ଭଗବାନ ଶ୍ରୀ କୃଷ୍ଣଙ୍କର ଅନ୍ତିମସଂସ୍କାର ରେ ତାଙ୍କର କେଉଁ ଆଙ୍ଗ ଜଳି ନଥିଲା ? କଣ ଆପଣ ଜାଣିଛନ୍ତି

ଭଗବାନଙ୍କ ମୃତ୍ୟୁ ବିଷୟରେ ଯେତେବେଳ ଚର୍ଚ୍ଚା ଚାଲେ ସେତେବେଳେ ତାର ଅର୍ଥ ମୃତ୍ୟୁ ନୁହେଁ । ଭଗବାନ କେବେ ଦେଖା ଦିୟନ୍ତି ନା କେବେ ମୃତ୍ୟୁ ବରଣ କରନ୍ତି । ଯେତେବେଳେ ଧର୍ମର ହାନି ହୋଇଥାଏ ତାର ରକ୍ଷା ପାଇଁ ଧରା ପୃଷ୍ଟରେ ଅବତରଣ କରିଥାଆନ୍ତି । କହିବାର କଥାକି ଯେତେବଳେ ଭାଗଵନ ଶ୍ରୀକୃଷ୍ଣଙ୍କର ମୃତ୍ୟୁ ପରେ ତାଙ୍କର ଦାହ ସଂସ୍କାର ହୋଇଥିଲା ତାଙ୍କର ଏହି ଅଙ୍ଗ ଅଗ୍ନୀ ଜଳାଇ ପାରିନଥିଲା । କଣ ଵାଗଵନଙ୍କ ଦାହ ସଂସ୍କାର ହୋଇଥିଲା ? ତାଙ୍କର କୋଉ ଅଙ୍ଗ ଜଳି ନଥିଲା ଓ କାରଣ କଣ ଥିଲା ?

ଭଗବାନ ଶ୍ରୀକୃଷ୍ଣଙ୍କର ପିଲା ବେଳ ବହୁତ ମନ ମୁଗ୍ଧ କର ରହିଛି । କେହି ବି ତାଙ୍କ ବିଷୟରେ ଜାଣିବା ପାଇଁ ଉତ୍ସୁକ ଥାଏ । ତାଙ୍କର ଚେହେରା ଓ ଲୀଳା ତାଙ୍କ ପ୍ରତି ପ୍ରେମ ଅତୁଳନୀୟ ଅଟେ । ଭଗବତ ଗୀତ ଅନୁସାରେ ଭଗବାନ କ୍ରିଷ୍ଣାଙ୍କ ବିନା ଇଛାରେ ପତ୍ର ବି ହଲି ପରେ ନାହିଁ । ଏହାର ଅର୍ଥ ଯାହା ବି କିଛି ସଂସାରରେ ହଉଛି କେବଳ ତାଙ୍କ ଇଛାରେ । ତାଙ୍କ ଇଚ୍ଛା ବିନା ସବୁ ଅସମ୍ଭବ । ସେ ହିଁ ପରମ ପିତା ପରମାତ୍ମା ଅଟନ୍ତି । ମହାଭାରତ ଯୁଦ୍ଧ ମଧ୍ୟ ତାଙ୍କ ଇଛାରେ ହୋଇଥିଲା ତା ମାଧ୍ୟମରେ ସେ ଧର୍ମ ର ମାହାତ୍ମ୍ୟ କହିଥିଲେ । ସେ ନିଜେ ମଧ୍ୟ ଧର୍ମ ପଥରେ ଥିଲେ କିନ୍ତୁ କୌରବ ଧର୍ମର ପକ୍ଷପାତ କରିଥିଲେ । ଭଗଵାନ ଶ୍ରୀକୃଷ୍ଣ ଦୁର୍ଯ୍ୟଧନ କୁ ବହୁତ ବୁଝାଇବାର ପ୍ରୟାସ କରିଥିଲେ କିନ୍ତୁ ସେ ନିଜ କଥାରେ ଜିଦ୍ଦ ଧରି ବସିଥିଲେ ।

