ଖରାପ ସମୟ ଚାଲୁଅଛି ତ ଘରୁ ଏହି ସବୁ ଜିନିଷକୁ ବାହାର କରିଦିଅନ୍ତୁ- Chanakya Niti

ଆଚାର୍ଯ୍ୟ ଚାଣକ୍ୟ ବିଷୟରେ କିଏ ଅବା ଜାଣି ନାହାନ୍ତି, ସେ ଭାରତ ବର୍ଷ ପାଇଁ ବହୁତ ବଡ ଗୌରବ ଥିଲେ । ଆଚାର୍ଯ୍ୟ ଚାଣକ୍ୟ ବହୁତ ବଡ ନୀତିକାର ଥିଲେ ସେ କେବଳ ନିଜ ବୁଦ୍ଧି ଓ ଜା ଚନ୍ଦ୍ର ଗୁପ୍ତ ମୌର୍ଯ୍ୟଙ୍କ ସାହସ ଦ୍ଵାରା ଗୋଟେ ରାଜ୍ୟ ଜିତିଥିଲେ ଯାହା ପରେ ସେ ଚନ୍ଦ୍ର ଗୁପ୍ତଙ୍କୁ ରାଜା ବନାଇଥିଲେ । ଆଚାର୍ଜ୍ୟ ଚାଣକ୍ୟ ମହାମନ୍ତ୍ରୀ ହୋଇ ମଧ୍ୟ କୁଟିଆରେ ରହୁଥିଲେ । ଚାଣକ୍ୟ କହିବା ଅନୁଯାଇ ଯେଉଁ ମନ୍ତ୍ରୀ ମହଲରେ ବାସ କରିଥାଏ ସେ କେବେ ପ୍ରଜା ଦୁଃଖ ବୁଝି ପାରିବ ନାହିଁ ଆଉ ସେହି ରାଜ୍ୟର ପ୍ରଜା କାନ୍ଦିଥାନ୍ତି ।

ତେବେ ଚାଣକ୍ୟ ମାନବ କଲ୍ୟାଣ ପାଇଁ ଚାଣକ୍ୟ ନୀତି ନାମ ଏକ ବହି ଲେଖିଥିଲେ ଯାହା ଆଜିବି ଲୋକଙ୍କୁ ରାସ୍ତା ଦେଖେଇବାରେ ସାହାଯ୍ୟ କରିଥାଏ । ତେବେ ଆଜି ଆମେ ଆପଣଙ୍କୁ ଆଚାର୍ଯ୍ୟ କ୍ଝାଙ୍କ୍ୟ ଦ୍ଵାରା କୁହା ଯାଇଥିବା କିଛି ଘରୋଇ ମହତ୍ଵ ପୂର୍ଣ୍ଣ କଥା ବିଷୟରେ କହିବାକୁ ଯାଉଛୁ ।

୧. ଆଚାର୍ଯ୍ୟ ଚାଣକ୍ୟ କହିଛନ୍ତି ଯେ ଘରେ କେବେ ବି ଫଟା ପୁରୁଣା ବସ୍ତ୍ର ରଖିବା ଉଚିତ ହୋଇ ନଥାଏ, ଆପଣଙ୍କୁ ଘରେ କେବେ ବି ଖରାପ କପଡା ରଖିବା ଉଚିତ ନୁହଁ କାହିଁକିନା ଏହା ଦ୍ଵାରା ନକରାତ୍ମକ ଊର୍ଜା ଆକର୍ଷିତ ହୋଇଥାନ୍ତି ଆଉ ମାତା ଲକ୍ଷ୍ମୀ ଆପଣଙ୍କ ଘର ତ୍ୟାଗ କରିଥାନ୍ତି ଯାହା ପରେ ଆପଣଙ୍କୁ ଆର୍ଥିକ ସମସ୍ୟା ସାମ୍ନା କରିବାକୁ ପଡିଥାଏ ।

୨. ଆଚାର୍ଯ୍ୟ ଚାଣକ୍ୟ କହିବା ଅନୁଯାଇ ମହିଳାଙ୍କୁ କେବେ ପର ସ୍ତ୍ରୀ ଜିନିଷ ନିଜ ପାଖରେ ବା ନିଜ ଘରେ ରଖିବା ଉଚିତ ନୁହ କାହିଁକିନା ଏହା ଦ୍ଵାରା ଆପଣଙ୍କ ଘରକୁ ଖରାପ ନଜର ଲାଗିଥାଏ ବା ସେହି ଜିନିଷ ଚୋରୀ ର ହେଇ ପାରେ ଯାହା ଦ୍ଵାରା ପରେ ଆପଣ ଫାଶୀ ପାରନ୍ତି ସେଥିପାଇଁ ଅନ୍ୟ ସ୍ତ୍ରୀ ଜିନିଷ କେବେ ନିଜ ପାଖରେ ରଖନ୍ତୁ ନାହିଁ ।

୩. ଆଚାର୍ଯ୍ୟ ଚାଣକ୍ୟ କହିଛନ୍ତି ଯେ ମହିଳାଙ୍କୁ ଭଙ୍ଗା ଚୁଡି ଘରୁ ଯେତେ ଶୀଘ୍ର ବାହାର କରି ଦବା ଉଚିତ ହୋଇଥାଏ । କଣ ଆପଣ ମାନେ ଜାଣିଛନ୍ତି ଭଙ୍ଗା ଚୁଡି ପିନ୍ଧିଲେ ଏହା ଆପଣଙ୍କ ସ୍ଵାମୀ ଆଉ ପୁଅ ଉପରେ ଭୟଙ୍କର ଦୋଷ ପକାଇଥାଏ । ତେବେ ଏହି ଭୁଲ କେବେ ବି କରନ୍ତୁ ନାହିଁ ।

୪. ଆଚାର୍ଯ୍ୟ ଚାଣକ୍ୟ କହିଛନ୍ତି ଯେ ମହିଳାଙ୍କୁ ଚୁଟି ଏପଟ ସେପଟ ଜାଗାରେ କେବେ ବି ଫିଙ୍ଗିବା ଉଚିତ ହୋଇନଥାଏ । ଏହା ଛଡା କଟା ଚୁଟି ଭୁଲରେ ବି ଘରେ ରଖନ୍ତୁ ନାହିଁ ଏହାକୁ ଯେତେ ଶୀଘ୍ର ଘରୁ ବାହାର କରିବା ଉଚିତ ହୋଇଥାଏ । ତେବେ ଭୁଲରେ ବି ଚୁଟିକୁ କେବେ ବି ଖୋଲା ଜାଗାରେ ଫିଙ୍ଗିବେ ନାହିଁ ଏହାକୁ ଜାରିରେ କେଉଁଠାରେ ଫିଙ୍ଗିବେ ।

୫. ମହିଳା ମାନେ ବହୁତ ଶୀଘ୍ର କାହା କଥାରେ ଆସିଥାନ୍ତି ତେବେ ଅତ୍ୟଧିକ ମହିଳା ମାନେ ନିଜ ବାପ ଘର ଔ ପଡୋଶୀ ମାନଙ୍କ କଥା ମାନି ନିଜ ଘର ଭାଙ୍ଗିଥାନ୍ତି କିନ୍ତୁ ଆପଣ ଏହି ଭୁଲ କେବେ କରିବେ ନାହିଁ ନିଜ ବୁଢୀ ଖର୍ଚ କରନ୍ତୁ ଯେ ଆପଣ ନିଜ ଘରକୁ କେମିତି ସମ୍ଭାଳିବେ ।

Leave a Reply

Your email address will not be published. Required fields are marked *