ବାସ୍ତୁ ହିସାବରେ ବନାନ୍ତୁ ଘରର ବାଥରୂମ, ନଚେତ ହୋଇପାରେ ଦୁର୍ଘଟଣା

ସାଙ୍ଗମାନେ ଯେବେବି ଆମେ ଘର ତିଆରି କରିଥାଉ ବାସ୍ତୁର ପରାମର୍ଶ ବିଶେଷ କରି ନେଇଥାଉ । ଯେଉ ବ୍ୟକ୍ତି ଘରର ବାସ୍ତୁ କୁ ନେଇ ହାଲ୍କାରେ ନେଇଥାଏ ତାକୁ ଖେତିପୂରଣ ଭୋଗିବାକୁ ପଡିଥାଏ । ବାସ୍ତୁ ବିରୋଧରେ ଯାଇ ଜିନିଷକୁ ନିଜ ମନଇଛାରେ କରିବା ମାନେ ନାକରତ୍ମକ ଊର୍ଜାର ପ୍ରଭାବକୁ ବଢାଇ ଥାଏ । ଏହି ନାକରାତ୍ମକ ଊର୍ଜା ଆପଣଙ୍କ ପାଇଁ ହାନିକାରକ ହୋଇପାରେ ।

ଘର କରିବା ସମୟରେ ବହୁତ ଲୋକ ବାସ୍ତୁ ଜିନିଷକୁ ଦେଖିଦେଅନ୍ତି କିନ୍ତୁ ସେ ବାଥରୂକୁ ହଲ୍କାରେ ନେଇଥାନ୍ତି ଆଉ ତାହା ପାଇଁ ବାସ୍ତୁର ଏତେ ଧ୍ୟାନ ଦେଇନଥାନ୍ତି ।

କିନ୍ତୁ ବାଥରୂମ ର ଖରାପ ଥିବା ବାସ୍ତୁର ଆପଣଙ୍କ ଘର ଆଉ ଆପଣଙ୍କ ସ୍ୱାସ୍ଥ୍ୟ ପାଇଁ ହାନିକାରକ ହୋଇପାରେ । କିଛି ଲୋକେ ଏହାବି କହିଥାନ୍ତି କି ବାଥରୂମରେ ହଉଥିବା ଦୁର୍ଘଟଣା ଯେମତି ଗୋଦା ଖସିବା , ମୁଣ୍ଡ ବୁଲାଇ ପଡିଯିବା ବାଥଟବ ରେ ଖସିଯିବା ଇତ୍ୟାଦି ଜିନିଷରେ ବାଥରୂମରେ ଖରାପ ବାସ୍ତୁର ପାଇଁ ହୋଇଥାଏ । ଆପଣ ଏହି ଦୁର୍ଘଟଣା ରେ ନିଜକୁ ସୁରକ୍ଷିତ ରଖିବାକୁ ଚହୁଁଛନ୍ତି କି ତେବେ ଏହି ବାଥରୂମ ବାସ୍ତୁ ଟିପ୍ସକୁ ନିଶ୍ଚୟ ପାଳନ କରନ୍ତୁ ।

ଏହା ହବା ଦରକାର ବାଥରୂମର ବାସ୍ତୁ –

1 – ଘର ତିଆରି କରିବା ସମୟରେ କେବେବି ବାଥରୂମରେ ଈଶାନ କଣରେ ବନଇବେ ନାହି, ଏହାକୁ ଛଡା ଆପଣ ଆଉ ଜଉଠି ବାଥରୂମ ବନେଇ ପାରିବେ । ଐଶାନ୍ୟ କୋଣ ରେ ହୋଇଥିବା ବାଥରୂମରୁ ଘରର ଆର୍ଥିକ କଷ୍ଟ ଆଉ ସ୍ୱାସ୍ଥ୍ୟକୁ ନେଇ ଚିନ୍ତିତ ରହିବେ ।

2 – ବାଥରୂମରେ ଲଗା ଥିବା କମୋଡକୁ ଏହି ପ୍ରକାର ଲଗାଇବା ଦରକାର ବସିବା ବାଲାର ମୁହଁ ଉତର ଦିଗ ଆଡେ ଆଉ ।

ତା ପିଠି ଦକ୍ଷିଣ ଦିଗ ଆଡେ ଥିବ, ଯଦି ଆପଣ ଏହା ନକରି ପାରୁଛନ୍ତି ତେବେ ବସିବା ବାଲାଙ୍କ ମୁହଁ ପୂର୍ବ ଆଡେ ଆଉ । ପିଠି ପ୍ରଶ୍ଚିମ ଆଡକୁ ହବା ଠିକ ବୋଲି କୁହାଯାଏ ।

3 – ଟୟଲେଟରୁ ବାହାରୁଥିବା ଖରାପ ପାଣି ଉତର ବ ପୂର୍ବ ଦିଗରେ ହବା ଦରକାର । ଏହାକୁ ଭୁଲରେ ବି ଐଶାନ୍ୟ କୋଣରେ ତିଆରି କରିବା କଥା ନୁହଁ ।

4 – ବାଥରୂମରେ ଗାଧେଇବାର ଶୁଭ ଦିଗ ପୂର୍ବ ବା ଉତର ଅଟେ । ଏହି ଦିଶାରେ ବାଥରୂମରେ ନଳବି ଲଗାଇବା ଠିକ ହୋଇଥାଏ ।

5 – ବାଥରୂମର କବାଟ ଘରର ମୁଖ୍ୟ ଦ୍ଵାର ଆଗରେ ଏବଂ ଡାହାଣ ଆଉ ବାମ ପଟେ ଖୋଲିବା କଥା ନୁହେଁ । ଏହା ହବା ଦ୍ଵାର ଘର ଉପରେ ନାକରତ୍ମକ ଊର୍ଜାର ପ୍ରଭାବ ପଡିବାର ଲାଗିଥାଏ ।

Leave a Reply

Your email address will not be published. Required fields are marked *