ମହିଳା ମାନେ ଶଙ୍ଖ ଫୁଙ୍କିବା ଠିକ ନା ଭୁଲ ? ମହିଳାମାନେ ନିଶ୍ଚୟ ଦେଖନ୍ତୁ ନଚେତ ପସ୍ତେଇବେ

ଆପଣ ମାନେ ଜାଣିଥିବେ ଠାକୁର ପୂଜା କରିବା ସମୟରେ ଶଙ୍ଖ ବଜାଯାଏ । ଶଙ୍ଖ ପବିତ୍ର ହେବା ସହ ତାର ଧୁନି ମଧ୍ୟ ପବିତ୍ର ହୋଇଥାଏ ଯାହାକୁ ବଜାଇବା ପାଇଁ ପ୍ରାୟ ସମସ୍ତେ ଭଲ ପାଆନ୍ତି । ଶଙ୍ଖକୁ ଦେବତା ତୁଲ୍ୟ ପୂଜା ମଧ୍ୟ କରାଯାଏ । ଆଜି ଆମେ ଆପଣ ମାନଙ୍କୁ ଶଙ୍ଖ ଫୁଙ୍କିବା ମହିଳା ମାନେ ଠିକ ନା ଭୁଲ ସେହି ବିଷୟରେ କହିବାକୁ ଯାଉଛୁ । କିନ୍ତୁ ମହିଳା ମାନେ ଶଙ୍ଖ ଫୁଙ୍କିବା ମନା ବୋଲି ଶ୍ରୀମଦେବୀ ଭାଗବତରେ କୁହା ଯାଇଛି । ଶ୍ରୀମଦେବୀ ଭାଗବତରେ କୁହା ଯାଇଛି ଯେ ମହାଲକ୍ଷ୍ମୀ ସ୍ତ୍ରୀ ମାନେ ଶଙ୍ଖ ବଜାଇବା ଧୁନି ଶୁଣିଲେ ସେଠରୁ ରୁଷି ଯାଇ ପଳାୟନ କରିଥାନ୍ତି ।

ଯେହେତୁ ମା ଲକ୍ଷ୍ମୀ ଶାନ୍ତ ସ୍ଵଭାବର ହୋଇଥାନ୍ତି ତେଣୁ ସେ ଅଭିଶାପ ଦିଅନ୍ତି ନାହି । ଯଦି ଆପଣ ଏମାନେ ପ୍ରତି ଦିନ ଶଙ୍ଖ ଫୁଙ୍କୁଥାନ୍ତି ତେବେ ଏହାକୁ ନେଇ ଆପଣଙ୍କ ମନରେ ପ୍ରଶ୍ନ ଆସିପାରେ । କିନ୍ତୁ ଏଥିରେ ଭୟ କରିବାର କିଛି କଥା ନାହି । କାରଣ ମଣିଷ ଯେଉଁ ଭୁଲ ଅଜାଣତରେ କରିଥାଏ ସେଥିପାଇଁ ତାକୁ କେବେ ବି ଦଣ୍ଡ ଭୋଗିବାକୁ ପଡେ ନାହିଁ ।

ଆପଣ ମାନେ ଜାଣିଥିବେ ଶଙ୍ଖ ଫୁଙ୍କିବା ଦ୍ଵାରା ତିନି ପୁରକୁ ଯଥା ସ୍ଵର୍ଗପୁର, ନରକପୁର ଓ ପାତାଳପୁର ରେ ପ୍ରକମ୍ପିତ ହୋଇଥାଏ । ମାଣବସା ଗୁରୁବାର ଦିନ ଅନେକ ନୀତି ନିୟମ ସହ ମା ଲକ୍ଷ୍ମୀଙ୍କର ପୂଜା କରାଯାଏ । ମା ଲକ୍ଷ୍ମୀଙ୍କୁ ବଡ ପାଟିରେ ଶବ୍ଦ କରିବା ବା ଅଧିକ ହସିବା ବା ଜୋରରେ ଚାଲି ଏ ସବୁ କିଛି ଭଲ ଲାଗେ ନାହିଁ ।

ବରଂ ଯେଉଁ ନାରୀ ଅଳ୍ପ ହସି ମଧୁର ବଚନ କହୁଥିବା ଓ ଯାହାର ଚାଲିଚଲଣ ଧୀରସ୍ଥିର ଥିବ ସେହି ସ୍ଵଭାବ ଥିବା ନାରୀ ଉପରେ ମା ଲକ୍ଷ୍ମୀ ପ୍ରସନ୍ନ ହୋଇଥାନ୍ତି । ଗର୍ଭବତୀ ମହିଳା ମାନେ ଶଙ୍ଖ ଫୁଙ୍କିବା ଉଚିତ ନୁହେଁ । କାରଣ ଏହାର ପ୍ରଭାବ ମହିଳାଙ୍କ ଶିଶୁ ଉପରେ ପଡିଥାଏ । ମା ଲକ୍ଷ୍ମୀ ଙ୍କ ପୂଜାରେ ଘଣ୍ଟି ଓ ଘଣ୍ଟ ର ପ୍ରୟାଗ ଉଚ୍ଚ ସ୍ଵର ରେ ବାଦନ କରାଯିବା ଉଚିତ ନୁହେଁ ।

ଗୁରୁବାର ଦିନ କୌଣସି ପୁରୁଷ ଶଙ୍ଖ ଫୁଙ୍କି ପାରିବେ । ଯେଉଁ ମାନଙ୍କର ଋତୁସ୍ରାବ ହୋଇଥିବ ସେମାନେ ମଧ୍ୟ ଶଙ୍ଖ ଫୁଙ୍କିବେ ନାହି । ଏହା ଛଡା ଗର୍ଭବତୀ ମହିଳା ମାନେ ଶଙ୍ଖ ଧ୍ୱନି ଶୁଣିବା ଶୁଭ ହୋଇଥାଏ । ତେବେ ଶେଷରେ ଏତିକି କୁହା ଯାଇପାରେ ଯେ ମହିଳା ମାନେ ଶଙ୍ଖ ଫୁଙ୍କିବା ଠିକ ନୁହେଁ ।

ବନ୍ଧୁଗଣ ଯଦି ଆପଣ ମାନଙ୍କୁ ଆମର ଏହି ଲେଖାଟି ଭଲ ଲାଗିଥିଲେ ତେବେ ଅନ୍ୟ ସହ ଶେୟାର କରନ୍ତୁ । ଆମ ସହ ଆଗକୁ ରହିବା ପାଇଁ ପେଜକୁ ଗୋଟିଏ ଲାଇକ କରନ୍ତୁ ।

Leave a Reply

Your email address will not be published. Required fields are marked *