ଭାରତର ରାଜନୀତି ସହ ଜଡିତ କିଛି ପ୍ରଶ୍ନ ଓ ଉତ୍ତର- GK Quiz

ନମସ୍କାର ବନ୍ଧୁଗଣ । ଆମ ଦେଶର ସ୍ଥିତି ବିଷୟରେ ଜାଣିବାକୁ ହୁଏ ତ ସମସ୍ତଙ୍କର ଇଚ୍ଛା ଥାଏ । କେଉଁ ଦେଶରେ କଣ ସବୁ ଘଟଣାମାନ ଘଟିଲା, କେମିତି ଘଟିଲା ଇତ୍ୟାଦି । କିନ୍ତୁ ଆମ ଦେଶର ଉଚ୍ଚ ପଦରେ ଥିବା ବ୍ୟକ୍ତି ମାନଙ୍କ ବିଷୟରେ ଖୁବ କମ ଲୋକ ଜାଣି ଛନ୍ତି । ଯେମିତି ଆମ ଦେଶର ପ୍ରଧାନ ମନ୍ତ୍ରୀ, ରାଷ୍ଟ୍ରପତି, ଉପ ରାଷ୍ଟ୍ରପତି ପଦ ରେ କେଉଁ ମାନେ ଅଛନ୍ତି ।

ଏହି ସବୁ ପଦ ହେଉଛି ଦେଶରେ ରାଷ୍ଟ୍ରୀୟ ପଦ । ଯାହାକୁ ପାଇବା ଏତେ ସହଜ ନୁହେଁ । ଏହି ସବୁ ରାଷ୍ଟ୍ରୀୟ ପଦ ଗୁଡିକ ରେ ଥିବା ମନ୍ତ୍ରୀ ମାନେ ଆଜି ଆମ ଦେଶର ଉନ୍ନତି ପାଇଁ ଅନେକ ଉନ୍ନତି ମୂଳକ କାର୍ଯ୍ୟ କରୁଛନ୍ତି । ଯାହା ପାଇଁ ଦେଶ ସୁଚାରୁପେ ଆଗକୁ ବଢି ପାରୁଛି । ତେବେ ଏହି ସବୁ ବିଷୟରେ ଜାଣିବାର ଅଧିକାର ପାଠ ପଢୁଥିବା ଛାତ୍ର ଛାତ୍ରୀ ମାନଙ୍କର ମଧ୍ୟ ଅଛି ।

ଛାତ୍ର ଛାତ୍ରୀ ମାନେ ନିଜର ବହି ରେ ନିଶ୍ଚୟ ପାଠ ପଢୁଥିବେ । କିନ୍ତୁ ଏମିତି କିଛି ଜଣ ଅଜଣା ପ୍ରଶ୍ନ ରହିଛି ଯାହା ହୁଏ ତ ସେମାନେ ଜାଣି ନ ଥିବେ । ଏହି ସବୁ ସାଧାରଣ ଜ୍ଞାନ ଭଳି ପ୍ରଶ୍ନ ଗୁଡିକ କିଛି ମାତ୍ରା ରେ ବହି ର ନ ଥାଏ । ଏହାକୁ ଆହରଣ କରି ପାରିବେ ଛାତ୍ର ଛାତ୍ରୀ ଏମାନେ ନିଶ୍ଚୟ ଉପକୃତ ହୋଇ ପାରିବେ । ତେବେ ଆଜି ଆମେ ଆପଣ ମାନଙ୍କୁ ଦେଶର ପ୍ରଧାନ ମନ୍ତ୍ରୀ ଙ୍କ ଠାରୁ ଆରମ୍ଭ କରି ଶିକ୍ଷା ମନ୍ତ୍ରୀ ପଦ ରେ କେଉଁ କେଉଁ ମାନେ ଅଛନ୍ତି ତାହା କହିବାକୁ ଯାଉଛୁ । ଆସନ୍ତୁ ଏବେ ଆରମ୍ଭ କରିବା ।

୧- ବର୍ତ୍ତମାନ ର ଭାରତର ପ୍ରଧାନମନ୍ତ୍ରୀ କିଏ ଅଛନ୍ତି ?

ଉତ୍ତର- ନରେନ୍ଦ୍ର ମୋଦୀ ।

୨- ବର୍ତ୍ତମାନ ର ଭାରତର ରାଷ୍ଟ୍ରପତି କିଏ ଅଛନ୍ତି ?

ଉତ୍ତର- ଦ୍ରୌପଦୀ ମୁର୍ମୁ ।

୩- ବର୍ତ୍ତମାନର ଭାରତର ଉପ ରାଷ୍ଟ୍ରପତି କିଏ ଅଛନ୍ତି ?

ଉତ୍ତର- ଏମ ଭେଙ୍କିୟା ନାଇଦୁ ।

୪- ବର୍ତ୍ତମାନ ଭାରତର ଅର୍ଥ ମନ୍ତ୍ରୀ କିଏ ଅଛନ୍ତି ?

ଉତ୍ତର- ନିର୍ମାଳା ସୀତାରମଣ ।

୫- ବର୍ତ୍ତମାନ ଭାରତର ବୈଦେଶିକ ମନ୍ତ୍ରୀ କିଏ ଅଛନ୍ତି ?

ଉତ୍ତର- ସୁବ୍ରମନ୍ୟମ ଜୟଶଙ୍କର ।

୬- ବର୍ତ୍ତମାନ ଭାରତର ଶିକ୍ଷା ମନ୍ତ୍ରୀ କିଏ ଅଛନ୍ତି ?

ଉତ୍ତର- ରମେଶ ପୋଖରୀୟାଲ ନିଶାଙ୍କ ।

୭- ଦୁଇ ଅଙ୍କ ବିଶିଷ୍ଟ ସବୁଠାରୁ ବଡ ସଂଖ୍ୟା କଣ ?

ଉତ୍ତର- ୯୯ ।

୮- ସବୁଠାରୁ ଛୋଟ ଯୁଗ୍ମ ସଂଖ୍ୟା କଣ ?

ଉତ୍ତର- ୨ ।

୯- ସବୁଠାରୁ ଛୋଟ ଅଯୁଗ୍ମ ସଂଖ୍ୟା କଣ ?

ଉତ୍ତର- ୧ ।

୧୦- କିଏ ପ୍ରବୋଧ ଭାରତ ପତ୍ରିକା ଆରମ୍ଭ କରିଥିଲେ ?

ଉତ୍ତର- ସ୍ଵାମୀ ବିବେକାନନ୍ଦ ।

ବନ୍ଧୁଗଣ ଆପଣ ମାନଙ୍କୁ ଆମ ପୋଷ୍ଟ ଟି ଭଲ ଲାଗିଥିଲେ ସାଙ୍ଗ ସାଥି ମାନଙ୍କ ସହ ସେୟାର କରନ୍ତୁ । ଆମ ସହ ଆଗକୁ ରହିବା ପାଇଁ ଆମ ପେଜକୁ ଗୋଟିଏ ଲାଇକ କରନ୍ତୁ, ଧନ୍ୟବାଦ ।

Leave a Reply

Your email address will not be published. Required fields are marked *