ଯେତେବେଳେ ମହିଳା ରାତିରେ ଫୋନ କରି ନିଜ ଭଉଣୀ କୁ କହିଲେ, ଦିଦି ସେ ବହୁତ ଖରାପ ଲୋକ, ଆମ ବେଡରୁମ ରେ ବି କ୍ୟାମେରା… ଜାଣନ୍ତୁ ତା ପରେ କଣ ହେଲା?

କୁହାଯାଏ ଯେ ସ୍ଵାମୀ ସ୍ତ୍ରୀ ସମ୍ପର୍କ ବହୁତ ପବିତ୍ର ହୋଇ ଥାଏ ଓ ବିବାହ ବନ୍ଧନ ରେ କେବଳ ଗୋଟେ ଝିଅ ଆଉ ଗୋଟେ ପୁଅ ବନ୍ଧା ହୁଅନ୍ତି ନାହିଁ ଦୁଇଟି ପରିବାର ବନ୍ଧା ହୁଅନ୍ତି । ଆଜି ଆମେ ଆପଣଙ୍କୁ ଏମିତି ଗୋଟେ ଘଟଣା ବିଷୟରେ କହିବାକୁ ଯାଉଛୁ ଯାହା ଶୁଣିଲା ପରେ ଆପଣ ମଧ୍ୟ ଆଶ୍ଚର୍ଯ୍ୟ ହୋଇ ଯିବେ । ଆପଣଙ୍କୁ ଆମେ ଏହା କହିବାକୁ ଚାହୁଁଛୁ ଯେ ଏହି ଘଟଣା ଏଶବାଗ ର ଅଟେ ।

ସ୍ଵାମୀ କରୁଥିଲା ଏମିତିକା କାମ ଯାହା ସ୍ତ୍ରୀ ଜୀବନ ନର୍କ କରି ଦେଇ ଥିଲା ଏସବୁ ନସହି ପାରି ସ୍ତ୍ରୀ କଲେ ଆତ୍ମହତ୍ୟା, ତେବେ ଆସନ୍ତୁ ଜାଣିବା ଏମିତି କଣ କରୁଥିଲା ସ୍ଵାମୀ ଯାହା ପାଇଁ ସ୍ତ୍ରୀକୁ ଫାଶୀ ଲଗେଇବାକୁ ପଡିଲା ।

ସ୍ଵାମୀକୁ ନିଜ ସ୍ତ୍ରୀ ଉପରେ ବିନା କୌଣସି କାରଣ ରେ ସନ୍ଦେହ ରହୁଥିଲା ଯାହା ପାଇଁ ସେ ନିଜ ବେଡରୁମ ରେ କ୍ୟାମେରା ଲଗେଇ ଥିଲା ଯାହା ଦ୍ଵାରା ସେ ନିଜ ସ୍ତ୍ରୀ ଉପରେ ନଜର ରଖି ପାରିବ ଏବଂ ଏହା ମଧ୍ୟ ସାମ୍ନାକୁ ଆସିଛି ଯେ ସ୍ତ୍ରୀକୁ ସ୍ଵାମୀ ଯୌତୁକ ପାଇଁ ବହୁତ ହଇରାଣ ମଧ୍ୟ କରୁଥିଲା ଯାହା ସହି ନପାରି ସ୍ତ୍ରୀ ଆତ୍ମହତ୍ୟା କରି ଦେଲେ ।

ମୃତ୍ୟୁ ଗୋଟେ ରାତି ଆଗରୁ ମହିଳା ନିଜ ବଡ ଭଉଣୀକୁ ଫୋନ କଲେ ଏବଂ ନିଜ ସ୍ଵାମୀ ବିଷୟରେ ସବୁ କଥା କହିଲେ ସେ ଏହା ମଧ୍ୟ କହିଲେ ଯେ ଦିଦି ସେ ବହୁତ ଖରାପ ଲୋକ ଆମ ବେଡରୁମ ରେ କ୍ୟାମେରା ଲଗେଇଛନ୍ତି ଓ ଯୌତୁକ ପାଇଁ ମତେ ସବୁବେଳେ ମାରୁଛନ୍ତି ଏବଂ ମୋ ନା ରେ ପୋଲିସ ରେ ଅଭିଯୋଗ ମଧ୍ୟ କରିଛନ୍ତି ଯାହା ପାଇଁ ସବୁବେଳେ ମତେ ପୋଲିସମାନଙ୍କ ଫୋନ ଆସୁଛି ମତେ ଦୟାକରି ବଞ୍ଚାଅ ଦି ଏତିକି କଥା ହୋଇ ମହିଳା ଫୋନ ରଖି ଦେଲେ ।

ଏତେ କଥା ପରେ ମହିଳାଙ୍କ ଭଉଣୀ ଯେତେବେଳେ ସକାଳେ ଉଠିଲେ ସେ ନିଜ ସାନ ଭଉଣୀ ଫାଶୀ ଖବର ପାଇଲେ ଯାହା ପରେ ତାଙ୍କ କହିବା ଏହା ଅଟେ ଯେ ମହିଳାଙ୍କ ହତ୍ୟା ହୋଇଛି ଏହା ଆତ୍ମହତ୍ୟା ନୁହଁ । ଆପଣଙ୍କୁ ଆମେ ଏହା କହିଦବାକୁ ଚାହୁଁ ଯେ ଏହି ଘଟଣା ଏସବାଗର ନିବାଶି ଖେମରାଜ ରାୟ ର ଅଟେ ସେ ମୁଖ୍ୟ ରୂପରେ ଗୋଟେ କାରୋବାରି ଅଟନ୍ତି । ଏହି ଘଟଣା ଉପରେ ପୋଲିସ ତଦନ୍ତ ଚଲେଇଛି ବହୁତ ଶୀଘ୍ର ସମ୍ପୂର୍ଣ କଥା ସାମ୍ନାକୁ ଆସିବ ବୋଲି କୁହା ଯାଉଛି ।

Leave a Reply

Your email address will not be published. Required fields are marked *