ଭାରତର ଗୋଲାପୀ ସହର କାହାକୁ କୁହାଯାଇଥାଏ ? GK Challenge for you

ବନ୍ଧୁଗଣ ଆମର ଏହି ବିଶାଳ ଦୁନିଆରେ ଅନେକ ଜ୍ଞାନପୂର୍ଣ୍ଣ ତଥ୍ୟ ରହିଛି । ତେବେ ସେହି ସବୁ ଗୁରୁତ୍ଵପୂର୍ଣ୍ଣ କଥା ମଧ୍ୟରୁ ଆପଣଙ୍କ ପାଇଁ ବଛା ବଛା କିଛି ସାଧାରଣ ଜ୍ଞାନ ଏଠାରେ ନେଇକି ଆସିଅଛୁ । ତେବେ ବନ୍ଧୁଗଣ ଆଉ ସମୟ ବିଳମ୍ବ ନକରି ଚାଲନ୍ତୁ ସେହି ସମସ୍ତ ସାଧାରଣ ଜ୍ଞାନ ବିଷୟରେ ଏଠାରେ ଆଲୋଚନା କରିବା ।

1- ଭାରତର କେଉଁ ନଦୀରେ ସୁନା ପ୍ରବାହିତ ହୋଇଥାଏ ?

ଉତ୍ତର;- ଭାରତର ସ୍ଵର୍ଣ୍ଣରେଖା ନଦୀରେ ସୁନା ପ୍ରବାହିତ ହୋଇଥାଏ ।

2- କେଉଁ ଜୀବ ଜିଏକି ସପ୍ତାହ ପାଣି ନପିଇକି ବି ରହିପାରେ ?

ଉତ୍ତର;- ଓଟ ଜିଏକି ସପ୍ତାହ ପାଣି ନପିଇକି ବି ରହିପାରେ ।

3- ଦୁନିଆର ସବୁଠାରୁ ସୁନ୍ଦର ଦେଶ କେଉଁଟି ଅଟେ ?

ଉତ୍ତର;- ଦୁନିଆର ସବୁଠାର ସୁନ୍ଦର ଦେଶ ହେଉଛି ସିଙ୍ଗାପୁର ।

4- ମାଛ କାହା ଦ୍ଵାରା ଶ୍ଵାସକ୍ରିୟା କରିଥାନ୍ତି ?

ଉତ୍ତର;- ମାଛ ନିଜର ଗାଲିସି ଦ୍ଵାରା ଶ୍ଵାସକ୍ରିୟା କରିଥାନ୍ତି ।

5- ରାବିସ ବେମାରୀ କେଉଁ ଜୀବ କାମୁଡିବା ଦ୍ଵାରା ହୋଇଥାଏ ?

ଉତ୍ତର;- ରାବିସ ବେମାରୀ କୁକୁର କାମୁଡିବା ଦ୍ଵାରା ହୋଇଥାଏ ।

6- ଭାରତରେ ସବୁଠାରୁ ଉଚ୍ଚ ଫିଲ୍ମ ଥ୍ରିଏଟର କେଉଁଠାରେ ଅଛି ?

ଉତ୍ତର;- ଭାରତରେ ସବୁଠାରୁ ଉଚ୍ଚା ଫିଲ୍ମ ତ୍ରିଏଟର ଲଦାଖ ଠାରେ ଅଛି ।

7- ଫଳ ମାନଙ୍କର ରାଣୀ କାହାକୁ କୁହାଯାଇଥାଏ ?

ଉତ୍ତର;- ଫଳ ମାନଙ୍କର ରାଣୀ ଲିଚୁକୁ କୁହାଯାଇଥାଏ ।

8- ଓଟ କେଉଁ ରାଜ୍ୟର ରାଜକୀୟ ପଶୁ ଅଟେ ?

ଉତ୍ତର;- ଓଟ ରାଜସ୍ଥାନର ରାଜକୀୟ ପଶୁ ଅଟେ ।

9- ପଢିବା ବାଲା ଖବର କାଗଜ କେଉଁ ଗଛରୁ ତିଆରି ହୋଇଥାଏ ?

ଉତ୍ତର;- ପଢିବା ବାଲା ଖବର କାଗଜ ବାଉଁଶ ଗଛରୁ ତିଆରି ହୋଇଥାଏ ।

10- ରାଣୀ ଲକ୍ଷ୍ମୀବାଇଙ୍କର ଜନ୍ମ ସ୍ଥାନ କେଉଁଟି ?

ଉତ୍ତର;- ରାଣୀ ଲକ୍ଷ୍ମୀବାଈଙ୍କର ଜନ୍ମସ୍ଥାନ ହେଉଛି କାଶୀ ଠାରେ ।

11- ଜୟ ହିନ୍ଦର ସ୍ଲୋଗାନ କିଏ ଦେଇଥିଲେ ?

ଉତ୍ତର;- ଜୟ ହିନ୍ଦର ସ୍ଲୋଗାନ ସୁଭାଷ ଚନ୍ଦ୍ର ବୋଷ ଦେଇଥିଲେ ।

12- କେଉଁ ଭାରତୀୟ ବ୍ଯାଙ୍କର ସବୁଠାରୁ ଅଧିକ ଶାଖା ଅଛି ?

ଉତ୍ତର;- ଭାରତୀୟ ଷ୍ଟେଟ ବ୍ଯାଙ୍କର ସବୁଠାରୁ ଅଧିକ ଶାଖା ରହିଛି ।

13- ମାଛ ଉତ୍ପାଦନରେ ସବୁଠାରୁ ଆଗ ସ୍ଥାନରେ କେଉଁ ରାଜ୍ୟ ରହିଛି ?

ଉତ୍ତର;- ମାଛ ଉତ୍ପାଦନରେ ସବୁଠାରୁ ଆଗ ସ୍ଥାନରେ ପଶ୍ଚିମବଙ୍ଗ ।

14-ଭାରତର କେଉଁ ସହରକୁ ଗୋଲାପୀ ସହର କୁହାଯାଇଥାଏ ?

ଉତ୍ତର;- ଭାରତର ଜୟପୁରକୁ ଗୋଲାପୀ ସହର କୁହାଯାଇଥାଏ ।

15- କେଉଁ ଗଛକୁ କାଟିଳେ ବ୍ଲଡ଼ ବାହାରିଥାଏ ?

ଉତ୍ତର;- ବ୍ଲଡ଼ବୁଡ ଗଛକୁ କାଟିଳେ ସେଥିରୁ ବ୍ଲଡ଼ ବାହାରିଥାଏ ।

ପୋଷ୍ଟଟି ଭଲ ଲାଗିଥିଲେ । ଏହିଭଳି ଜ୍ଞାନପୂର୍ଣ୍ଣ ପୋଷ୍ଟ ପଢିବା ପାଇଁ ଆମ ପେଜକୁ ଲାଇକ୍, କମେଣ୍ଟ ଓ ଶେୟାର କରନ୍ତୁ ।

Leave a Reply

Your email address will not be published. Required fields are marked *