ଇତିହାସର ଲୋମଟାଙ୍କୁରା କାହାଣୀ, ଡିନରରେ ଭାରତୀୟ ଯବାନଙ୍କ ମାଂ-ସ…. କଣ ସମ୍ପୂର୍ଣ୍ଣ କାହାଣୀ ଦେଖନ୍ତୁ Video

ନମସ୍କାର ବନ୍ଧୁଗଣ, ୧୫ ଫେବୃଆରୀ ୧୯୪୨ରେ ସିଙ୍ଗାପୁର ଉପରେ ଜାପାନ କବଜା କରିଥିଲା । ୪୦ ହଜାର ଭାରତୀୟ ଯବାନଙ୍କୁ ଯୁଦ୍ଧ ବନ୍ଦୀ କରିଥିଲା । ସେମାନଙ୍କ ମଧ୍ୟରୁ ୩୦ ହଜାର ଯବାନ ଆଜାଦ ହିନ୍ଦ ଫଉଜରେ ସାମିଲ ହୋଇଥିଲେ ଆଉ ୧୦ ହଜାର ଯବାନଙ୍କୁ ମାରସୁଇ ନାମକ ଜାହାଜରେ ଭର୍ତ୍ତି କରି ନିୟୁକିନ ଭଳି ପ୍ରଶାନ୍ତ ମହାସାଗର ଦ୍ଵିପପୁଞ୍ଜକୁ ପଠାଯାଇଥିଲା । ଯେଉଁଠି ଜାପାନର କନଷ୍ଟ୍ରକସନ କମ୍ପାନୀ ତିଆରି ହୋଇଥିଲା । ୧୯୪୪ର ଟାଇମସ ଅଫ ଇଣ୍ଡିଆର ରିପୋର୍ଟ ଅନୁଯାୟୀ ଯେଉଁ ଜାହଜରେ ୧୦ହଜାର ଯବାନଙ୍କୁ ଭର୍ତ୍ତି କରାଯାଇଥିଲା ତାହା ନର୍କର ଜାହାଜ ବୋଲି ଜଣାଯାଏ ।

ସିଙ୍ଗାପୁରରୁ ଗିନି ର ଯାତ୍ରା ଥିଲା ୫୬କିମି । ସେଠାରେ ଛୋଟିଆ ଜାଗାରେ ଭାରତୀୟ ଜବାନନ୍କୁ ଭର୍ତ୍ତି କରାଯାଇଥିଲା ଯେଉଁଠି ୭ରୁ ୮ ଜଣ ଲୋକ ଶୋଉଥିଲେ । ବାକି ସବୁ ଲୋକେ ଦିନ ତମାମ ଠିଆ ହେଉଥିଲେ । ଯଦି ପିଇବାକୁ ପାଣି ମାଗୁଥିଲେ ଜାପାନୀ ଅଧିକାରୀ କହୁଥିଲେ ତୁମ ପାଇଁ ପାଣି ଓ ପବନ ନିଷେଧ ।

୨୪ ଘଣ୍ଟାକୁ ଥରେ ପାଣି ଦିଆଯାଉଥିଲା ତେଣୁ ଯବାନ ସମୁଦ୍ରର ଲୁଣିଆ ପାଣି ପିଇ ଶୋଷ ମେଣ୍ଟାଉଥିଲେ । ସୂଚନା ଅନୁଯାୟୀ ପ୍ରତିଦିନ ଜଣେ ଜାପାନୀ ମେଡିକାଲ ଅଫିସର ଇଣ୍ଡିଆନ କମ୍ପାଉଣ୍ଡକୁ ଆସୁଥିଲେ । ସେଠାରେ ଥିବା ସୁସ୍ଥ ସବଳ ଲୋକଙ୍କୁ ପ୍ରଥମେ ଛାଯନ କରୁଥିଲେ ଆଉ ତାଙ୍କୁ ସାଥିରେ ନେଉଥିଲେ ଯାହାଙ୍କର ଖୋଜ ଖବର ଆଉ ମିଳୁ ନ ଥିଲା ।

