ର ହବାକୁ ଯାଉଛି ।

ବର୍ଷା ଓ ଅନୁଭବ ମହାନ୍ତିଙ୍କ ଯୋଡି ପୁରା ଓଡିଶା ଦର୍ଶକ ମାନେ ପସନ୍ଦ କରିଥିଲେ କିନ୍ତୁ ଦୁହିଙ୍କ ମଝିରେ ସମସ୍ଯା ବଢି ଯାଇଛି ଯାହା ଆଉ ସମାଧାନ ହେବ ନାହିଁ ବୋଲି କୁହା ଯାଉଛି, ତେବେ ଆସନ୍ତୁ ଜାଣିବା ଷଡଯନ୍ତ୍ର କଣ ଓ ସମସ୍ଯା କଣ ହେଇଛି ।

Image Courtesy: Google

ବର୍ଷା ନିଜ ସାସୁଘରେ ରହିଛନ୍ତି କାହିଁକିନା ବର୍ତମାନ ପ୍ପରଜ୍ଯନ୍ତ ଛାଡପତ୍ର ହୋଇ ନାହିଁ । ତେବେ ବର୍ଷାଙ୍କ ସାସୁ ପୋଲିସ ଷ୍ଟେସନରେ ଏହା ଅଭିଯୋଗ କରିଛନ୍ତି ଯେ ତାଙ୍କ ଘର ବହୁତ ପୁରୁଣା ହୋଇଗଲାଣି ଓ ସେ ନିଜ ଘର ମରମତ କରିବା ପାଇଁ ଚାହୁଁଛନ୍ତି ଓ ସେଥିପାଇଁ ସେ ବର୍ଷାଙ୍କୁ ୧୦ ଦିନ ପାଇଁ ନିଜ ବାପା ଘରକୁ ଯିବା ପାଇଁ କହୁଛନ୍ତି । ତେବେ ଏହି କଥା ବର୍ଷାଙ୍କ ସାସୁ କହିଛନ୍ତି ଏହି ବାବଦରେ ଅନୁଭବ ନିଜ ରାୟ ଦେଇ ନାହାନ୍ତି ଓ କିଛି କହି ନାହାନ୍ତି । ତେବେ ଏହି ଅଭିଯୋଗ ପରେ ଆହୁରି ଗୋଟେ ଅଭିଯୋଗ ଆସିଛି ତାହା ବର୍ଷା କରିଛନ୍ତି ନିଜ ସାସୁଘର ଉପରେ ବର୍ଷାଙ୍କ କହିବା ଅନୁଯାଇ ତାଙ୍କୁ ଘରୁ ବାହାର କରିବା ପାଇଁ ଏହା ଗୋଟେ ଷଡଯନ୍ତ୍ର ଅଟେ ।

Image Courtesy: Google

ଯଦି ସେ ଥରେ ବାପ ଘରକୁ ଯିବେ ତେବେ ତାଙ୍କୁ ଆଉ ଡକା ହବ ନାହିଁ ଓ ଅନୁଭବ ତାଙ୍କୁ ଆଣିବା ପାଇଁ ତାଙ୍କ ଘରକୁ ଯିବେ ନାହିଁ । ତେବେ ବର୍ଷାଙ୍କ ଡର ସତ ମଧ୍ୟ ହୋଇପାରେ ଦୁହିଙ୍କ ମଝିରେ ଯେତେ ଭୁଲ ବୁଝା ମଣା ଅଛି ତାହା ଏହା ଦେଖା ଯାଉଛି ଯେ ଏହା ସମ୍ଭବ ଯେ ବର୍ଷା ଥରେ ଘରୁ ଗଲେ ଆଉ ଫେରିବାକୁ ରାସ୍ତା ପାଇବେ ନାହିଁ କାହିଁକିନା ଅନୁଭବ ତାଙ୍କୁ ଆଣିବାକୁ ଯିବେ ନାହିଁ ।

Image Courtesy: Google

ଏହା ପରେ ଯାହା ଟିକେ ଆଶା ଅଛି ସମ୍ପର୍କ ବଞ୍ଚିବାର ତାହା ମଧ୍ୟ ରହିବ ନାହିଁ ସେଥିପାଇଁ ବର୍ଷା ତାଙ୍କର ସବୁ ପ୍ରକାର ପ୍ରୟାଶ କରୁଛନ୍ତି ଯେ ଘରୁ କେମିତି ନ ଜାନ୍ତୁ । ଅନୁଭବ ଓ ବର୍ଷାଙ୍କ ସମ୍ପର୍କ ନିଷ୍ପତ୍ତି ବହୁତ ଶୀଘ୍ର କୋର୍ଟରେ ହବ ଓ ସମସ୍ତଙ୍କ ମନରେ ଗୋଟେ ଆଶା ଅଛି ଯେ ଦୁହେଁ ଏକାଠି ରହିବେ କିନ୍ତୁ ସମସ୍ଯା କଣ ଅଛି ତାହା ସେ ମାନେ ଜାଣନ୍ତି । ଆଗକୁ ଆମ ସହ ରହିବା ପାଇଁ ଆମ ପେଜକୁ ଲାଇକ କରନ୍ତୁ ।

Leave a Reply

Your email address will not be published. Required fields are marked *