ଭଗବାନ ଶିବଙ୍କ ପରି ହୋଇଥାଏ ଏହି ଦୁଇଟି ରାଶିର ଭାଗ୍ୟ – ମାତା ପାର୍ବତୀଙ୍କ ଭଳି ମିଳେ ପତ୍ନୀ

ଆମେ ଆମ ଜୀବନରେ ସବୁକିଛି ଭାଗ୍ୟ ଅନୁସାରେ ହିଁ ପାଇଥାଉ । ଏହା ଆପଣ ସବୁବେଳେ ଶୁଣୁଥିବେ ଯେ ଏଇଟା ଆମ ଭାଗ୍ୟରେ ଅଛି ସେଥିପାଇଁ ଏମିତି ଘଟୁଛି । ତେବେ ଆଜି ଆମେ ଆପଣଙ୍କୁ ସେହିଭଳି କିଛି ଲୋକମାନଙ୍କ କଥା କହିବୁ ଯେଉଁମାନେ ମହାଦେବଙ୍କ ପରି ଭାଗ୍ୟ ନେଇ ଜନ୍ମ ହୋଇଛନ୍ତି । ଆପଣ ସମସ୍ତେ ତ ଜାଣିଥିବେ ମହାଦେବ ହେଉଛନ୍ତି ବହୁତ ଭୋଳା ସେଥିପାଇଁ ତାଙ୍କୁ ଭୋଲେନାଥ ମଧ୍ୟ କୁହାଯାଏ । ସେ ବହୁତ ଦୟାଳୁ ଓ ତାଙ୍କ ଭକ୍ତଙ୍କର ସବୁ ମନୋକାମନା ସେ ପୂର୍ଣ୍ଣ କରନ୍ତି ।

ଏ ହେଉଛି ସେହି ଦୁଇଟି ରାଶି

ଆମ ଜ୍ୟୋତିଷ ଶାସ୍ତ୍ର ଅନୁସାରେ ଏପରି ଦୁଇଟି ରାଶି ଅଛି ଯେଉଁମାନେ ମହାଦେବଙ୍କ ପରି ଭାଗ୍ୟ ନେଇ ଜନ୍ମ ହୋଇଛନ୍ତି । ତେବେ ଚାଲନ୍ତୁ ଜାଣିବା ଏହି ଭାଗ୍ୟ ଶାଳୀ ରାଶି ଗୁଡିକ କିଏ ? ଏହି ଦୁଇ ରାଶି ଲୋକଙ୍କ ଉପରେ ଭଗବାନ ଶିବଙ୍କର ଅଶେଷ କୃପା ଦ୍ରୁଷ୍ଟି ରୁହେ । ସେହି ଲୋକଙ୍କ ଜୀବନରେ କେବେ କୌଣସି ଦୁଃଖ କଷ୍ଟ ଆସେ ନାହିଁ । ସେମାନେ ନିଜର ମନର ରାଜା ନିଜେ ହୋଇଥାନ୍ତି । ଏମାନଙ୍କ ପାଖରେ ପଇସାର ଅଭାବ କେବେ ଦେଖାଯାଇ ନଥାଏ । ସବୁବେଳେ ମନ ଖୋଲା କରି ଚଳନ୍ତି ।

ତେବେ ସେହି ରାଶି ଦୁଇଟି ହେଲା କୁମ୍ଭ ଏବଂ କନ୍ୟା ରାଶି । ସେମାନେ ସବୁବେଳେ ଉଚ୍ଚ ବିଚାର ଏବଂ ଧାର୍ମିକ ଜୀବନ ନେଇ ଚଳନ୍ତି । ଏମାନଙ୍କୁ ସବୁ କ୍ଷେତ୍ରରେ ସଫଳତା ମିଳିଥାଏ । ଏମାନଙ୍କୁ କେବେ ବି ଚମକ ଧମକ ଭଲ ଲାଗେ ନାହିଁ । ଏମାନଙ୍କ ଜୀବନରେ କେବେ ପଇସାର ଅଭାବ ଦେଖାଯାଏ ନାହିଁ କିନ୍ତୁ କିଛି ଲୋକ ସାମାନ୍ୟ ଜୀବନ ବଞ୍ଚିଥାନ୍ତି । ଏମାନେ ଅତି ସାଧାରଣ ଜୀବନ ବଞ୍ଚନ୍ତି । ଭୋଲାବାବା ସବୁବେଳେ ଏମାନଙ୍କ ଉପରେ ନିଜର କୃପା ଦ୍ରୁଷ୍ଟି ରଖିଛନ୍ତି । ଏମାନଙ୍କୁ ମଧ୍ୟ ମାତା ପାର୍ବତୀଙ୍କ ଭଳି ପତ୍ନୀ ପ୍ରାପ୍ତ ହୋଇଥାଏ । ତେବେ ଏହିରାଶିର ଲୋକ ବହୁତ ଭାଗ୍ଯବାନ ହୋଇଥାନ୍ତି ।

ସାଙ୍ଗମାନେ, ଆଶା କରୁଛୁ କି ଆପଣଙ୍କୁ ଆମର ଏଇ ଆର୍ଟିକିଲ୍ ଟି ପସନ୍ଦ ଆସିଥିବ । ଯଦି ପସନ୍ଦ ଆସିଥାଏ ତେବେ ଲାଇକ ଓ ଶେୟାର କରିବାକୁ ଭୁଲିବେ ନାହିଁ । ଦୈନନ୍ଦିନ ଘଟୁଥିବା ଖବର ସହିତ ଅପଡେଟ ରହିବା ପାଇଁ ଖବର ଓଡିଆ ପେଜ କୁ ଲାଇକ କରନ୍ତୁ ।

Leave a Reply

Your email address will not be published. Required fields are marked *