Draupadi Murmu ରାଷ୍ଟ୍ରପତି ପାର୍ଥୀ ହେବା ପରେ କଣ କହିଲେ Sura Routray, ଦେଖନ୍ତୁ Video

କୁହାଯାଏ କି ମଣିଷର ଭାଗ୍ୟ ବଦଳିବା ପାଇଁ ସମୟ ଲାଗି ନଥାଏ । କିନ୍ତୁ ଯେଉଁ ସମୟରେ ଆମେ କଷ୍ଟ ଦେଇକି ଗତି କରି ଥାଉ ସେହି ସମୟରେ ଆମେ ଏହା ଜାଣି ନଥାଉ କି ଆମେ ଯାହା କରୁଛେ ତାହା ଠିକ କିମ୍ବା ଭୁଲ ଅଟେ । ଆଜି ଆମେ କହିବା କି NDA କରିଥିବା ଘୋଷଣା ଏବେ ସବୁ ଙ୍କ ପାଇଁ ଏକ ଖୁଶି ଖବର ଆଣି ଦେଇଛି ଯାହା ଦ୍ଵାରା ଓଡିଶା ଗର୍ବ ଅନୁଭବ କରୁଛି । ଏହାକୁ ନେଇକି ଅନେକ ମହଲରେ ଚର୍ଚ୍ଚା ମଧ୍ୟ ଚାଲିଛି ।

ତେବେ ଦେଖିବା ଏହା ବାକି ରହିଲା କି ରାଷ୍ଟ୍ରପତି ନିର୍ବବାଚନ ରେ କଣ ଫଳ ମିଳିବ । ଭାରତ ଏକ ସାଧାରଣତନ୍ତ୍ର ଦେଶ ଯାହା ପାଇଁ ଭାରତ ନିଜକୁ ଗର୍ବ ଅନୁଭବ କରିଥାଏ । NDA ନିଜ ପାର୍ଥୀ ର ନାମ ସାମନାକୁ ଆଣିବା ପରେ ଛତିଶଗଡ ଓ ଓଡିଶା ସରକାର ଉଭୟ ଖୁବ ଖୁଶି ଅଛନ୍ତି ।

ଯାହା ର ନାମ ସାମନାକୁ ଆସିଛି ସେ ପ୍ରଥମେ ଏକ ଶିକ୍ଷୟତ୍ରୀ ଥିଲେ । ଏହା ସହ ସେ ଏକ ଭଲ MLA ହେବା ପାଇଁ ପୁରସ୍କୃତ ମଧ୍ୟ ହୋଇ ଥିଲେ । ତେବେ ଏହି ଭଳି ଦାଗ ନଥିବା ରାଜନୀଜ୍ଞ ଙ୍କୁ ଏକ ମଉକା ମିଳିବା ନିହାତି ଭାବେ ଦରକାର ସାଧାରଣ ଭାବେ ଆଦିବାଶି ସମଜାରୁ ଆସିକି ସେ ଏକ ଏତେ ବଡ ପଦ ପାଇଁ ନିଜକୁ ପାର୍ଥୀ ଭାବେ ପାଇ ଛନ୍ତି ଏହା ତାଙ୍କ ପାଇଁ ମଧ୍ୟ ଗର୍ବ୍ବ ର କଥା ।

ଏହି ନାମ ହେଉଛି ଦ୍ରୋପଦି ମୁର୍ମୁ ଯିଏ କି ଏକ ମହିଳା ପାର୍ଥୀ ଏବେ ରାଷ୍ଟ୍ରପତି ପଦ ପାଇଁ ଠିଆ ହୋଇ ଛନ୍ତି । ଓଡିଶା ସରକାର କିମ୍ବା ନବୀନ ସରକାର ଙ୍କ କଥା କହିବା ଯଦି ନବୀନ ପଟ୍ଟନାୟକ ନିଜ ମତରେ ମଧ୍ୟ କହିଛନ୍ତି କି ସେ ଦ୍ରୋପଦି ମୁର୍ମୁ ଙ୍କୁ ସପୋର୍ଟ କରିବେ ।

ଏହା କଣ କଂଗ୍ରେସ ପାଇଁ କିଛି ଅସୁବିଧା ଆଣିଦେବ ନି ତ । ଏହାକୁ ନେଇକି କଂଗ୍ରେସ ନେତା ସୁର ରାଉତ ଙ୍କ ମତ ଆସନ୍ତୁ ଜାଣିବା । ସେ ମଧ୍ୟ କହିଛନ୍ତି କି ଏହା ଏକ ଗର୍ବର କଥା ସେ ଓଡିଶା ପାଇଁ ସତରେ ଏକ ପ୍ରତିଭା ଭଳି । ସେ ଭୁବନେଶ୍ବର ରେ ପାଠ ପଢୁ ଥିବା ବେଳେ ତାଙ୍କୁ ଜାଣି ଛନ୍ତି ସବୁ ।

ଛତିଶଗଡ ର ସେ ରାଜ୍ୟପାଳ ମଧ୍ୟ ରହି ସାରିଛନ୍ତି ଓ ଦୁଇ ଥର MLA ଭାବେ ମଧ୍ୟ ସେ ଭଲ କାମ କରିଥିଲେ । ଏହା ସହ ଓଡିଶାର ମନ୍ତ୍ରୀ ଭାବେ ମଧ୍ୟ ସେ ବହୁତ ସୁନାମ ନେଇଛନ୍ତି । କିନ୍ତୁ ସୁର ରାଉତ କହିଛନ୍ତି କି ଆଗ ପାର୍ଟି ତା ପରେ ମାଟି । ସୋନିଆ ଗାନ୍ଧୀ ଯେଉଁ ଭଳି ଭାବେ କହିବେ ସେ ସେହି ଭଳି ଭାବେ କାମ କରିବେ ।

ସେ ପାର୍ଟିର ନିୟମ ଭାଙ୍ଗିକି ଦ୍ରୋପଦି ଙ୍କୁ ସମର୍ଥନ କରି ପରିବେନି । ସୋନିଆ ଗାନ୍ଧୀ ଯଦି କହିବେ ଆଉ କାହାକୁ ଦେବା ପାଇଁ ତେବେ ଆମେ ଏହା କରିବା ପାଇଁ ବାଧ୍ୟ । ଆଗ ପାର୍ଟି ତା ପରେ ମାଟି କିନ୍ତୁ ଓଡିଆ ଝିଅ ଯେତେବେଳେ ଏକ ଏତେ ବଡ ପୋଷ୍ଟ ପାଇଁ ପାର୍ଥୀ ହୋଇଛନ୍ତି ତାହା ପାଇଁ ସେ ଗର୍ବ ଅନୁଭବ କରୁଛନ୍ତି ।

Leave a Reply

Your email address will not be published. Required fields are marked *