ଭାଇ ଭଉଣୀରୁ ପତି ପତ୍ନୀ ହୋଇଥିବା ଏହି ଯୋଡି ଏହା ପ୍ରମାଣ କଲେ କି ପ୍ରେମ ସତରେ ଅନ୍ଧ ହୋଇଥାଏ- ପଢନ୍ତୁ ସମ୍ପୁର୍ଣ୍ଣ ଘଟଣା

ଏଥିରେ କୌଣସି ସନ୍ଦେହ ନାହିଁ କି ଆଜିକା ଯୁଗରେ ଲୋକ ନିଜର ସମ୍ପର୍କ ଏବଂ ମର୍ଯ୍ୟାଦା ଭୁଲି ଯାଉଛନ୍ତି । ଯେମିତି କଳିଯୁଗର ଦୌଡ ବଢି ଚାଲିଛି, ସେମିତି ସମ୍ପର୍କର ପରିଭାଷା ମଧ୍ୟ ବଦଳି ଯାଉଛି । ଆଜିର ସମୟରେ ସମ୍ପର୍କର କିଛି ମୂଲ୍ୟ ବଞ୍ଚି ନାହିଁ । ଆଜି ଯେଉଁ ଖବର ବିଷୟରେ ଆମେ ଆପଣଙ୍କୁ କହିବାକୁ ଯାଉଛୁ, ଯାହାକୁ ଜାଣିବା ପରେ ଆପଣ ବି କହିବେ ସତରେ ପ୍ରେମ ଅନ୍ଧ ହୋଇଥାଏ ।

ଏହା ଯମୁନାନଗର ଘଟନା । ଯମୁନାନଗରରେ ନିଜ ପରିବାର ଲୋକଙ୍କ ଡରରେ ଏକ ପ୍ରେମୀ ଯୁଗଳ ଚାରି ଘଣ୍ଟା ପର୍ଯ୍ୟନ୍ତ ଜଣେ ଓକିଲଙ୍କ କକ୍ଷର ଟେବୁଲ ତଳେ ହିଁ ଲୁଚି ରହିଥିଲେ ।

ଝିଅର ଘର ବାଲା ବାହାରେ ଥାଆନ୍ତି, ସେମାନଙ୍କର ଆସିବା ଦେଖି ସେମାନେ ଟେବୁଲ ତଳେ ଲୁଚିଯାଇଥିଲେ । ତାପରେ ଓକିଲ ପୋଲିସଙ୍କୁ ଡାକିଲେ ଏବଂ ସେ ଦୁଇଜଣଙ୍କୁ କୋଟ ଚାଳନ କରିଦେଲ । ଆପଣ ଜାଣି ଆଶ୍ଚର୍ଯ୍ୟ ହେବେକି ଏହି ପ୍ରେମିଯୁଗଳ ପ୍ରେମ କରିବା ପୂର୍ବରୁ ଭାଇ ଭଉଣୀ ଥିଲେ ।

କାହାଣୀ ଏହାକି ଏକ ବର୍ଷ ପୂର୍ବରୁ ଝିଅଟିର ଦେଖା ତା ମାଉସୀଙ୍କ ପୁତୁରା ସହିତ ହୋଇଥିଲା । ସେବେଠାରୁ ଏହି ଦୁଇଜଣଙ୍କୁ ଭଲ ପାଇବା ହେଇଗଲା ଏବଂ ତାଙ୍କ ଭଲପାଇବାକୁ ଆହୁରି ଦୃଢ କରିବା ପାଇଁ ସେମାନେ ବିବାହ କରିନେଲେ । ଏହି ଦୁଇଜଣ 21 ଜୁଲାଇ ରେ ଘରୁ ପଳେଈ ଯାଇଥିଲେ ଏବଂ 22 ଜୁଲାଇ ରେ ଏହି ଦୁଇଜଣ ଦୂର୍ଗା ମଣ୍ଡପରେ ବିବାହ କଲେ । ବିବାହ ପରେ ମଧ୍ୟ ଏହି ଦୁଇଜଣଙ୍କୁ ପରିବାରର ଡର ଥିଲା କାରଣ ସେମାନେ ଏହି ବିବାହରେ ରାଜି ନଥିଲେ । ଏଥି ପାଇଁ ସେମାନେ କୋର୍ଟ ଯାଇ ସୁରକ୍ଷା ପାଇଁ ଅପିଲ ମାଗିଥିଲେ ଏବଂ 24 ଜୁଲାଇ ରେ ସୁରକ୍ଷା ପାଇଁ ଅପିଲ କରିବାର ଥିଲା ।

 

କିନ୍ତୁ ଅବଶୋଷ ଏହାକି ତାଙ୍କର ଏହି ପ୍ଳାନ ବିଷୟରେ ତାଙ୍କ ଘରଲୋକ ମାନଙ୍କୁ ଜଣାପଡିଗଲା ଯାହା ଦ୍ଵାରା ସେମାନଙ୍କର ଘର ଲୋକ ଆଗ ଆସି କୋର୍ଟ ଗେଟ ଆଗରେ ପହଞ୍ଚି ଯାଇଥିଲେ । ପୁଲିସ ମାନଙ୍କର ସୁରକ୍ଷାରେ ସେମାନଙ୍କୁ କୋର୍ଟରେ ପେସ କରାଗଲା ଏବଂ ଜର୍ଜ ତାଙ୍କୁ ଏକ ସୁରକ୍ଷିତ ଘର ଦେଲେ ରହିବା ପାଇଁ । ଆମେ ସବୁବେଳେ ଚାହୁଞ୍ଚୁ କି ସମସ୍ତଙ୍କୁ ତାଙ୍କର ଭଲପାଇବା ମିଳି ଯାଉ, କିନ୍ତୁ ଏମିତି ଭାଇ ଭଉଣୀ ସମ୍ପର୍କକୁ ଭୁଲି ପତି ପତ୍ନୀ ହେବା ପୂରାପୂରି ଭୁଲ ହୋଇଥାଏ । ଯାହାକୁ ଆମ ସମାଜ କେବେ ସ୍ଵୀକାର କରିବ ନାହିଁ ।

Leave a Reply

Your email address will not be published. Required fields are marked *