ନିଜ ମହତ୍ଵ ବଢେଇବାର ଅଛି ତ ଏହି କଥା ମନେ ରଖନ୍ତୁ

ଆଜିକା ସମୟରେ ମଣିଷ କେବଳ ପଦକୁ ସମ୍ମାନ ଦେଇଥାଏ ଅନ୍ୟ ମଣିଷ ପାଇଁ ତାଙ୍କ ମନରେ କିଛି ସମ୍ମାନ ନଥାଏ । ତେବେ ଯିଏ ବଡ ପଦରେ ରହିଲା ତାକୁ ଲୋକ ସେତିକି ସମ୍ମାନ ଦିଅନ୍ତି । ଆପଣ ମାନେ ଏହି କଥା ବେସ ଭଲ ଭାବରେ ଜାଣିଛନ୍ତି ଯେଉଁ ଜିନିଷ ସବୁଠାରୁ ମୂଲ୍ୟବାନ ହୋଇଥାଏ ତାର ମହତ୍ଵ ବହୁତ ଅଧିକ ରହିଥାଏ । ତେବେ ଆଜି ଆମେ ଆପଣଙ୍କୁ ଏମିତି କିଛି କଥା କହିବାକୁ ଯାଉଛୁ ଯାହା ଅନୁଯାଇ ଆପଣ ଜାଣି ପାରିବେ ଯେ ନିଜ ମହତ୍ଵ କେମିତି ବଢାଇବା ଉଚିତ ହୋଇଥାଏ ।

ମଣିଷ ମହତ୍ଵ ସେତେବେଳେ ଜଣା ପଡିଥାଏ ଯେତେବେଳେ ସେ ଆମ ପାଖରେ ନଥାଏ ଆଉ ତା ଦ୍ଵାରା କରା ଯାଇଥିବା କାର୍ଯ୍ୟ ଆମକୁ ମନେ ପଡିଥାଏ । ମଣିଷ କେବଳ ନିଜ କ୍ଷମତା ଆଉ ପରିଶ୍ରମ ଦ୍ଵାରା ସମସ୍ତଙ୍କ ମନରେ ଘର କରି ପାରିଥାଏ କିନ୍ତୁ କଣ ଆପଣ ଏହା ଜାଣିଛନ୍ତି ଯେ ଜୀବନରେ ଯେତେ ଦୁଃଖ ହେଲେ ମଧ୍ୟ ଯେଉଁ ମଣିଷ କେବେ ହାର ମାନେ ନାହିଁ ସେହି ମଣିଷ ନିଜ ଜୀବନରେ କିଛି ଅଲଗା କରି ଦେଖାଇ ଥାଏ ।

ତେବେ ମଣିଷ ର ମହତ୍ଵ ସେତେବେଳେ ରହିଥାଏ ଯେତେବେଳେ ସେ ସମସ୍ତଙ୍କ ପାଇଁ ରହିବା ଛାଡିଥାଏ । ଯେତେବେଳେ ଆପଣ ସମସ୍ତଙ୍କୁ ମହତ୍ଵ ଦିଅନ୍ତି ଆପଣଙ୍କ ମହତ୍ଵ କମି ଯାଇଥାଏ ସେଥିପାଇଁ ସମସ୍ତଙ୍କ ପାଇଁ ସବୁବେଳେ ରହିବା ଛାଡି ଦିଅନ୍ତୁ ଦେଖିବେ ଆପଣଙ୍କ ଅଭାବ ତାଙ୍କୁ ଆପଣଙ୍କ ମହତ୍ଵ ଦେଖାଇବ । କଣ ଆପଣ ଜାଣିଛନ୍ତି ଏପଲ ଏମିତି ଗୋଟେ କମ୍ପାନୀ ଯିଏ ନିଜ କ୍ଵାଲିଟି ବଢାଇଛି କିନ୍ତୁ ନିଜ ସପ୍ଲାୟ କମ ରଖିଛି ଯାହା ଦ୍ଵାରା ତା ମହତ୍ଵ କେବେ କାମେ ନାହିଁ ।

ତେବେ ଆପଣ ମଧ୍ୟ ନିଜ କ୍ଵାଲିଟି ବଧାନତୁ କିନ୍ତୁ ସପ୍ଲାୟ କମ ରଖନ୍ତୁ ଲୋକଙ୍କ ପାଇଁ ରହିବା ଛାଡି ଦିଅନ୍ତୁ ଆପଣଙ୍କ ମହତ୍ଵ ଲୋକ ଆପେ ବୁଝି ପାରିବେ । ତେବେ ଜୀବନରେ ଯାହା ହେଲେ ମଧ୍ୟ ଗୋଟେ କଥା ସବୁବେଳେ ମନେ ରଖନ୍ତୁ ସମସ୍ତଙ୍କୁ ଭରସା କରନ୍ତୁ ନାହିଁ କିନ୍ତୁ ଯିଏ ଆଖି ବନ୍ଦ କରି ଆପଣଙ୍କୁ ଦେଖୁଛି ତାକୁ କେବେ ଏକୁଟିଆ ଛାଡନ୍ତୁ ନାହିଁ ମଣିଷ ଜୀବନ ବହୁତ ମୂଲ୍ଯବାନ ଅଟେ, ତେବେ ସଠିକ ନିଷ୍ପତ୍ତି କରିବା ଆପଣଙ୍କ ହାତରେ ରହିଥାଏ ।

ବନ୍ଧୁଗଣ ଆପଣଙ୍କୁ କେମିତି ଲାଗିଲା ଲେଖାଟି କମେଣ୍ଟରେ କହିବେ । ଆଗକୁ ଆମ ସହ ରହିବା ପାଇଁ ଆମ ପେଜକୁ ଲାଇକ କରନ୍ତୁ ।

Leave a Reply

Your email address will not be published. Required fields are marked *