ଘର ବାଥରୂମ ରେ ଭୁଲରେ ବି ଏହି ଜିନିଷ ରଖନ୍ତୁ ନାହିଁ, ନଚେତ ଘର ପରିବାର ବାତାବରଣ ଖରାପ ହୋଇ ପାରେ

ବାସ୍ତୁ ଶାସ୍ତ୍ର ଘର ପାଇଁ କେତେ ଆବଶ୍ୟକ ଆମେ ସମସ୍ତେ ଜାଣିଛୁ କିନ୍ତୁ ଆଜିକା ଲୋକ ଏହାକୁ ଭୁଲି ଯାଇଛନ୍ତି ସେଥିପାଇଁ ତାଙ୍କ ଜୀବନରେ ଏତେ ପ୍ରକାର ଅସୁବିଧା ହୋଇ ଥାଏ । ବହୁତ ଲୋକ ଭାବନ୍ତି ଏତେ କଷ୍ଟ କଲା ପରେ ମଧ୍ୟ ସଫଳତା କାହିଁ ପ୍ରାପ୍ତ ହେଉ ନାହିଁ ତେବେ ଆମେ ଆପଣଙ୍କୁ କହିବାକୁ ଚାହୁଁଛୁ ଯେ ବହୁତ ଲୋକଙ୍କ ଘରେ ଜିନିଷ ବାସ୍ତୁ ଅନୁଯାଇ ରଖା ହୋଇ ନଥାଏ ଯାହା କାରଣରୁ ତାଙ୍କୁ ସଫଳତା ପ୍ରାପ୍ତ ହୁଏ ନାହିଁ କିନ୍ତୁ ଏହି କଥା ତାଙ୍କୁ ଜଣା ନଥାଏ ।

Image Courtesy: Google

ବହୁତ ଲୋକ ଏମିତି ବି ଅଛନ୍ତି ଯିଏ ଘରର ସବୁ ଜାଗାରେ ବାସ୍ତୁ ଦେଖନ୍ତି କିନ୍ତୁ ବାଥରୁମ ଉପରେ ଧ୍ୟାନ ଦିଅନ୍ତି ନାହିଁ, ଏହା ଦ୍ଵାରା ଘରେ ନକାରାତ୍ମକ ଊର୍ଜା ଆସି ଥାଏ ଯାହା ଫଳରେ ସବୁ କାମ ଖରାପ ହୋଇ ଥାଏ । ଭୁଲରେ ବି ଏହି ଜିନିଷ ବାଥରୁମ ରେ ରଖନ୍ତୁ ନାହିଁ :

– ଭଙ୍ଗା ବାଲ୍ଟି :

ଘର ବାଥରୁମ ରେ ଭୁଲରେ ଭଙ୍ଗା ବାଲ୍ଟି ରଖନ୍ତୁ ନାହିଁ, ବାସ୍ତୁ ଶାସ୍ତ୍ର ଅନୁଯାଇ ଯେଉଁ ବ୍ୟକ୍ତି ଏହି ବାଲ୍ଟି ରେ ପାଣି ଭର୍ତି କରି ଗାଧେଏ ତା ଭାଗ୍ୟ ମଧ୍ୟ ଭାଙ୍ଗି ଯାଇ ଥାଏ ସେଥିପାଇଁ ଭଙ୍ଗା ବାଲ୍ଟି ରଖନ୍ତୁ ନାହିଁ ଏବଂ ଏହା ଦ୍ଵାରା ନକାରାତ୍ମକ ଊର୍ଜା ଘରେ ଆସି ଥାଏ ।

Image Courtesy: Google

– ସାବୁନ ଖଣ୍ଡ :

ବହୁତ ଲୋକଙ୍କ ଅଭ୍ଯାସ ହୋଇ ଥାଏ ଯେ ସାବୁନ ସଋ ଆସିଲେ ସେ ନୂଆ ସାବୁନ ଆଣି ରଖୀ ଦିଅନ୍ତି କିନ୍ତୁ ପୁରୁଣା ଖଣ୍ଡ ଶେଠୀ ରଖୀ ଥାନ୍ତି । ସାବୁନ ଛୋଟ ଛୋଟ ଖଣ୍ଡ ଘରେ ଦରିଦ୍ରତା ଆଣି ଥାଏ, ଯେଉଁ ଘରେ ସାବୁନ ଖଣ୍ଡ ପଡି ଥାଏ ଶେଠୀ ଧନ ରୁହେ ନାହିଁ ।

Image Courtesy: Google

– ଭଙ୍ଗା କବାଟ :

ଯଦି ଆପଣଙ୍କ ଘର ବାଥରୁମ କବାଟ ଭଙ୍ଗା ଅଛି ତେବେ ତୁରନ୍ତ ଏହାକୁ ସଜାଡିବା ପାଇଁ କାମ କରନ୍ତୁ । ଭଙ୍ଗା କବାଟ କୌଣସି ସଫଳତା ଖରାପ କରି ଥାଏ, ଏହା ଦ୍ଵାରା ଆପଣଙ୍କ ଜୀବନ ସମସ୍ଯା ବଢି ଥାଏ ସେଥିପାଇଁ ବାଥରୁମ କବାଟ ଭଙ୍ଗା ରହିବାକୁ ଦିଅନ୍ତୁ ନାହିଁ ଯେତେ ଶୀଘ୍ର ସଜାଡିବା ପାଇଁ ଚେଷ୍ଟା କରନ୍ତୁ ନଚେତ ଆପଣଙ୍କ ଭାଗ୍ୟ ଖରାପ ହୋଇ ପାରେ । ଯଦି ଆପଣ ଏହି ସବୁ କଥା ଧ୍ୟାନ ରେ ରଖନ୍ତୁ ତେବେ ଆପଣଙ୍କ ଘରେ ନକାରାତ୍ମକ ଊର୍ଜା ଛାଡି ସକାରାତ୍ମକ ଊର୍ଜା ପ୍ରାପ୍ତ ହୋଇ ଥାଏ ଯାହା ଦ୍ଵାରା ଆପଣଙ୍କ ଘର ସୁଖମୟ ହୋଇ ଥାଏ । ଆଗକୁ ଆମ ସହ ରହିବା ପାଇଁ ଆମ ପେଜକୁ ଲାଇକ କରନ୍ତୁ ।

Leave a Reply

Your email address will not be published. Required fields are marked *