ଭାରତୀୟ ଯବାନ କହୁଥିଲେ ଯବାନଙ୍କ ହାର୍ଟ ଓ କିଡନିକୁ କାଢି ନିଆଯିବା ପରେ ଶରୀରକୁ ଟିକି ଟିକି କରି କାଟି ଜାପାନୀ ସୈନ୍ୟ ମାନେ ଭକ୍ଷଣ କରୁଥିଲେ । ଦର୍ଶକ ବନ୍ଧୁ କେବେଳ ଲଦିପାର ନୁହନ୍ତି ଶୁଭେଦାର, ଡାକ୍ତର ଗୁରୁ ଚରଣ ଓ କ୍ଯାପଟେନ ଫିରାଯାଇ ମଧ୍ୟ ସମାନ ଅଭିଯୋଗ ଆଣିଥିଲେ ।

ବିମାନ କ୍ୟାମ୍ପରେ ୧୯ ଜଣ ଭାରତୀୟ ଯବାନଙ୍କୁ ହତ୍ୟା କରି ଜାପାନୀ ସେନା ଖାଇ ଦେଇଥିବା ସେ କହିଥିଲେ । ଭାରତୀୟ ଯବାନଙ୍କ ମାଂସକୁ କଞ୍ଚା ଖାଇବା ସହ ଶୁଖାଇକି ବି ଖାଉଥିଲେ । କାରଣ ଉକ୍ତ ମାଂସକୁ ଦିନର ଭାବେ ବ୍ୟବହାର କରିଥିଲେ ଜାପାନୀ ସେନା । ଏଭଳି ନରସଂହାର ଘଟଣାକୁ ଶକ୍ତ ଅଧିକ କରିଥିଲେ ଆମେରିକାର ପୂର୍ବତନ ରାଷ୍ଟ୍ରପତି ଏସଡବ୍ଲୁ ବୁସ ।

୧୯୪୪ ସେପ୍ଟେମ୍ବର ମାସର ୟୁଏସ ନାଭିର କିଛି ପାଇଲଟ ଜାପାନର ଚିଚିଜିମା ଦ୍ଵିପ ଉପରେ ଗୋଳା ବାରୁଦ ବର୍ଷଣ କରୁଥିଲେ ଆଉ ସେହି ସମୟରେ ଜାପାନୀ ସେନାଙ୍କ ଗୁଳି ମାଡରେ ଭାରତୀୟ ଯବାନ ଟଳି ପଡିଥିଲେ । କିନ୍ତୁ ଦ୍ଵିତୀୟ ବିଶ୍ଵଯୁଦ୍ଧ ପରେ ଘଟଣା ପଛର ସତ ସାମନାକୁ ଆସିଥିଲା । ସେଦିନ ୪ଜଣଙ୍କ ଗଳା କାଟି ହତ୍ୟା କରିଥିଲେ ଜାପାନୀ ସନା ଆଉ ୪ ଜଣଙ୍କ ଶରୀରକୁ ମାଂସ କାଟି ଖାଇଥିଲେ ।

ଆଉ ତାକୁ ସୋୟା ସକ୍ସ ଓ କିଛି ପରିବା ପକାଇ ରନ୍ଧା ଯାଇଥିଲା ଯାହାକୁ ଖାଇଥିଲେ ଜାପାନୀ ସେନା । ଜାପାନୀମାନେ ଯେଉଁଥରେ ନିଜର ସାମ୍ରାଜ୍ୟ ବିସ୍ତାର କରୁଥିଲେ ସେଠାରେ ବିଭଶ୍ଚ ଘଟଣା ଘଟାଇବାର ପ୍ରମାଣ ମିଳିଛି । ସିଙ୍ଗାପୁରରୁ ମଣିଷ ମାଂସ ଖାଇବା ଆରମ୍ଭ କରିଥିଲେ ଜାପାନୀ ସେନା । ଜାପାନ ଟାଇମସରେ ଏହି ଘଟଣାକୁ ନେଇ ପ୍ରକାଶ ପାଇଥିଲା । ବନ୍ଧୁଗଣ ଆପଣଙ୍କର ମତାମତ ଆମକୁ କମେଣ୍ଟ ଜରିଆରେ ଜଣାଇବେ ।

Leave a Reply

Your email address will not be published. Required fields are marked *