ସେତେବେଳେ ମହାଭାରତ ଯୁଧ୍ୟ ବିନା ଆଉ କିଛି ଚାରା ନଥିଲା । ମହାଭାରତ ଯୁଦ୍ଧ ରେ ଯେତେବଳେ ଦୁର୍ଯ୍ୟଧନ ର ମୃତ୍ୟୁ ହୋଇଥିଲା ତାଙ୍କ ମା ଦୁଃଖରେ ମ୍ରିୟମାଣ ହୋଇପଡିଲେ । ମହାଭାରତ ରଣଭୂମିରେ ସେ ପହଞ୍ଚି ପୁତ୍ରମନଙ୍କର ମୃତ୍ୟୁ ରେ ଭାଙ୍ଗି ପଡିଥିଲେ ଓ ଶ୍ରୀକୃଷ୍ଣ ଙ୍କୁ ଅଭିଶାପ ଦେଇଥିଲେ କି ଠିକ୍ ୨୩ବର୍ଷ ପରେ ତାଙ୍କର ମୃତ୍ୟୁ ହେବା କାରଣ ସେ ଭୁଲ୍ ବୁଝିଥିଲେ ଭଗଵାନ କୃଷ୍ଣଙ୍କୁ ତାଙ୍କ ଯୋଗୁ ପୁତ୍ର ମାନଙ୍କର ମୃତ୍ୟୁ ହୋଇଛି । ବାସ୍ତବରେ ସେ ଅଭିଶାପ ପରେ ନୁହେଁ ନିଜ ଇଚ୍ଛାରେ ଅଦୃଶ୍ୟ ହୋଇଥିଲେ କାରଣ ଯିଏ ବି ଏହି ସଂସାରରେ ଆସେ ତାର ବିନାଶ ନିଶ୍ଚିତ ।

ଭଗଵାନ ମୃତ୍ୟୁ ଲୋକ ଛାଡ଼ି କିପରି ବ୍ରହ୍ମଲୋକ ଯାଇଥିଲେ ତାର ବର୍ଣ୍ଣନା ଭାଗଵତ ପୁରାଣର ୧୧ ଅଧ୍ୟାୟରେ ବର୍ଣ୍ଣିତ ହୋଇଛି । ବନ୍ଧୁଗଣ ଆପଣମାନେ ଜଣିଥିବେକି ଶୁକଦେବ ଗୋସ୍ୱାମୀ ଙ୍କ ଦ୍ଵାରା ରାଜା ପରୀକ୍ଷିତ ଙ୍କୁ ଶୁଣାଇଥିଲେ । ୧୧ ଅଧ୍ୟାୟ ରେ ଶୁକଦେବ ପରୀକ୍ଷିତ ମହାରାଜାଙ୍କୁ କହି ଥିଲେ କି ଜଦୁବଂଶ ଅବେ ବି ପୃଥିବୀ ରେ ବସ କରୁଛନ୍ତି ଓ ପୂର୍ଣାତୁ୍ୟା ମୋ ଉପରେ ସଂପୂର୍ଣ୍ଣ ନିର୍ଭରଶୀଳ ଅଟେ । ଯଦୁବଂଶ ର ଲୋକମାନେ ଧନ , ଲୋକବଳ ,ମାଧ୍ୟମରେ ବଳଶାଳୀ ଅଟନ୍ତି ଓ ପୃଥିବୀ ଉପରେ ନିଜର କାୟା ବିସ୍ତାର କରି ମାନମନି କରୁଛି । ଦେବତା ବି ତାଙ୍କୁ ପରାଜିତ କରି ପାରିନଥିଲେ ସେଥିପାଇଁ ମୁଁ ଯଦୁବଂଶ ଭିତରେ କଳି ଉତ୍ପନ କରିବା ପରେ ନିଜ ଧାମ ଫେରିବି । ଏହା ବିଚାର କରି ଭଗଵାନ ଲୀଳା କରିଥିଲେ ଆସନ୍ତୁ ଏହାକୁ ବିସ୍ତାର ରୂପରେ ଜାଣିବା ।

