GK QUESTIONS – ଭାରତରେ ମୋଟ କେତୋଟି ରାଜ୍ୟ ଅଛି ? 15+ GK With Answers

ବନ୍ଧୁଗଣ ଆଜି କାଲିର ବ୍ୟକ୍ତିଙ୍କର ଜୀବନ ବହୁତ ବ୍ୟସ୍ତ ବହୁଳ ହୋଇ ପଡିଲାଣି । ହେଲେ ସେହି ମଧ୍ୟରେ ବି ବ୍ୟକ୍ତି ନିଜ ମନକୁ ଖୁସି କରି ନିଜ ଜୀବନର ଚଲା ପଥରେ ଆଗେଇ ଚାଲିଛି । ବନ୍ଧୁଗଣ ଦୁନିଆରେ ଏତେ ସାରା ଜ୍ଞାନ ପୂର୍ଣ୍ଣ କଥା ଭରି ହୋଇ ରହିଛି । ଯାହାର କଳନା କରିବା ମଧ୍ୟ ସମ୍ଭବ । ହେଲେ ଯଦି ବ୍ୟକ୍ତି ପ୍ରତିଦିନ କିଛି କିଛି ଜ୍ଞାନ ପଢିଥାଏ । ତେବେ ସେହି ବ୍ୟକ୍ତିକୁ ସେହି ସବୁ ଜ୍ଞାନର ଆବଶ୍ୟକତା ସ୍ଥଳ ରେ ବହୁତ ଦରକାର ପଡିଥାଏ ।

ଦୁନିଆରେ ଅନେକ ଜ୍ଞାନପୂର୍ଣ୍ଣ କଥା ଭରି ହୋଇ ରହିଛି । ଯାହା ସବୁ କିଛି ଟିକିନିକି କରି ଜାଣିବା । ସାଧାରଣ ପକ୍ଷେ ସମ୍ଭବ ନୁହେଁ । ହେଲେ ସେଥି ମଧ୍ୟରୁ କିଛି ନୂଆ ନୂଆ ଓ ଜ୍ଞାନ ଭରା ତଥ୍ୟ ଆଜି ଆମେ ଆପଣଙ୍କ ପାଇଁ ନେଇ ଆସିଛୁ । ଯାହା ଆପଣଙ୍କର ଜ୍ଞାନ ବଢାଇବାରେ ସାହାଜ୍ଯ କରିଥାଏ । ତେବେ ଆଉ ସମୟକୁ ବିଳମ୍ବ ନ କରି ଚାଲନ୍ତୁ ସେହି ମଜାଳିଆ କଥା ଆଲୋଚନା କରି ନେବା ।

1- କେଉଁ ଦେଶ ଶିକ୍ଷା ନମ୍ବର-1 ରେ ଅଛି ?

ଉତ୍ତର- କାନାଡା ।

2- ଭାରତରେ କେଉଁ ରାଷ୍ଟ୍ରପତି ଖବରକାଗଜ ବିକ୍ରି କରୁଥିଲେ ?

ଉତ୍ତର- ଏପିଜି ଅବଦୁଲ କଲାମ ।

3- ଭାରତରେ ସୁନା ଖଣି କେଉଠି ଅଛି ?

ଉତ୍ତର- କର୍ଣ୍ଣାଟକ ।

4- ଗୌତମ ବୁଦ୍ଧ ଙ୍କୁ ବୋଧଗୟାରେ କେଉଁ ଗଛ ତଳେଜ୍ଞାନ ପ୍ରାପ୍ତ ହୋଇଥିଲା ?

ଉତ୍ତର- ଓସ୍ତ ଗଛ ।

5- ଦୁନିଆରେ ସବୁଠୁ ଦୁଃଖୀ ପଶୁ କିଏ ?

ଉତ୍ତର- ପୋଲର ବିୟର ।

6- କେଉଁ ଦେଶ ଦୁନିଆରେ ସବୁଠାରୁ ଅଧିକ ସୌର ଊର୍ଜା ର ଉପୋଯୋଗ କରିଥାଏ ?

ଉତ୍ତର- ଚୀନ ।

7- କୁକୁର କାମୁଡିଲେ କେଉଁ ରୋଗ ହୁଏ ?

ଉତ୍ତର- ରେବୀଜ ।

8- ଭାରତରେ ପ୍ରଥମେ ସୂର୍ଯ୍ୟ କେଉଁଠି ଉଦୟ ହୋଇଥାଏ ?

ଉତ୍ତର- ଅରୁଣାଚଳ ପ୍ରଦେଶ ।

9- ପୃଥିବୀ ଦିବସ କେବେ ପାଳିତ ହୁଏ ?

ଉତ୍ତର- 22 ଏପ୍ରିଲ ।

10- ପାକିସ୍ତାନର ରାଷ୍ଟ୍ରୀୟ ଖେଳର ନାମ କଣ ?

ଉତ୍ତର- ହକି ।

11- ଭାରତ ଦେଶରେ ସନ୍ଧାନ କିଏ କରିଥିଲେ ?

ଉତ୍ତର- ଭାସ୍କୋଡାଗାମା ।

12- କେଉଁ ଜୀବ ର ହାଡ ସବୁଠାରୁ ଅଧିକ ମଜବୁତ ?

ଉତ୍ତର- ବାଘ ।

13- ରୋଟି କେଉଁ ଗ୍ଯାସ କାରଣରୁ ଫୁଲିଥାଏ ?

ଉତ୍ତର- କାର୍ବନ ଡାଇ ଅକ୍ସାଇଡ ।

14- ଭାରତର କେଉଁ ସହରରେ ଯନ୍ତର ମନ୍ଥର ଅଛି ?

ଉତ୍ତର- ଦିଲ୍ଲୀ ।

15- ଦୀପାବଳି ରେ ବାଣ ଫୁଟାଇବାର ପରମ୍ପରା କେଉଁ ଦେଶ ଆରମ୍ଭ କରିଥିଲା ?

ଉତ୍ତର- ଚୀନ ।

16- ଏମିତି କେଉଁ ପକ୍ଷୀ ଅଛି ଯିଏ ପଥର ଖାଇଥାଏ ?

ଉତ୍ତର- ସୁତୁର୍ମୁର୍ଗ ।

17- କେଉଁ ଦେଶରେ କଙ୍ଗାରୁର ଜନସଂଖ୍ୟା ସବୁଠୁ ଅଧିକ ରହିଛି ?

ଉତ୍ୟତାର- ଅଷ୍ଟ୍ରେଲିୟା ।

18- ଆଖି ଦେଖାଇବା ଢଗର ଅର୍ଥ କଣ ?

ଉତ୍ତର- ଡରାଇବା ।

19- ଭାରତରେ ମୋର କେତୋଟି ରାଜ୍ୟ ଅଛି ?

ଉତ୍ତର- 735ଟି ।

ବନ୍ଧୁଗଣ ଆପଣ ମାନଙ୍କୁ ଆମ ପୋଷ୍ଟ ଟି ଭଲ ଲାଗିଥିଲେ ଆମ ସହ ଆଗକୁ ରହିବା ପାଇଁ ଆମ ପେଜକୁ ଗୋଟିଏ ଲାଇକ କରନ୍ତୁ, ଧନ୍ୟବାଦ ।

Leave a Reply

Your email address will not be published. Required fields are marked *