ବାଥରୁମ ଭିତରେ ବହୁତ ହିଁ ରାଗି ଓ ବିଷଧର ସାପ, ସାକ୍ଷାତ ଯମ ଦେଖାଦେଲେ, ଦେଖନ୍ତୁ Video

ଆଜି ଆମେ ଆପଣଙ୍କ ପାଇଁ ପୁଣି ଥରେ ଏକ ସାପର ଦୃଶ୍ୟ ନେଇ ଆସିଛୁ । ଏହି ସାପଟି ଜଣଙ୍କ ଘରର ବାଥରୁମ ଭିତରେ ପଶି ଯାଇଥିଲା ସାପକୁ ବାହାର କରିବା ପାଇଁ ସାପ ଧରୁଥିବା ବ୍ୟକ୍ତିଙ୍କୁ ଡକାଗଲା । ଯିଏକି ବହୁତ ଚାଲାକିର ସହ ସାପକୁ ଧରିଲେ । ଆପଣ ଯଦି ଏହି ସାପକୁ ଦେଖିବେ ତେବେ ଆପଣ ବି ଭୟଭୀତ ହୋଇଯିବେ । ଆପଣ ସାପର ଫୁଙ୍କାର ଦେଖିଲେ ହିଁ ଡରି ଯିବେ । ସାପଟି ମୂହର୍ତ ମାତ୍ରେ ଚୋଟ ମାରିବା ପାଇଁ ପ୍ରସ୍ତୁତ ଥିଲା ।

ଏହିଭଳି ସାପକୁ ଧରିବା ବହୁତ ହିଁ ଭୟଙ୍କର ଅଟେ । କିନ୍ତୁ ସାହସର ସହିତ ଏହି ବ୍ୟକ୍ତି ଜଣକ ଏହି ସାପକୁ ଧରିବାକୁ ଚେଷ୍ଟା କରୁଛନ୍ତି । ସାପକୁ ଯେତେ ବି ଚେଷ୍ଟା କରିଲେ ସାପଟି ବାହାରୁ ଆସୁ ନ ଥିଲା । ବହୁତ କଷ୍ଟରେ ସାପକୁ ବାହାର କରଗଲା । ସାପକୁ ବ୍ୟକ୍ତି ଜଣକ ନିଜ ସ୍ଟିକ ଦ୍ଵାରା ଘରୁ ବାହହାର କରିବାରେ ସଫଳ ହେଲେ ଓ ସେ ନିଜେ ଧରି ଏହି ସାପକୁ ବାହାରକୁ ଆଣିଲେ ।

ସାପ ଫୁଙ୍କାର ଦେଖିଲେ ଜଣା ପଡି ଯାଉଛି କି ସାପ ଟି ବହୁତ ରାଗି ଯାଇଛି । ବହୁତ ସାହାସର ସହ ବ୍ୟକ୍ତି ଜଣକ ଏହି ସାପକୁ ଧରି ଘରୁ ବାହାର କରିଲେ । ଏହାକୁ ଚନ୍ଦ୍ର ନାଗ କୁହାଯାଏ । ଏହି ସାପ ଅଳ୍ପ ପାଗଳ ବି ଅଟନ୍ତି । ଏହି ସାପ ଅନ୍ୟ ସାପମାନଙ୍କ ତୁଳନାରେ ବହୁତ ଜଲ୍ଦି ବ୍ୟକ୍ତିକୁ ଚୋଟ ମାରନ୍ତି । ଯଦି ଆପଣ ଏମାନଙ୍କୁ ମାରିବାକୁ ଯିବେ ତେବେ ପ୍ରଥମେ ଏମାନେ ଆପଣଙ୍କୁ ଗୋଡେଇବ ।

ଏହି ସାପର ପାଖାପାଖି ଗଲେ ବି ସେ ଆପଣଙ୍କ ପାଖକୁ ଆସି ଅତି ଶୀଘ୍ର ଚୋଟ ମାରିଦେବ । ଆପଣ କିଛି ବୁଝିବା ପୂର୍ବରୁ ହିଁ ସାପ ଆପଣଙ୍କୁ ଚୋଟ ମାରି ସାରିଥିବ । ଏହି ସାପ ଠାରୁ ଯେତେ ଦୂରେଇ ରହିବେ ସେତିକି ଭଲ । ଏହି ସାପ ମଧ୍ୟରେ ଦୁଇ ପ୍ରକାରର ବିଷ ଥାଏ ।

ଏହି ସାପ ଯଦି ସଠିକ ଚୋଟ ମାରିବ ତେବେ କିଙ୍ଗ କୋବ୍ରା ପରେ ଏହି ବିଷଧର ସାପ ଆସିବ । ଏହି ସାପ ଚୋଟ ମାରିବାର ୨୦ ରୁ ୨୫ ମିନିଟ ମଧ୍ୟରେ ସାପର ବିଷ ବ୍ୟକ୍ତି ଶରୀରରେ ନିଜର ରୂପ ଦେଖାଇବା ଆରମ୍ଭ କରିଦେବ ।

ଏହି ସାପର ବିଷ ବ୍ୟକ୍ତିକୁ ପୁରା କୋମା କରିଦିଏ । ସାପର ଚୋଟ ପରେ ବ୍ୟକ୍ତିର ପ୍ରଥମେ ଝାଳ ବାହାରିଥାଏ ଓ ବ୍ୟକ୍ତିର କୌଣସି ବି ପାର୍ଟ କାମ କରିବ ନାହିଁ । କିନ୍ତୁ ଭାଗ୍ୟ ବଶତଃ ଏହି ସାପଟି ପରିବାରର କାହାକୁ ଚୋଟ ମାରି ନାହିଁ । କିନ୍ତୁ ଯଦି ଏହି ସାପ କାହାକୁ ଚୋଟ ମାରି ଦେଉଛି ତେବେ ସଙ୍ଗେ ସଙ୍ଗେ ସେହି ବ୍ୟକ୍ତିକୁ ଯଦି ହସ୍ପିଟାଲ ନିଆ ଯାଉଛି ତେବେ ତାହାର ଜୀବନ ବଞ୍ଚି ପାରେ ।

Leave a Reply

Your email address will not be published. Required fields are marked *