ଭଗଵାନ ୠଷି ବିଶ୍ଵାମିତ୍ର, ଶ୍ରୀକୃଷ୍ଣ ଦ୍ୱାରିକର ରାଜା ଥିଲେ । ଦିନେ ନାରଦ, ଓ ୠଷି ଦୁର୍ବାସା ଦ୍ବାରିକା ନଗରୀ ଆସିଥିଲେ । ଦ୍ଵାରିକର ଯୁବ କ ମାନଙ୍କର ସ୍ଵଭାବ ଚଞ୍ଚଳ ,ଉଦ୍ଧତ ଓ ଅନ୍ୟ ସମସ୍ତଙ୍କୁ ପ୍ରଭାସ କ୍ଷେତ୍ର ଯିବାର ଆଦେଶ ଦେଇଥିଲେ ଯାଉଁଥି ସରସ୍ଵତୀ ନଦୀ ସମୁଦ୍ରରେ ମିଶିଛି । ପ୍ରଭାସ କ୍ଷେତ୍ର ପହଥିଲା । ଦିନକର କୃଷ୍ଣ ପୁତ୍ର ଶାମ୍ବ ସହିତ ଜଦୁବଂଶ୍ ର କୁମାରମାନେ ମିଶି ଦୁଷ୍ଟାମୀ କରିଲେ । ଶାମ୍ବ ସ୍ତ୍ରୀ ରୂପ ଧାରଣ କରି କିଛି ୠଷି ମାନଙ୍କ ପାଖକୁ ଗଲେ ଓ ଶାମ୍ବ କୁ ଗର୍ଭବତୀ ସ୍ତ୍ରୀ କହି ୠଷି ମାନଙ୍କ ସହିତ ମଜା କରିବାର ଦୁଃସାହସ କରିଥିଲେ । ୠଷି ମାନଙ୍କ ସହିତ ଥଟ୍ଟା ହଉଚି ବୋଲି ଜାଣି ପାରିଲେ । ତାପରେ ଶାମ୍ବ କୁ ଅଭିଶାପ ଦେଲେ କି ତୁ ଏମିତି ମୁସଲକୁ ଜନ୍ମ ଦବୁ ଯେ କି ତୋ କୁଳର ନାଶ କରିବା । ୠଷି ମାନଙ୍କ ଦ୍ଵାରା ଅଭିଶାପ ପାଇ ସବୁ ମାନେ କୁମାର ଡରିଗଲେ । ସେମାନେ ଶାମ୍ବ କୁ ଯୋଉ ସ୍ତ୍ରୀ ରୂପ ଦେଇଥିଲେ ତାକୁ ଚିରି କି ଦେଖି ଲେ କି ସତରେ ମୁଷଳ ଥିଲା । ଏହା ଦେଖି ବହୁତ ପସ୍ତେଇ ବାକୁପଡିଲ ।

