ଏହାକୁ ଖାଇଲେ ଆପଣଙ୍କ ଓଜନ ଶୀଘ୍ର ବଢିଥାଏ, ଦୁର୍ବଳ ଓ ପତଳା ଲୋକ ଏହାକୁ ଥରେ ନିଶ୍ଚୟ ଦେଖନ୍ତୁ- Weight Gain Tips

ଆଜିକା ସମୟରେ ଲୋକଙ୍କ ଓଜନ ପାଇଁ ବହୁତ ବଡ ସମସ୍ୟା ଅଟେ, କିଛି ଲୋକଙ୍କ ଓଜନ ବଢି ପାରୁ ନାହିଁ ବୋଲି ବହୁତ ସମସ୍ୟା ଲାଗି ରହୁଛି ଆଉ କିଛି ଲୋକଙ୍କ ଓଜନ କମି ପାରୁ ନାହିଁ ବୋଲି ତାଙ୍କ ଚିନ୍ତା ଦିନକୁ ଦିନ ବଢି ବଢି ଚାଲିଛି । ତେବେ ଆଜିକା ସମୟରେ ଯେତେ ବଡ ସମସ୍ୟା ହେଲେ ମଧ୍ୟ ଲୋକ ନିଜ ଜୀବନରେ ଅଯଙ୍କୁ ନେଇ ବହୁତ ଚିନ୍ତାରେ ରହୁଛନ୍ତି । ଆଜି ଆମେ ଆପଣଙ୍କୁ ଏମିତି କିଛି ଉପାୟ କହିବାକୁ ଯାଉଛୁ ଯାହା ଦ୍ଵାରା ଓଜନ ଦୁଇଟି ସମସ୍ୟା ବହୁତ ସହଜରେ ସମାଧାନ ହୋଇ ପାରିବ ।

ଆପଣଙ୍କୁ କେବଳ ଗୋଟେ କାମ କରିବାର ଅଛି ଆପଣଙ୍କୁ ନିଜ ଓଜନ ବଢିବାର ବା କମିବାର କାରଣ ଆଗ ଜାଣିବା ବହୁତ ଆବଶ୍ୟକ ଅଟେ । ଆପଣଙ୍କ ଶରୀରରେ ମେଟାବୋଲିଜିମ ଅଧିକ ହେଲେ ଆପଣଙ୍କ ଦ୍ଵାରା ସେବନ କରା ଯାଇଥିବା ଖାଦ୍ଯ ଶୀଘ୍ର ଊର୍ଜାରେ ପରିଣତ ହୋଇଥାଏ ଆଉ ଆପଣଙ୍କ ଊର୍ଜା ସବୁ ଖର୍ଚ ହୋଇଥାଏ କିନ୍ତୁ ଆପଣଙ୍କ ଶରୀର ଏହାକୁ ଅବଯର୍ବ କରି ପାରୁ ନାହିଁ ।

ତେବେ କଣ ଆପାନ ଏହା ଜାଣିଛନ୍ତି ଯେ ମେଟାବୋଲିଜିମ ବଢିବା ଦ୍ଵାରା ଆପଣଙ୍କ ଶରୀର ଭଲ ଭାବରେ ଖାଦ୍ୟକୁ ହଜମ କରି ପାରି ନଥାଏ ସେଥିପାଇଁ ଆପଣଙ୍କୁ ଏହାର ଲାଭ ମିଳି ପାରେ ନାହିଁ ଆଉ ଆପଣଙ୍କ ଓଜନ କମି କମି ଯାଇଥାଏ । ବହୁତ ଲୋକଙ୍କ ମନରେ ଏହି ପ୍ରଶ୍ନ ଆସିଥାଏ ଯେ ବହୁତ ଖାଇବା ପରେ ମଧ୍ୟ ତାଙ୍କ ଓଜନ ବଢୁ ନାହିଁ ।

ଏହାର କାରଣ କଣ ତେବେ କାରଣ ଜାଣିଲେ ଏହାର ଉପାୟ ଆମେ ଆପଣଙ୍କୁ କହିବୁ କିନ୍ତୁ ଆଗ ଜାଣିବା ଓଜନ ବଢିବାର କାରଣ କଣ ହୋଇଥାଏ । କୁହା ଯାଇଛି ଯେ ବହୁତ କମ ଖାଇଲେ ମଧ୍ୟ ବହୁତ ଲୋକଙ୍କ ଓଜନ ବହୁତ ଅଧିକ ରହିଥାଏ । ତେବେ କଣ ଆପଣ ଏହା ଜାଣିଛନ୍ତି ଯେ ଯେଉଁ ବ୍ୟକ୍ତିଙ୍କ ମେଟାବୋଲିଜିମ ରେଟ ଶରୀରରେ କମ ମାତ୍ରାରେ ହୋଇଥାଏ ।

ଏହିଭଳି ବ୍ୟକ୍ତିଙ୍କ ଶରୀରରେ ଏହି ଖାଦ୍ୟ ଊର୍ଜା ହେଇ ପାରେ ନାହିଁ ଆଉ ଏହା ଚର୍ବିରେ ପରିଣତ ହୋଇଥାଏ । ଯାହା ଆମ ଶରୀର ଅଲଗା ଅଲଗା ସ୍ଥାନରେ ଜମା ହବାକୁ ଲାଗିଥାଏ ଏହି କାରଣରୁ ଆମେ ମୋଟା ହୋଇଥାଉ । ଆଜି ଆମେ ଆପଣଙ୍କୁ ଗୋଟେ ଆୟୁର୍ବେଦିକ ଜିନିଷ ସେବନ କରିବା ପାଇଁ କହିବୁ ।

ଯେଉଁଥିରେ ଅଶ୍ଵଗନ୍ଧା, ସିଙ୍ଘାରା, ମୁସଲି, ଶତାବରୀ, ଗୋଲ ମରୀଚ, କଳା ଜୀରା, ଆମଲକି, ହରୀତିକା, ବିଭିତକି ଆଉ ପାନ ମାଧୁରୀ ପଡିଥାଏ, ଏହି ପାଉଡର ନା ହେଲା ସେହତ କିଂ, ଏହା ଆମ ଓଜନ ବଢାଇବା ସହ ଆମକୁ ଶକ୍ତିଶାଳୀ ମଧ୍ୟ କରିଥାଏ । ଆପଣଙ୍କୁ ୫୦ଏମଏଲ ପାଣିରେ ଗୋଟେ ଚାମଚ ସେହତ କିଙ୍ଗ ନବାର ଅଛି ଏହାକୁ ସକାଳେ ଖାଇବାର ଅଧ ଘଣ୍ଟା ପରେ ଆଉ ରାତିରେ ଖାଇବାର ଅଧ ଘଣ୍ଟା ପରେ ଖାଇବାର ଅଛି ।

Leave a Reply

Your email address will not be published. Required fields are marked *