Draupadi Murmu ସାଜିଲେ ନାରୀ ସମାଜ ପାଇଁ ବଡ ଉଦାହରଣ, ଦିନେ ଥିଲେ ଶିକ୍ଷତ୍ରି ଏବେ ହେବେ ରାଷ୍ଟ୍ରପତି… ଦେଖନ୍ତୁ ତାଙ୍କ ଜୀବନ କାହାଣୀ

ଶିକ୍ଷିକା ଥିଲେ ଏବେ ଭାରତର ପ୍ରଥମ ମହିଳା ହେବା ପାଇଁ ଯାଉଛନ୍ତି ଶ୍ରୀମତୀ ଦ୍ରୋପଦି ମୁର୍ମୁ । ଚଳିତ ବର୍ଷ ଭାରତର ରାଷ୍ଟ୍ରପତି ପଦ ପାଇଁ ନାମ ଯାହା ସାମନାକୁ ଆସିଛି ତାହା ହେଉଛି ଦ୍ରୋପଦି ମୁର୍ମୁ । ଏହା ପାଇଁ 20 ଜଣ ପାର୍ଥୀ ଙ୍କୁ ଆଗକୁ ଅଣା ଯାଇ ଥିଲା । ମାତ୍ର NDA ନିଜର ନିଷ୍ପତ୍ତି କୁ ଏବେ ଜାହିର କରିଛି ଯାହା ହେଉଛି ଦ୍ରୋପଦି ମୁର୍ମୁ । ସେ ଏକ ଆଦିବାଶି ମହିଳା ଅଟନ୍ତି । ତାଙ୍କୁ ପାର୍ଥୀ କରିବା ର ଅନେକ କାରଣ ଅଛି BJP ପାଖରେ ।

ସେ ଓଡିଶା ର ବାସିନ୍ଦା ମଧ୍ୟ ଅଟନ୍ତି । ତାଙ୍କ ବର୍ତ୍ତମାନ ର ସମୟ ମଧ୍ୟରେ ସେ ଦୁଇ ଥର MLA ରହି ସାରିଛନ୍ତି ଓ ଏହା ସହ ସେ ଛତିଶଗଡ ର ରାଜ୍ୟପାଳ ମଧ୍ୟ ଥିଲେ । ଓଡିଶାରେ ସେ ଏକ ମନ୍ତ୍ରୀ ଭାବେ ମଧ୍ୟ କାମ କରି ସାରି ଛନ୍ତି ତାଙ୍କ ରାଜନୀତି କୁ ଦେଖିଲେ ତାଙ୍କ ଆସନରେ କିମ୍ବା ତାଙ୍କ ଉପରେ କିଛି ଭି ଦାଗ ନଥିବାର ଜଣା ଯାଏ ।

ତାଙ୍କୁ ନେଇକି କେବେହେଲେ କେଉଁ ଜାଗାରେ ଚର୍ଚ୍ଚା କରା ଯାଇନି । ଏହା ସହ ଏହି ବର୍ଷ ଏକ ମହିଳା ପାର୍ଥୀ ହେବା ନିହାତି ଭାବେ ଦରକାର ବୋଲି ଭାବିକି NDA ଏହି ନାମକୁ ଆଗକୁ ଆଣିଛି । BJP ର ମତ ଅନୁସାରେ ସବୁ ଶ୍ରେଣୀର ଲୋକଙ୍କ ପାଇଁ ଏହା ଦରକାର କି ସେମାନେ ନିଜ କୁ ପ୍ରମାଣିତ କରିବେ ।

ଯଦି ଦ୍ରୋପଦି ଏହା ଜିତୁଛନ୍ତି ତେବେ ସେ ନିଜ ଜାତିର ଲୋକଙ୍କ ପାଇଁ ଓ ଓଡିଶା ପାଇଁ ଏକ ଉଦାହରଣ ହେବେ । ନବୀନ ସରକାର ଏହା ପାଇଁ BJP ପୁରା ପୁରୀ ଭାବେ ସମର୍ଥନ କରିବ ବୋଲି ସୂତ୍ରରୁ ଜଣା ଯାଇଛି । ଶିକ୍ଷକତା ଓ ମହିଳା ପାର୍ଥୀ ଙ୍କୁ ପ୍ରଥମ ଥର ସୁଯୋଗ ମିଳିଛି ।

ସୂତ୍ରରୁ ମିଳିଥିବା ଖବର ଅନୁସାରେ ସବୁ ଙ୍କ ସହମତି ଦ୍ଵାରା ଏବେ ଭାରତର ସମ୍ବିଧାନର ସର୍ବୋଚ ଜାଗାରେ ଏକ ମହିଳାଙ୍କୁ ବସାଇବା ପାଇଁ ସ୍ଥିର କରା ଯାଇଛି । BJP ସଭାପତି ଙ୍କ କହିବା ଅନୁସାରେ ସର୍ବପଲ୍ଲୀ ରାଧାକୃଷ୍ଣ ଯେଉଁ ଭଳି ଭାବେ ରାଷ୍ଟ୍ରପତି ହେବା ଆଗରୁ ଶିକ୍ଷକତା କରୁଥିଲେ ସେହି ଭଳି ଦ୍ରୋପଦି ଙ୍କ କ୍ଷେତ୍ରରେ ମଧ୍ୟ ଏହା ବିଚାର କରାଯାଇଛି ।

ସେ BJP ର କାଉନ୍ସିଲର ଭାବେ ନିର୍ବାଚିତ ହୋଇ ଥିଲେ ଓ ଏହା ପରେ ସେ ଆଉ ପଛକୁ ଆସି ନଥିଲେ । 64 ବର୍ଷୀୟା ଦ୍ରୋପଦି ମୁର୍ମୁ ମୟୂରଭଞ୍ଜ ରେ ଜନ୍ମ ଗ୍ରହଣ କରି ଥିଲେ ସେ ରମାଦେବୀ ମହାବିଦ୍ୟାଳୟ ରୁ ସ୍ନାତକ ହାସଲ କରି ଥିଲେ । ଶ୍ରୀ ଅରବିନ୍ଦ ଇଣ୍ଟେଗ୍ରାଲ ଏଜୁକେସନ ଓ ରିସର୍ଚ ରେ ଶିକ୍ଷୟାତ୍ରୀ ଭାବେ କାମ କରିବା ପରେ ।

ଓଡିଶା ଜଳସେଚନ ବିଭାଗରେ ସେ କନିଷ୍ଠା ସହାୟକ ଭାବେ ସେ କାମ କରୁଥିଲେ ଓ ଏହା ପରେ 1997 ରେ ସେ BJP ରେ ଯୋଗ ଦେଇ ଥିଲେ ଏବେ ଯଦି ସେ ରାଷ୍ଟ୍ରପତି ହୁଅନ୍ତି ତେବେ ଦେଶ ସ୍ଵାଧୀନ ହେବା ପରେ ପ୍ରଥମ ମହିଳା ଆଦିବାଶି ଭାବେ ସେ ରାଷ୍ଟ୍ରପତି ଆସନରେ ବସିବେ ।

Leave a Reply

Your email address will not be published. Required fields are marked *