ସୋଇକି ଉଠିବା ପୂର୍ବରୁ ଜାଣନ୍ତୁ ଏହି ବିଶେଷ କଥା, ନଚେତ ହୋଇପାରେ ଏହି ବଡ ସମସ୍ୟା

ଶେଯ ଉପରେ ଶୋଇବାର ବି କେତେ ଏମିତି ତରିକା ଅଛି ଯାହା ଭୟଙ୍କର ପ୍ରମାଣିତ ହୋଇପରେ । ଆମର ଏହି ବ୍ୟସ୍ତତା ଭରା ଜୀବନରେ ବ୍ୟକ୍ତିଙ୍କୁ ଆରାମ କରିବାର ସୁଯୋଗ ଖୁବ କମ ମିଳିଥାଏ । କିନ୍ତୁ ଆମ ସମସ୍ତଙ୍କୁ ଏହିକଥା ଭଲଭାବେ ଜାଣିବା ଦରକାର କି ଆମ କାର୍ଯ୍ୟ ଅନୁସାରେ ଆମକୁ କେତେ ଶୋଇବା ଦରକାର ଏବଂ ତାହାଠୁ ବି ଅଧିକ ମହତତ୍ପୂର୍ଣ୍ଣ କଥା ଏହାକି ଆମକୁ ଏଇଟା ବି ଜାଣିବା ଦରକାର କି ଆମେ କେଉଁ ପ୍ରକାରର ନିଜ ଶେଯ ଛାଡିବା ଦରକାର ।

ଅଚାନକ ସେ ଉଠିବା :

ଏମିତି ବହୁତ ଲୋକ ଅଛନ୍ତି ଯିଏ ନିଦଭାଙ୍ଗିବ ତ ଅଚାନକ ସେ ଉଠିକି ବସି ପଡନ୍ତି ଯେମିତି କିଏ ତାଙ୍କୁ ଯେମିତି ଦରେଇ ଦେଲେ , କିନ୍ତୁ ଏହି ପ୍ରକାରରେ ନିଦରୁ ଉଠିକି ବସିବା ବିଲକୁଲ ଭୁଲ ଅଟେ ଏବଂ ଏହା ଆପଣଙ୍କ ସ୍ୱାସ୍ଥ୍ୟ ପାଇଁ ମଧ୍ୟ ଖରାପ ଅଟେ ସେଥିପାଇଁ ନିଦଭାଙ୍ଗିଲେ ଅଚାନକ ସେ ନ ଉଠି କିଛି ସେକଣ୍ଡ ପରେ ଉଠନ୍ତୁ ଯାହା ଆପଣଙ୍କ ପାଇଁ ଭଲ ଅଟେ ଏବଂ ଏଥିରେ କିଛି ଅସୁବିଧା ନାହିଁ ।

ବାରମ୍ବାର ଉଠିବା :

ଏମିତି ଦେଖିବାକୁ ଗଲେ ବହୁତ ଲୋକ ରାତିରେ ଶୋଇଲାବେଳେ ବାରମ୍ବାର ଉଠନ୍ତି, କିନ୍ତୁ ନିଦ ଭାଙ୍ଗିଗଲେ ହଠାତ କିରି ଉଠିକି ବସିବା ଠିକ୍ ନୁହେଁ । ଆପଣଙ୍କ ପରିବାର ବା ଆପଣ ନିଜେ ହୁଅନ୍ତୁ ଏହି ଅଭ୍ୟାସ ଥାଏ ଯଦି ଏହାକୁ ଏବେ ସୁଧାରି ଦିଅନ୍ତୁ, କାହିଁକି ନା ଏହା କରିବା ଦ୍ୱାରା ଆପଣଙ୍କ ହାର୍ଟ ଉପରେ ପ୍ରେସର ପଡ଼ିପାରେ ଯାହା ଦ୍ଵାରା ହାର୍ଟ ଜନିତ ରୋଗର ମଧ୍ୟ ସାମ୍ନା କରିବେ ।

ଅଚେତ ଅବସ୍ଥା :

ବହୁ ଡକ୍ଟର ମାନେ ଏହା ଉପରେ ନିଜର ଟିପଣି ଦେଇ କହିଛନ୍ତି କି ଯେତେବେଳେ ଆମେ ସବୁ ନିଦରେ ଥାଉ ତେବେ ଆମର ଇନ୍ଦ୍ରିୟ ତଥା ମନ ଅଚେତ ଅବସ୍ଥାରେ ଥାଏ ଏବଂ ଯେବେ ଆମେ ଆଖି ଖୋଲିଥାଉ ତୁରନ୍ତ ଉଠିକି ଯିବାପାଇଁ ବାହାରିପଡୁ ,ତେବେ ଏହି ସବୁ ଇନ୍ଦ୍ରିୟ ବେସ୍ତ ହୋଇପଡ଼ନ୍ତି । ତେଣୁ ଏହି ଜିନିଷର ଆମେ ଏହା ଜାଣିଲୁ କି ହଠାତ ସୋଇକି ଉଠି ଯିବେନି ଶେଯରୁ କିଛି ସମୟ ପରେ ଯିବେ କାହିଁକି ନା ଆମ ବଡ଼ି ଠିକ୍ ସେ ରେସପଣ୍ଡ କରିନଥାଏ ।

ଉଠିଲା ପରେ 2 ମିନିଟ ବସନ୍ତୁ :

ଆପଣ ସକାଳୁ ଉଠିବାପରେ ଅତିକମରେ 2 ମିନିଟ ଯାଏ ଶେଯ ଛାଡନ୍ତୁନି ,ଏହାଦ୍ବାରା ଆପଣଙ୍କ ହୃଦୟକୁ ଲାଭ ମିଳିବ । ଯଦି ଆପଣ ରାତିର ନିଦରେ କିଛି କାର୍ଯ୍ୟ ପାଇଁ ଉଠୁଛନ୍ତି । ଆପଣକୁ କିଛି ସେକେଣ୍ଡ ବା ଅତିକମରେ 1 ମିନିଟ ଯାଏ ନିଜ ଶେଯରେ ରହିବାକୁ ପଡିବ । ଆଗକୁ ଏହିଭଳି ସ୍ୱାସ୍ଥ୍ୟ ସମ୍ବନ୍ଧିତ ଟିପ୍ସ ପାଇଁ ଆମ ପେଜକୁ ଲାଇକ କରନ୍ତୁ ।

Leave a Reply

Your email address will not be published. Required fields are marked *