ଭାରତ ପାଇଁ ଋଷର ବଡ ଘୋଷଣା, ବଡ ବଡ ଦେଶ ବି ଚିନ୍ତିତ…

ଭାରତ କୁ ଏକ ସ୍ଵତନ୍ତ୍ର ରାଷ୍ଟ୍ରର ଉପାଦ୍ଧି ମିଳିବା ପରେ ଭାରତ ନିଜର ଉର୍ଣ୍ଣତି ର ପଥ ନିଜେ ଆବିଷ୍କାର କରୀ ଚାଲିଛି । ଏବେ ୟୁକ୍ରେନ ଓ ରୁଷ ର ଯୁଧ୍ୟ ବିଷୟରେ ସବୁ ଲୋକମାନେ ଜାଣି ଥିବେ ମାତ୍ର ଏହା ମଧ୍ୟ ସତ କଥା ଅଟେ କି ଭାରତ ଏବେ ରୁଷ ଠାରୁ ଖୁବ ଫାଇଦାରେ ଅଛି । ଭାରତ ରୁଷ ଠାରୁ କମ ଦାମ ରେ ଅଧିକା ରୁ ଅଧିକା ପେଟ୍ରୋଲ କିଣି ଆଣିଛି ଏହା ସହ ଭାରତ ରୁଷ ଠାରୁ କୋଇଲା ମଧ୍ୟ ପ୍ରଚୁର ମାତ୍ରାରେ କିଣି ଆଣିଛି ।

ଭାରତ ପ୍ରତେକ ବର୍ଷ ଯେତିକି ମାତ୍ରାରେ କୋଇଲା ରୁଷ ଠାରୁ କିଣେ ତାର 6 ଗୁଣା କୋଇଲା ଭାରତ 20 ଦିନ ମଧ୍ୟରେ କିଣି ଦେଇଛି । ଆଗାମୀ ଦିନରେ ଭାରତ କୁ ଏହି କୋଇଲା ରୁ ବହୁତ ଫାଇଦା ମିଳିବା ପାଇଁ ଯାଉଛି । ଭାରତ ଯେଉଁ ସମୟରେ ରୁଷ ଠାରୁ କଞ୍ଚାତେଲ ଆଣି ଥିଲା ଏହାର ଫାଇଦା ସାଧାରଣ ଜନତା ମାନଙ୍କ ପାଖକୁ ମଧ୍ୟ ପହଞ୍ଚାଇ ଦିଆ ଯାଇ ଥିଲା ।

ମୋଦୀ ସରକାର ପେଟ୍ରୋଲ ଓ ଡିଜେଲ ଦର ରେ ବହୁତ ମାତ୍ରାରେ ନିୟନ୍ତ୍ରଣ କରି ଥିଲେ । ତେବେ ଏବେ ଆସିଥିବା ପେଟ୍ରୋଲ ଓ କୋଇଲା କୁ ଭାରତ ଭଲ ଭାବେ ବ୍ୟବହାର କରିବ । କୋଇଲା ଦ୍ଵାରା ଭାରତର ବହୁତ ବଡ ବଡ ସେକ୍ଟର କୁ ବହୁତ ଫାଇଦା ହେବା ପାଇଁ ଯାଉଛି ।

ରୁଷ ର କିଛି ବେପାରୀ ମାନେ ମଧ୍ୟ ଭାରତ ପାଇଁ ଖୁବ ଉଦାର ଅଛନ୍ତି ସେମାନେ ଭାରତରେ ପ୍ରଚଳିତ ଟଙ୍କା ଅନୁସାରେ ବ୍ୟାପାର କରିବା ପାଇଁ ଭଲ ପାଉ ଛନ୍ତି । ଏହା ସହ ସେମାନେ ଭାରତ କୁ ଖୁବ ଡିଶକାଉଣ୍ଟ ମଧ୍ୟ ଦେଉଛନ୍ତି । ଏହା ଏବେ ଏତେ ଶୀଘ୍ର ସରିବ ନି କାରଣ ଭାରତ ସହ ରୁଷ ର ସମ୍ପର୍କ ଭଲ ଥିବା କଥା ଆମେ ଆଗରୁ ଜାଣିଛେ ତେବେ ଭାରତ ନିଜର କୋଇଲା ଆମଦାନୀ ଉପରେ ଏହାର ଫାଇଦା ନେଉଛି କହିଲେ ଭୁଲ ହେବନି ।

ଭାରତ ଓ ରୁଷ ମଧ୍ୟରେ କେବଳ ପେଟ୍ରୋଲ ଓ କୋଇଲା ବ୍ୟାପାର ନାଇ । ଭାରତ ରୁଷ ଠାରୁ ଫର୍ଟିଲାଇଜର ମଧ୍ୟ କିଣୁଛି ଅଧିକା ମାତ୍ରାରେ । ଯାହା ଦ୍ଵାରା ଏହାର ସିଧାସଳଖ ଭାବେ ଫାଇଦା ଚାଷୀ ମାନଙ୍କୁ ଜୀବ । ଭାରତ ଆମେରିକା କୁ ଆଶ୍ଚର୍ଯ୍ୟ କରିକି ଏହି ବେପାର କୁ କରୁଛି ଭାରତ ଆଗରୁ ନିଜ ମତ ସ୍ପଷ୍ଟ କରି ଦେଇ ଥିଲା କି ସେ ନିଜର ହିତ ଅନୁସାରେ ବିଦେଶ ରେ ବ୍ୟାପାର ନୀତିକୁ ଅନୁସରଣ କରିବ ।

ପଶ୍ଚିମ ନୀତି ଅନୁସାରେ ଭାରତ ପଇସାର କାରବାର ନ କରିକି ବସ୍ତୁ ବଦଳରେ ବସ୍ତୁ ର ବ୍ୟାପାର କରୁଛି ଭାରତ ଚା ଓ ଅଟୋପାର୍ଟ୍ସ ଦେଉଛି । ତେବେ ଏହା ଦ୍ଵାରା ଉଭୟ ପାଶ୍ଚାତ୍ୟ ଦେଶ ସହ ଓ ରୁଷ ସହ ଭଲ ସମ୍ପର୍କ ରଖିବାରେ ସମର୍ଥ ହୋଇଛି ଭାରତ ।

Leave a Reply

Your email address will not be published. Required fields are marked *