GK – ଏମିତି କେଉଁ ଗଛକୁ କାଟିଲେ ମଣିଷ ପରି ରକ୍ତ ବାହାରିଥାଏ ? 10+GK with Answers

ବନ୍ଧୁଗଣ ଆଜି କାଲିର ବ୍ୟକ୍ତିଙ୍କର ଜୀବନ ବହୁତ ବ୍ୟସ୍ତ ବହୁଳ ହୋଇ ପଡିଲାଣି । ହେଲେ ସେହି ମଧ୍ୟରେ ବି ବ୍ୟକ୍ତି ନିଜ ମନକୁ ଖୁସି କରି ନିଜ ଜୀବନର ଚଲା ପଥରେ ଆଗେଇ ଚାଲିଛି । ବନ୍ଧୁଗଣ ଦୁନିଆରେ ଏତେ ସାରା ଜ୍ଞାନ ପୂର୍ଣ୍ଣ କଥା ଭରି ହୋଇ ରହିଛି । ଯାହାର କଳନା କରିବା ମଧ୍ୟ ସମ୍ଭବ । ହେଲେ ଯଦି ବ୍ୟକ୍ତି ପ୍ରତିଦିନ କିଛି କିଛି ଜ୍ଞାନ ପଢିଥାଏ । ତେବେ ସେହି ବ୍ୟକ୍ତିକୁ ସେହି ସବୁ ଜ୍ଞାନର ଆବଶ୍ୟକତା ସ୍ଥଳ ରେ ବହୁତ ଦରକାର ପଡିଥାଏ ।

ଦୁନିଆରେ ଅନେକ ଜ୍ଞାନପୂର୍ଣ୍ଣ କଥା ଭରି ହୋଇ ରହିଛି । ସାଧାରଣ ପକ୍ଷେ ସମ୍ଭବ ନୁହେଁ । ହେଲେ ସେଥି ମଧ୍ୟରୁ କିଛି ନୂଆ ନୂଆ ଓ ଜ୍ଞାନ ଭରା ତଥ୍ୟ ଆଜି ଆମେ ଆପଣଙ୍କ ପାଇଁ ନେଇ ଆସିଛୁ । ଏହି ସବୁ ପ୍ରଶ୍ନ ର ଉତ୍ତର ଆପଣ ଜାଣିଥିଲେ ମଧ୍ୟ ଅନେକ ସମୟରେ ଦରକାରୀ ସମୟରେ ଦେଇ ପାରି ଣ ଥାନ୍ତି । ଯାହା ପାଇଁ ଆପଣଙ୍କୁ ପରେ ଅନୁତାପ କରିବାକୁ ପଡିଥାଏ । ତେବେ ଏହି ସବୁ ପ୍ରଶ୍ନ ବହୁତ ସହଜ ଓ ସରଳ । ଯାହା ଛାତ୍ର ଛାତ୍ରୀ ମାନେ ମଧ୍ୟ ଜାଣିବା ନିହାତି ଜରୁରୀ ଅଟେ । ତେବେ ଆସନ୍ତୁ ଜାଣି ନେବା ସେହି ସବୁ ପ୍ରଶ୍ନ ଓ ଏହାର ଉତ୍ତର ।

1- କେଉଁ ଜୀବ ର ହୃଦୟ ନାହିଁ ?

ଉତ୍ତର- ଜେଲି ଫିସ ।

2- କର ବା ମର ନାରା କିଏ ଦେଇଥିଲେ ?

ଉତ୍ତର- ମହାତ୍ମା ଗାନ୍ଧୀ ।

3- କେଉଁ ଖେଳାଳି ଙ୍କୁ ସର୍ବ ପ୍ରଥମେ ଭାରତ ରତ୍ନ ପୁରସ୍କାର ଦିଆ ଯାଇଥିଲା ?

ଉତ୍ତର- ସଚିନ ତେନ୍ଦୁଲକର ।

4- ସର୍ବ ପ୍ରଥମେ ଟ୍ରେନ କେଉଁ ଦେଶରେ ଚଳାଚଳ ହୋଇଥିଲା ?

ଉତ୍ତର- ଇଂଲଣ୍ଡ ।

5- କାହାର 3ଟି ହୃଦୟ ଥାଏ ?

ଉତ୍ତର- ଅକ୍ଟୋପସ ।

6- ଓଡିଶାର ଭାତ ହାଣ୍ଡି କାହାକୁ କୁହାଯାଏ ?

ଉତ୍ତର- ବରଗଡ ।

7- କାଗଜର ଆବିଷ୍କାର କେଉଁ ଦେଶ କରିଥିଲା ?

ଉତ୍ତର- ଚୀନ ।

8- ପିପିଲି କେଉଁ ପାଇଁ ପ୍ରସିଦ୍ଧ ?

ଉତ୍ତର- ଚାନ୍ଦୁଆ ।

9- ସବୁଠାରୁ ବଡ ଜଳଚର ପ୍ରାଣୀ ର ନାମ କଣ ?

ଉତ୍ତର- ନୀଳ ତିମି ।

10- କେଉଁ ଦେଶର ଲୋକେ ଅଧିକ ପରିଶ୍ରମୀ ହୋଇଥାନ୍ତି ?

ଉତ୍ତର- ଜାପାନ ।

11- ଭାରତରେ କେତୋଟି ରାଜ୍ୟ ଅଛି ?

ଉତ୍ତର- 29 ଟି ।

12-ମରୁଭୁମି ରେ କେଉଁ ଗଛ ଅଧିକ ଦେଖା ଯାଇଥାଏ ?

ଉତ୍ତର- କ୍ୟାକଟସ ଗଛ ।

13- ଏମିତି କେଉଁ ଗଛକୁ କାଟିଲେ ମଣିଷ ପରି ରକ୍ତ ବାହାରିଥାଏ ?

ଉତ୍ତର- ବ୍ଲଟବୁଟ ଟ୍ରୀ ।

ବନ୍ଧୁଗଣ ଆପଣ ମାନଙ୍କୁ ଆମ ପୋଷ୍ଟ ଟି ଭଲ ଲାଗିଥିଲେ ନିଜର ସାଙ୍ଗ ସାଥି ମାନଙ୍କ ସହ ସେୟାର କରନ୍ତୁ । ଆମ ସହ ଆଗକୁ ରହିବା ପାଇଁ ଆମ ପେଜକୁ ଗୋଟିଏ ଲାଇକ କରନ୍ତୁ, ଧନ୍ୟବାଦ ।

Leave a Reply

Your email address will not be published. Required fields are marked *