ବନ୍ଧୁଗଣ ଆମର ଏହି ବିଶାଳ ଦୁନିଆରେ ଅନେକ ଜ୍ଞାନପୂର୍ଣ୍ଣ ତଥ୍ୟ ରହିଛି । ତେବେ ସେହି ସବୁ ଗୁରୁତ୍ଵପୂର୍ଣ୍ଣ କଥା ମଧ୍ୟରୁ ଆପଣଙ୍କ ପାଇଁ ବଛା ବଛା କିଛି ସାଧାରଣ ଜ୍ଞାନ ଏଠାରେ ନେଇକି ଆସିଅଛୁ । ତେବେ ବନ୍ଧୁଗଣ ଆଉ ସମୟ ବିଳମ୍ବ ନକରି ଚାଲନ୍ତୁ ସେହି ସମସ୍ତ ସାଧାରଣ ଜ୍ଞାନ ବିଷୟରେ ଏଠାରେ ଆଲୋଚନା କରିବା ।
1- ଭାରତର କେଉଁ ନଦୀରେ ସୁନା ପ୍ରବାହିତ ହୋଇଥାଏ ?
ଉତ୍ତର;- ଭାରତର ସ୍ଵର୍ଣ୍ଣରେଖା ନଦୀରେ ସୁନା ପ୍ରବାହିତ ହୋଇଥାଏ ।
2- କେଉଁ ଜୀବ ଜିଏକି ସପ୍ତାହ ପାଣି ନପିଇକି ବି ରହିପାରେ ?
ଉତ୍ତର;- ଓଟ ଜିଏକି ସପ୍ତାହ ପାଣି ନପିଇକି ବି ରହିପାରେ ।
3- ଦୁନିଆର ସବୁଠାରୁ ସୁନ୍ଦର ଦେଶ କେଉଁଟି ଅଟେ ?
ଉତ୍ତର;- ଦୁନିଆର ସବୁଠାର ସୁନ୍ଦର ଦେଶ ହେଉଛି ସିଙ୍ଗାପୁର ।
4- ମାଛ କାହା ଦ୍ଵାରା ଶ୍ଵାସକ୍ରିୟା କରିଥାନ୍ତି ?
ଉତ୍ତର;- ମାଛ ନିଜର ଗାଲିସି ଦ୍ଵାରା ଶ୍ଵାସକ୍ରିୟା କରିଥାନ୍ତି ।
5- ରାବିସ ବେମାରୀ କେଉଁ ଜୀବ କାମୁଡିବା ଦ୍ଵାରା ହୋଇଥାଏ ?
ଉତ୍ତର;- ରାବିସ ବେମାରୀ କୁକୁର କାମୁଡିବା ଦ୍ଵାରା ହୋଇଥାଏ ।
6- ଭାରତରେ ସବୁଠାରୁ ଉଚ୍ଚ ଫିଲ୍ମ ଥ୍ରିଏଟର କେଉଁଠାରେ ଅଛି ?
ଉତ୍ତର;- ଭାରତରେ ସବୁଠାରୁ ଉଚ୍ଚା ଫିଲ୍ମ ତ୍ରିଏଟର ଲଦାଖ ଠାରେ ଅଛି ।
7- ଫଳ ମାନଙ୍କର ରାଣୀ କାହାକୁ କୁହାଯାଇଥାଏ ?
ଉତ୍ତର;- ଫଳ ମାନଙ୍କର ରାଣୀ ଲିଚୁକୁ କୁହାଯାଇଥାଏ ।
8- ଓଟ କେଉଁ ରାଜ୍ୟର ରାଜକୀୟ ପଶୁ ଅଟେ ?
ଉତ୍ତର;- ଓଟ ରାଜସ୍ଥାନର ରାଜକୀୟ ପଶୁ ଅଟେ ।
9- ପଢିବା ବାଲା ଖବର କାଗଜ କେଉଁ ଗଛରୁ ତିଆରି ହୋଇଥାଏ ?
ଉତ୍ତର;- ପଢିବା ବାଲା ଖବର କାଗଜ ବାଉଁଶ ଗଛରୁ ତିଆରି ହୋଇଥାଏ ।
10- ରାଣୀ ଲକ୍ଷ୍ମୀବାଇଙ୍କର ଜନ୍ମ ସ୍ଥାନ କେଉଁଟି ?
ଉତ୍ତର;- ରାଣୀ ଲକ୍ଷ୍ମୀବାଈଙ୍କର ଜନ୍ମସ୍ଥାନ ହେଉଛି କାଶୀ ଠାରେ ।
11- ଜୟ ହିନ୍ଦର ସ୍ଲୋଗାନ କିଏ ଦେଇଥିଲେ ?
ଉତ୍ତର;- ଜୟ ହିନ୍ଦର ସ୍ଲୋଗାନ ସୁଭାଷ ଚନ୍ଦ୍ର ବୋଷ ଦେଇଥିଲେ ।
12- କେଉଁ ଭାରତୀୟ ବ୍ଯାଙ୍କର ସବୁଠାରୁ ଅଧିକ ଶାଖା ଅଛି ?
ଉତ୍ତର;- ଭାରତୀୟ ଷ୍ଟେଟ ବ୍ଯାଙ୍କର ସବୁଠାରୁ ଅଧିକ ଶାଖା ରହିଛି ।
13- ମାଛ ଉତ୍ପାଦନରେ ସବୁଠାରୁ ଆଗ ସ୍ଥାନରେ କେଉଁ ରାଜ୍ୟ ରହିଛି ?
ଉତ୍ତର;- ମାଛ ଉତ୍ପାଦନରେ ସବୁଠାରୁ ଆଗ ସ୍ଥାନରେ ପଶ୍ଚିମବଙ୍ଗ ।
14-ଭାରତର କେଉଁ ସହରକୁ ଗୋଲାପୀ ସହର କୁହାଯାଇଥାଏ ?
ଉତ୍ତର;- ଭାରତର ଜୟପୁରକୁ ଗୋଲାପୀ ସହର କୁହାଯାଇଥାଏ ।
15- କେଉଁ ଗଛକୁ କାଟିଳେ ବ୍ଲଡ଼ ବାହାରିଥାଏ ?
ଉତ୍ତର;- ବ୍ଲଡ଼ବୁଡ ଗଛକୁ କାଟିଳେ ସେଥିରୁ ବ୍ଲଡ଼ ବାହାରିଥାଏ ।
ପୋଷ୍ଟଟି ଭଲ ଲାଗିଥିଲେ । ଏହିଭଳି ଜ୍ଞାନପୂର୍ଣ୍ଣ ପୋଷ୍ଟ ପଢିବା ପାଇଁ ଆମ ପେଜକୁ ଲାଇକ୍, କମେଣ୍ଟ ଓ ଶେୟାର କରନ୍ତୁ ।