ସେମାନେ ଏହି ପୁରା ଘଟଣା କୁ ଉଗ୍ରସେନଙ୍କୁ କହିଥିଲେ । ଉଗ୍ରସେନ ମଥୁରା ର ରାଜା ଓ କଂସ ରେ ପିତା ଥିଲେ । ଉଗ୍ରସେନ ସେଇ ମୂଷଳ ର ଚୂର୍ଣ୍ଣ ବନେଇକି ସେଇ ଚୂର୍ଣ୍ଣ ଓ ଲୁହର ଖଣ୍ଡ କୁ ନଦୀ ରେ ପକେଇବାକୁ ଆଦେଶ ଦେଇଥିଲେ । ସେଇ ଛୋଟ ଲୁହ ଖଣ୍ଡ କୁ ମାଛ ଗିଲି ଦେଇଥିଲା । କିଛି ଦିନ ପରେ ଏହି ଚୂର୍ଣ୍ଣ ଆରକ ରୂପରେ ଉଠି ଜିଆ କି ବିନା ଗଣ୍ଠି ର ଘାସ ଥିଲା । ଦିନକର କଥା କିଛି ମାଛ ଧରାଳି ମାଛ ଧରିବା ପାଇଁ ସମୁଦ୍ରରେ ପହଂଚିଲେ ଆଉ ସେଇ ମାଛ କୁ ଧରିଲେ ଜିଆ ଲୁହ ଖଣ୍ଡ କୁ ଗିଳି ଥିଲା । ସେଇ ମାଛ ପଟରୁ ବାହାରି ଥିବା ଲୁହା ଖଣ୍ଡ କୁ ଶବର ତାର ତିର ର ଲଗାଇ ଦେଲା ।

ଦିନେ ବ୍ରହ୍ମା ତାଙ୍କ ପୁତ୍ର ଓ ଦେବତା ମାନଙ୍କ ସହିତ ଦ୍ୱାରିକରେ ପହଞ୍ଚି ଭଗଵାନ ଙ୍କୁ ପ୍ରଥାନା କଲେକି ଆପଣ ଚାହିଁଲେ ନିଜ ଧମକୁ ଫେରିପାଇବେ କିନ୍ତୁ ଶ୍ରୀକୃଷ୍ଣ କହିଲେ କି ମୁଁ ଦେଖିପରୁଚି ଯଦି ବଂଶର ନାଶ ହେବା ତାପରେ ମୁଁ ଧାମ କୁ ଫେରିଯିବା । ତାପରେ ସମସ୍ତେ ଭଗଵାନ କୁ ପ୍ରଣାମ କରି ନିଜ ଧାମ । କୁ ଫେରିଗଲେ । ସେମାନେ ଯିବାପରେ ଦ୍ଵାରିକରେ କିଛି ଦୁର୍ଭାଗ୍ୟପୂର୍ଣ୍ଣ ଘଟଣା , ଉତ୍ପାତ,ଅଶୁଭ ଘଟିଲା

ଆହା ଦେଖି ଭଗଵାନ ଛୁଆ,ସ୍ତ୍ରୀ ମାନଙ୍କୁ ,ବୃଦ୍ଧଙ୍କୁ ସଂଖଧାର କ୍ଷେତ୍ରଞ୍ଚି ସମସ୍ତେ ଭଗଵାନ ଙ୍କ କହିବା ଅନୁସାରେ ପୂଜା ଅର୍ଚ୍ଚନା ଏବଂ ଭକ୍ତି ରେ ଶ୍ରଦ୍ଧା କଲେ କିନ୍ତୁ ସେମାନେ ମୌରେୟକ ନାମକ ମଦିରା ପାନ କଲେ । ଏହି ମଦିରା ମିଠା ଥିଲା କିନ୍ତୁ ବୁଦ୍ଧି ଭ୍ରଷ୍ଟ କରିଦେଲା । ଏହାର ସେବନ କରି ସମସ୍ତଙ୍କ ବୁଦ୍ଧି ଭ୍ରଷ୍ଟ ହେଇ ନିଜ ନିଜ ଭିତରେ ଯୁଦ୍ଧ କରି ପ୍ରାଣ ତ୍ୟାଗ କରିଥିଲେ । ଏହି ପ୍ରକାରେ ଭଗଵାନ ଙ୍କ ଉଦ୍ଦେଶ୍ୟ ପୂର୍ଣ୍ଣ ହୋଇଥିଲା ।

