ନିଜ ରକ୍ତର ଭାଇକୁ ବାହା ହେଲା ଭଉଣୀ, କାରଣ କିଛି ଏଭଳି ଥିଲା ଯେ ବାପା ମା ବି କଲେ ସମର୍ଥନ – ନିଶ୍ଚୟ ପଢନ୍ତୁ ଏଭଳି ଏକ ବିରଳ ଘଟଣା ବିଷୟରେ

ନମସ୍କାର ବନ୍ଧୁଗଣ, ଆପଣଙ୍କୁ ଆମର ଏହି ଲେଖାକୁ ସ୍ଵାଗତ । ଆଜି ଆମେ ଆପଣଙ୍କ ପାଇଁ ନେଇ ଆସିଛୁ ଏକ ଏଭଳି ଖବର ଯାହା ବିଷୟରେ ଜାଣିଲେ ଆପଣଙ୍କୁ ଝଟକା ଲାଗିବ। ଆଜ୍ଞା ହଁ ଏକ ଏଭଳି ଘଟଣା ଯାହା ଏବେ ସୋସିୟାଲ ମିଡିୟାରେ ଖୁବ ଚର୍ଚ୍ଚାର ବିଷୟ ହେଇଛି । ସେହି ଘଟଣାଟି ହେଲା ନିଜ ରକ୍ତର ଭାଇ ଓ ଭଉଣୀ କରିଛନ୍ତି ବିବାହ । ସଂସାରରେ ଯେଉଁଠି ଭାଇ ଓ ଭଉଣୀର ସମ୍ପର୍କକୁ ସବୁଠୁ ପବିତ୍ର ବୋଲି କୁହାଯାଏ ସେହି ସମାଜରେ ଏଭଳି ଏକ ଘଟଣା ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରିଦେଇଛି ।

ବଦଳୁଥିବା ସମୟରେ ସଂମ୍ପର୍କର ଅର୍ଥ ମଧ୍ୟ ବଦଳି ଯାଇଛି, ଭାଇ ଭଉଣୀର ଏହି ସମ୍ପର୍କ ଆଜି ଆଉ ପବିତ୍ର ହୋଇ ନାହିଁ । ଆଜି ଆମେ ଆପଣଙ୍କୁ ସେହିଭଳି ଏକ ସମ୍ପର୍କ ବିଷୟରେ କହିବୁ , ଯାହା ସମ୍ପର୍କ ନାଁରେ ଏକ କଳଙ୍କ ଅଟେ , ତେବେ ଏହି ଘଟଣାଟି ପଞ୍ଜାବର ବୋଲି ସୂଚନା ମିଳୁଛି । ଯେଉଁଠି ଏକ ଭାଇ ଭଉଣୀ ଦୁହେଁ ବିବାହ କରି ନେଇଛନ୍ତି । ସେହି ଘଟଣା ସାମ୍ନାକୁ  ଆସିବା ପରେ ସମସ୍ତେ ଏହି ବିଷୟରେ ଜାଣି ଆଶ୍ଚର୍ଯ୍ୟ ହେଉଛନ୍ତି ।

ସେ ଝିଅ ବିଦେଶରେ ରହିବାକୁ ଚାହୁଁଥିଲା କିନ୍ତୁ ସେଥିପାଇଁ ତାକୁ ଭିଜା ଦରକାର ଥିଲା ଓ ବହୁତ ଚେଷ୍ଟା ପରେ ମଧ୍ୟ ତାକୁ ଭିଜା ମିଳିପାରୁନଥିଲା ।  ସେ ନିଜ ଭାଇକୁ ଏହି ଅସୁବିଧା ବିଷୟରେ କହିଲା ଓ ତାର ଭାଇ କହିଲା କି ସେ ତାକୁ ଏଥିପାଇଁ କିଛି ସାହାଯ୍ୟ କରିବ । ଯେବେ ବହୁତ ଚେଷ୍ଟା କରି ମଧ୍ୟ କିଛି ହୋଇପାରିଲା ନାହିଁ ସେ ତାର ଭାଇକୁ ଏକ ଅଦ୍ଭୁତ ଉପାୟ କହିଲା,  ସେ କହିଲା କି ସେ ତାସହ ଫର୍ଜୀ ବିବାହ କରିଲେ ସେମାନଙ୍କୁ ଭିଜା ମିଳିପାରିବ।

ଏହାପରେ ସେ ଦୁହେଁ ପରସ୍ପରକୁ ବିବାହ କରିନେଲେ , ସବୁଠୁ ଆଶ୍ଚର୍ଯ୍ୟର କଥା ଏହା ଥିଲା କି ସେମାନଙ୍କ ପରିବାର ବି ଏହି ବିଷୟରେ ସହମତି ଦେଇଥିଲେ ।  ସେମାନେ ଗୁରୁଦ୍ୱାରାକୁ ଯାଇ ବିବାହ କରିନେଲେ । ଯେବେ ଏହି ମାମଲା ସମସ୍ତେ ଜାଣିଲେ ଆଶ୍ଚର୍ଯ୍ୟ ହୋଇଯାଇଥିଲେ କିନ୍ତୁ ଏହି ବାହାଘର କେହିବି ଆପତ୍ତି କରି ନଥିଲେ । ସେହି ସମୟରେ ପୁଲିସକୁ ଏହି ବିଷୟରେ ସୂଚନା ଦିଆ ଯାଇ ନଥିଲା । ଯାହା ବିଷୟରେ ସେମାନେ ପଛରେ ଜାଣିଲେ ଓ ସେତେ ବେଳକୁ ସେ ଦୁହେଁ ଅଷ୍ଟ୍ରେଲିଆ ପଳାଇଥିଲେ । ସେମାନଙ୍କ ନାଁରେ ଏଫଆଇଆର ଦର୍ଜ କରା ହୋଇଛି ।

Leave a Reply

Your email address will not be published. Required fields are marked *