ସମସ୍ତେ ନିଜ ପସନ୍ଦର ଗାଡି କିଣନ୍ତି। କିନ୍ତୁ ଜୋତିଷଶାସ୍ତ୍ର ଅନୁସାରେ ନିଜ ରାଶି ଅନୁସାରେ ରଙ୍ଗକୁ ଶୁଭ ମାନି ଗାଡି କିଣିଲେ ଭବିଷ୍ୟତରେ ସମସ୍ୟା ଆସେ ନାହିଁ। ମେଷ ରାଶି: ନୀଳ ରଙ୍ଗ କିମ୍ବା ଧୂସର ରଙ୍ଗର ଗାଡି କିଣନ୍ତୁ। ବୃଷ ରାଶି: ଧଳା କିମ୍ବା କ୍ରିମ ରଙ୍ଗର ଗାଡି କିଣନ୍ତୁ। ମିଥୁନ ରାଶି: ସବୁଜ ରଙ୍ଗର ଗାଡି କିଣନ୍ତୁ। କର୍କଟ ରାଶି: ଚକଲେଟ, ଲାଲ, କଳା ଓ ହଳଦିଆ ରଙ୍ଗର ଗାଡି କିଣନ୍ତୁ। ସିଂହ ରାଶି: ଗ୍ରେ ରଙ୍ଗର ଗାଡି କିଣନ୍ତୁ। କନ୍ୟା ରାଶି: ଧଳା କିମ୍ବା ନୀଳ ରଙ୍ଗର ଗାଡି କିଣନ୍ତୁ।
ରାଶି ଅନୁସାରେ କେଉଁ ରଙ୍ଗର ଗାଡି ଆପଣଙ୍କ ପାଇଁ ଶୁଭ
ତୁଳା ରାଶି:
କଳା ଓ ଧୂସର ରଙ୍ଗର ଗାଡି କିଣନ୍ତୁ।
ବିଛା ରାଶି:
ଧଳା ରଙ୍ଗର ଗାଡି କିଣନ୍ତୁ।
ଧନୁ ରାଶି:
ଲାଲ କିମ୍ବା ସୀଲଭର ରଙ୍ଗର ଗାଡି କିଣନ୍ତୁ।
ମକର ରାଶି:
ନୀଳ ଓ ଲାଲ ରଙ୍ଗର ଗାଡି କିଣନ୍ତୁ।
କୁମ୍ଭ ରାଶି:
ଧଳା ଓ ନୀଳ ରଙ୍ଗର ଗାଡି କିଣନ୍ତୁ।
ମୀନ ରାଶି:
ସୁନା ରଙ୍ଗ , ହଳଦିଆ ରଙ୍ଗ ଓ ନାରଙ୍ଗୀ ରଙ୍ଗର ଗାଡି କିଣନ୍ତୁ।
ଲେଖାଟି ଯଦି ଭଲ ଲାଗିଲା ତେବ ଅନ୍ୟମାନଙ୍କ ସହିତ ଶେୟାର କରନ୍ତୁ।