ଏହି ଘଟଣା ପରେ ବଳରାମ ନଦୀ କୂଳରେ ଧ୍ୟାନରେ ମଗ୍ନ ହୋଇ ଶରୀର ତ୍ୟାଗ କରିଥିଲେ । କିଛି ସମୟ ପରେ ଭଗଵାନ କୃଷ୍ଣ ଶିଆଳି ଲତା ତଳେ ବସି ଅନ୍ଧକାର ନଷ୍ଟ କରି ଆଲୁଆ ପ୍ରଦାନ କରୁଥିଲେ ସେହି ସମୟରେ ତାଙ୍କ ବସିବାର ଅ ହିଁବସ୍ଥା ଏମିତି କି ଡାହାଣ ଜଙ୍ଘ ଉପରେ ବାଁ ପାଦ ରଖିଥିଲ । ଶବର ଭଗଵାନ ଙ୍କ ପାଦ ଦେଖି ଲାଗିଲା କି ମୃଗ ର ମୁହଁ ଭଳି । ସେଇ ଶବର ଥିଲା ଜିଆ ମାଛ ପେଟରୁ ବାହାରିଥିବା ଲୁହ ଖଣ୍ଡ ତାର ବାଣ ରେ ଲଗାଇଥିଲା । ସେ ଭଗଵାନ ଙ୍କ ଦେହ କୁ ବାଣ ମାରି ସରବିଧ କରିଥିଲା ।

ଏହାପରେ ଭଗଵାନ ଶରୀର ସହିତ ନିଜ ଧାମ କୁ ଫେରିଥିଲେ । ଏହି କାରଣରୁ ୠଷି ମାନଙ୍କ ଦ୍ଵାରା ଦିଆଯାଇଥିବା ଅଭିଶାପ ରେ ଯଦୁବଂଶ ର ନାଶ ହୋଇ ଗାନ୍ଧାରୀ ଦେଇଥିବା ଅଭିଶାପ ବି ପୂର୍ଣ୍ଣ ହେଲା ,କାରଣ ମହାଭାରତ ପରେ ଭଗଵାନ ଙ୍କ ୨୩ବର୍ଷ ପୃଥିବୀରେ ପୂର୍ଣ୍ଣ ହୋଇସାରିଥିଲା । ବହୁତ୍ ବାର କୁହାଯାଇଛି କି ଭଗଵାନ ଙ୍କ ଦାହ ସଂସ୍କାର କରାଯାଇଛି କିନ୍ତୁ ବାସ୍ତବରେ ଏମିତି ହୋଇନି । ତାଙ୍କ ଶରୀର ପଞ୍ଚତାତ୍ଵ ରେ ଗଢା ନଥିଲା ସେ ଦିବ୍ୟ ଥିଲେ ।

ପାଣ୍ଡବ ଙ୍କ ଦ୍ଵାରା ତାଙ୍କର ଅନ୍ତିମ ସଂସ୍କାର କରାଯାଇଥିଲା । ତାଙ୍କର ପୁରା ଦେହ ଜଳି ଯାଇଥିଲା କିନ୍ତୁ ହୃଦୟ ଜଳି ନଷ୍ଟ ହୋଇନଥିଲା ତାପରେ ଭଗଵାନ ଙ୍କ ହୃଦୟକୁ ନେଇ ଜଳ ରେ ପ୍ରବାହିତ କରିଥିଲେ । ତାଙ୍କ ଦେହର ଏହି ଭାଗ ରାଜା ଇନ୍ଦ୍ରଦ୍ୟୁମ୍ନ ପ୍ରାପ୍ତ କରିଥିଲେ । ରାଜା ଇନ୍ଦ୍ରଦ୍ୟୁମ୍ନ ଭଗଵାନ ଜଗନ୍ନାଥ ଙ୍କ ଭକ୍ତ ଥିଲେ । ସେଏହିି ହୃଦୟ ଜଗନ୍ନାଥ ଙ୍କ ପ୍ରତିମା ରେ ସ୍ଥାପନ କରିଥିଲେ ।

Leave a Reply

Your email address will not be published. Required fields are marked *