ଲଗାତର 4 ଦିନ ହେବ କମୁଛି ସୁନା ଦର, ଆଜି ପୁଣି ଏତେ ଶସ୍ତା ହେଲା ସୁନା, ଦେଖନ୍ତୁ ଆଜି କେତେ ଅଛି Gold Rate

ଆମ ଦେଶ ଗୋଟେ ସମୟରେ ସୁନାର ଦେଶ ଥିଲା । ଏହା ଆମ ଇତିହାସ ମଧ୍ୟ ପ୍ରମାଣ ଦେଇଥାଏ । ଭାରତ ରେ ଥିବା ସୁନା ସବୁ ଦେଶର ରାଜା ମାନେ ନିଜର ସାମ୍ରାଜ୍ୟ ରେ ମିଶାଇବା ପାଇଁ ଚାହିଁ ଥିଲେ ଯାହା ଦ୍ଵାରା ଆମେ ଜାଣି ପାରିବା କି ଭାରତ କେତେ ମହତ୍ଵ ରଖୀ ଥିଲା ଅନ୍ୟ ମାନଙ୍କ ପାଇଁ । ତେବେ ଆଜି ଭାରତ ରେ ସୁନା ଦାମ ଖୁବ ଅଧିକା ହେବାରେ ଲାଗିଛି । ସବୁ ଜାଗାରେ ସୁନାର ମୂଲ୍ୟ ଭିନ୍ନ ଭିନ୍ନ ରହୁଛି ।

ରାଜ୍ୟସ୍ତରରେ ଏହାର ଦାମ ମଧ୍ୟ ସାମାନ୍ଯ ଭାବେ ଅଲଗା ଅଲଗା ଥାଏ । ତେବେ ଏବେ ଲଗାତାର 4 ଦିନ ହେବ ସୁନାର ଦାମ ହ୍ରାସ ପାଇବାରେ ଲାଗିଛି । ତେବେ ଆଜି ଆମେ ଆପଣଙ୍କୁ କହିବୁ କି ଲଗାତର 4 ଦିନ ହେବ ସୁନାର ଦାମ ହ୍ରାସ ହୋଇ ଚାଲିଛି । 52010 ଟଙ୍କାରୁ ଏହା ବର୍ତ୍ତମାନ 51800 ଟଙ୍କା ରେ ପହଞ୍ଚିଛି ।

ତେବେ ଯଦି ଆମେ ଦେଖିବାକାଉ ଯିବା ଆଜି ଭୁବନେଶ୍ବରରେ ସୁନାର କିଛି ଏଭଳି ଦର ଦେଖିବାକାଉ ମିଳୁଛି, 24 କ୍ୟାରେଟ ସୁନାର ମୂଲ୍ୟ 1 ଗ୍ରାମ ପ୍ରତି 5180, 8 ଗ୍ରାମ ସୁନାର ମୂଲ୍ୟ 41440, ଓ 10 ଗ୍ରାମ ସୁନାର ମୂଲ୍ୟ 51, 800 ଅଟେ ।

ବ୍ୟବଶିୟ ବଜାର ରେ ମଧ୍ୟ ରୂପା ର ଅଧିକ ଚାହିଦା ଅଛି । ତେବେ ଅଲଗା ସୋ ରାମ ମାନଙ୍କରେ ମଧ୍ୟ ସୁନାର ଦର କିଛି ସେହି ଭଳି ଥିବାର ଅନୁମାନ କରା ଯାଉଛି । ସୁନା ଦାମ ଗତ କିଛି ବର୍ଷ ଧରି ଲଗାତାର ଭାବେ ବୃଦ୍ଧି ପାଇବାରେ ଲାଗିଥିବା ବେଳେ କେବଳ ମଝି ମଝି ରେ ବିବାହ ଓ ବ୍ରତଘର ଭଳି କିଛି ଶୁଭକର୍ମ ପାଇଁ ଏହାକୁ କମ କରା ଯାଇଥାଏ ।

ଗତ ଦୁଇ ବର୍ଷ ହେବ କୋରୋନା ଯୋଗୁ ସୁନା ବେପାରୀ ମାନଙ୍କ ଅବସ୍ଥା ଖରାପ ଥିବା ବେଳେ ଏହା ଏହି ବର୍ଷ ଭଲ ପରିଣାମ ଦେବ ବୋଲି ଆସା କରା ଯାଉଛି କିନ୍ତୁ ଆଧିକାଂଶ ସମୟ ଦର ବୃଦ୍ଧି ଯୋଗୁ ଆଗାମୀ ଦିନରେ ସୁନାର ଡିମାଣ୍ଡ କମ ହୋଇଯିବାର ମତ ଦେଇଛନ୍ତି ବେପାରୀ ମାନେ ।

ତେବେ ଏହି କିଛି ଦିନ ହେବ ସୁନା ଦାମରେ ହ୍ରାସ ହୋଇଥିବାରୁ ଗ୍ରାହକ ଓ ଦୋକାନୀ ସମସ୍ତେ ଖୁସି ଅଛନ୍ତି, କିନ୍ତୁ ଆଗକୁ ପୂଜା ବଜାର ରେ ଏହା ଆଉ କେତେ ବଢିବ କିମ୍ବା କମିବ ଆଗାମୀ ଦିନରେ ଏହା ଜଣା ପଡିବ । ମାତ୍ର ବାହାର କିଛି ଦେଶରେ ସୁନା ଦର 0.01 ପ୍ରତିଶତ ହ୍ରାସ ପାଇବା ଖବର ସୂତ୍ରରୁ ଜଣା ପଡିଛି ।

Leave a Reply

Your email address will not be published. Required fields are marked *