ଯଦି କୌଣସି ସ୍ତ୍ରୀ ଏମିତି ଶୋଇଥାଏ ତେବେ ଘରକୁ ଧନ ଆସେ, ସ୍ଵାମୀ ହୁଏ କୋଟିପତି- Krishna Vani

ସ୍ତ୍ରୀ ମାନେ ଏମିତି ସୋଇଲେ ଘରେ ଜଲ୍ଦି ଧନ ଆସିଥାଏ । ଯେବେ ସ୍ତ୍ରୀ ରାତି ସମୟରେ ଏମିତି ସୋଇଥାଏ ଆଉ ସକଳ ସମୟରେ ଏହି କାମ କରିଥାଏ । ସେଇ ଘର କେବେବି କୋଟିପତି ହୋଇଥାନ୍ତି । ନିଦ ଗୋଟିଏ ଏମିତି ଜିନିଷ ହୋଇଥାଏ ସବୁ ମଣିଷ ପାଇଁ ବହୁତ ଜରୁରୀ ହୋଇଥାଏ । ଯେବେ ଆମେ କିଛି ସମୟ ସୋଇଯାଇଥାଉ ଆମ ଶରୀରର ସବୁ ଥକାପଣ ଦୂର ହୋଇଯାଇଥାଏ । ଆଉ ପୁରା ବଡି ରିଲାକ୍ସ ହୋଇଥାଏ  । ପୁଣି କାମ କରିବା ପାଇଁ ଆମ ଶରୀରରେ ବହୁତ ସାରା ଶକ୍ତି ମିଳିଥାଏ ।


ସୋଇବା ସେତିକି ଶରୀର ପାଇଁ ଜରୁରୀ ହୋଇଥାଏ ଯେତିକି ଖାଦ୍ଯ ଜରୁରୀ ହୋଇଥାଏ । ଆଜି ଆଲୋଚନା କରିବା ମହିଳା ମାନେ ଏମିତି ସୋଇଲେ ବହୁତ ଜଲ୍ଦି ସଫଳତା ମିଳିଥାଏ । ମହିଳା ଯେବେ ଏମିତି ସୋଇଥାନ୍ତି ଆପଣଙ୍କୁ ଧନୀ ହେବାରୁ କିଏବି ରୋକୀ ପାରିବେ ନହିଁ । ଆଉ ଏହି କଥା ଶାସ୍ତ୍ରରେ ମଧ୍ୟ ରହିଛି । ଆଉ ଜାଣନ୍ତୁ ଆଉ ଶୋଇବା ସମୟରେ ନିଶ୍ଚିତ ରୂପରେ କରନ୍ତୁ । ଶାସ୍ତ୍ରରେ ସ୍ପଷ୍ଟ କୁହାଯାଇଛି ଡେରିରେ ସୋଇ ଥିବା ମହିଳା ଘରର ବିନାଶ କରିଥାଏ । ଆଉ ଏଥିରେ ମାତା ଲକ୍ଷ୍ମୀ ରାଗିଯାଇଥାନ୍ତି ।


ମାନ୍ୟତା ଅନୁସାରେ ରାତିରେ ବିନା କାରଣରେ ଯଦି କୌଣସି ମହିଳା ଜାଗିଥାଏ ଏହାର ମାନେ ହୋଇଥାଏକି ଆପଣଙ୍କ ଘରେ ଅସୁବିଧା ଆସିପାରେ । ସେଥିପାଇଁ କୌଣସି ମହିଳାକୁ ବେକାରରେ ଅଧା ରାତି ପର୍ଯ୍ୟନ୍ତ ଅନିଦ୍ରା ରହିବା ଠିକ ନୁହେଁ । ଏମିତି କରିବା ଦ୍ଵାରା ଦୋଷ ଲାଗିଥାଏ । ସେଥି ପାଇଁ ଜଲ୍ଦି ସୋଇ ଜଲ୍ଦି ଉଠିବାକୁ ପଡିଥାଏ । ଯେଉଁ ମହିଳା ସାରା ସମୟ ଶୋଇବାରେ ବିତାଇ ଥାନ୍ତି ସବୁ ଦେବୀ ଦେବତା ତାଙ୍କ ଉପରେ କ୍ରୋଧିତ ହୋଇଥାନ୍ତି । ସେଥିପାଇଁ ସୀମିତ ମାତ୍ରାରେ ହିଁ ଶୋଇବା ଆବଶ୍ୟକ ହୋଇଥାଏ । ଅଧିକ ଶୋଇବା ଦ୍ଵାରା ଧନର ହାନି ହେବ ସହିତ ରୋଗକୁ ମଧ୍ୟ ହୋଇଥାଏ ।


ଯେବେ ଆପଣ ରାତିରେ ଶୋଇବା ପାଇଁ ସେଯ ଉପରକୁ ଯାଇଥାନ୍ତି ସେତେବେଳେ ନକରାତ୍ମକ କଥାର ଆଲୋଚନା ଯମାବି କରନ୍ତୁ ନହିଁ । ଏମିତି କରିବା ଦ୍ଵାରା ନକରାତ୍ମକ ଊର୍ଜା ଆକର୍ଷିତ ହୋଇଥାନ୍ତି । ଆଉ ଆପଣଙ୍କ ସ୍ଵପ୍ନରେ ଆସି ଆପଣଙ୍କ ଉପରେ ହାବି ହୋଇଥାନ୍ତି । ଶୋଇବା ସମୟରେ ମନରେ ଭଲ ବିଚାରକୁ ନେଇ ଶୋଇବା ଉଚିତ । ଡେରିରେ ଉଠିବା ସବୁଠୁ ବର୍ବାଦିର କାରଣ ହୋଇଥାଏ । ସେଥି ପାଇଁ ମଙ୍ଗଳ ବାର, ଶନିବାର, ବୃହସ୍ପତି ବାର ଯେତେ ସମ୍ଭବ ହେବ ସେତେ ଜଲ୍ଦି ଉଠିବାକୁ ଚେଷ୍ଟା କରନ୍ତୁ । ଏହି ସମୟ ଆପଣଙ୍କ ବିନାଶ କରିପାରେ ।

Leave a Reply

Your email address will not be published. Required fields are marked *