ଏପରି କାମ କରନ୍ତୁ, ତୁମ ପାର୍ଟନର ଦିନ ରାତି ତୁମରି ହିଁ କଥା ମନେ ପକାଇବେ…Love formula

ବନ୍ଧୁଗଣ ଯେଉଁ ମାନେ ଲଭ ରିଲେସନରେ ରହିଛନ୍ତି। ସେମାନଙ୍କ ଲଭ ରିଲେସନ ଯେପରି ଆଉ ଟିକେ ମଧୁର ଆଉ ଟିକେ ମଜଭୁତ ହେଉ । ସେଥିପାଇଁ ଲଭ କପୁଲ୍  ମାନଙ୍କୁ ଏଭଳି କିଛି ଟ୍ରିକ୍ସ ଆପଣାଇବାକୁ ପଡିବ । ଯାହା ଦ୍ଵାରା ଆପଣଙ୍କ ଲଭ ପାର୍ଟନର କେବଳ ଆପଣଙ୍କ କଥା ହିଁ ଭାବିବେ । ଆଉ କାହା କଥା କେବେବି ତାଙ୍କ ମନକୁ ଆଣିବେ ନାହିଁ । ତେବେ ସେହି ସବୁ ଲଭ ଟ୍ରିକ୍ସ କଣ କଣ ଅଟେ ଚାଲନ୍ତୁ ଜାଣିବା ।

1- ଗୋଟିଏ କଥାକୁ ସବୁବେଳେ କୁହନ୍ତୁ ନାହିଁ କି ଗୋଟିଏ କାମକୁ ସବୁବେଳେ କରନ୍ତୁ ନାହିଁ । ବନ୍ଧୁଗଣ ଏହାର ମାନେ ହେଉଛି । ଯଦି ତୁମେ ରିଲେସନସିପରେ ଅଛ । ତେବେ ତୁମ ଲଭ ପାର୍ଟନର ସହ ସବୁବେଳେ ଗୋଟିଏ କଥାକୁ ବାରମ୍ବାର କୁହ ନାହିଁ । ଯେମିତିକି ସକାଳ ହେଲା ମାତ୍ରେ ଗୁଡ୍ ମର୍ନିଙ୍ଗ କି ରାତିରେ ଗୁଡ୍ ନାଇଟ ଏହି ସବୁ କଥାକୁ ନୀତିଦିନିଆ ଅଭ୍ଯାସରେ ପକାଅ ନାହିଁ ।

ତୁମେ ଏହି ସବୁ ୱିଶ କରିପାର । ହେଲେ ସବୁବେଳେ ଗୋଟେ ପ୍ରକାର କଥା କହିବା ଦ୍ଵାରା ତୁମ ପାର୍ଟନର ବୋରିଙ୍ଗ ହୋଇଯାଇ ପାରନ୍ତି । ତେଣୁ ଏମିତି କିଛି କଥା ତାଙ୍କ ସହ ପ୍ରତିଦିନ କର । ଯାହା ଦ୍ଵାରା ତୁମ ପ୍ରତି ତାଙ୍କର ଇଣ୍ଟରେଷ୍ଟ ଅଧିକ ବଢିଯାଇଥାଏ ।

2- ତୁମର କଥା କହିବା ଶୈଳୀ ଏପରି କର । ଯାହା ଦ୍ଵାରା ତୁମ ସହ ତୁମ ପାର୍ଟନର କଥା ହେଲା ବେଳେ ଯେପରି ବୋର ନହୋଇଜାଅନ୍ତି । ଏପରି ଭାବେ ନିଜ ପାର୍ଟନର ସହ କଥା ହେବାକୁ ଚେଷ୍ଟା କର । ଯାହା ଦ୍ଵାରା ସେ ତୁମ ସହ ଫୋନ, ମେସେଜରେ ବ ସିଧାସଳଖ ତୁମ ସହ କଥା ହେବାକୁ ପାଗଳଙ୍କ ପରି ହେବାକୁ ଲାଗିବେ ।

3- ନିଜର ପାର୍ଟନରର ଭଲ ଭାବେ କେୟାର କର । ଯେହେତୁ ତୁମେ ତାଙ୍କୁ ଭଲ ପାଉଛ । ତେବେ ତାଙ୍କର ଭଲ ମନ୍ଦ କଥା ପଚାରି ବୁଝିବା ବି ତୁମର କର୍ତ୍ତବ୍ୟ ଅଟେ । ନହେଲେ ଯଦି ତୁମେ ତୁମ ପାର୍ଟନରର କେୟାର କରିବ ନାହିଁ । ତେବେ ତୁମ ଭଲ ପାଇବା ତାଙ୍କ ପ୍ରତି କମ ହୋଇଗଲା ଅପରି ତାଙ୍କୁ ଲାଗିବ । ହେଲେ ଗୋଟେ କଥାର ମଧ୍ୟ ଧ୍ୟାନ ଦେବାକୁ ପଡିବ । ଯେ ପାର୍ଟନରର କେୟାର କର ।

ହେଲେ ବେଳେବେଳେ ଜଣଙ୍କୁ ଏତେ ବି କେୟାର କର ନାହିଁ । ଯେ ସେ ତୁମର ମହତ୍ଵ ବୁଝିପାରିବେ ନାହିଁ । ତେଣୁ ହୃଦୟରୁ ତାଙ୍କ କଥା ଭାବିଲେ ମଧ୍ୟ ବେଳେବେଳେ ତାଙ୍କ ଠାରୁ ଟିକେ ଦୂରେଇ ଦୂରେଇ ରହିବାକୁ ଚେଷ୍ଟା କରିବ । ଯାହା ଦ୍ଵାରା ସେ ଯଦି ତୁମକୁ ଯଦି ପ୍ରକୃତରେ ଭଲ ପାଉଥିବେ । ତେବେ ତୁମର ଅନୁପସ୍ତିତିକୁ ସେ ଫିଲ୍ କରିପାରି ତୁମ କଥା ହିଁ ଭାବିବାରେ ଲାଗିବେ । ପୋଷ୍ଟଟି ଭଲ ଲାଗିଥିଲେ । ପେଜୁକୁ ଲାଇକ୍, କମେଣ୍ଟ ଓ ଶେୟାର କରନ୍ତୁ ।

Leave a Reply

Your email address will not be published. Required fields are marked *