ସୁନା ଠାରୁ ମହଙ୍ଗା ଅଟେ ଫୁଟା ହୋଇଥିବା ଚା’ ପତି, ଭୁଲରେ ବି ଫିଙ୍ଗନ୍ତୁ ନାହିଁ… ଫାଇଦା ଜାଣି ବିଶ୍ଵାସ ହେବନି 

ଆଜିକା ସମୟରେ ଲୋକଙ୍କୁ ଜଣା ନାହିଁ ଯେ କେଉଁ ଜିନିଷ କେମିତି ବ୍ୟବହାର କରିବା ଉଚିତ ଆଗ କାଳରେ ଦାଦି ମାନେ କୌଣସି ଜିନିଷ ଫିଙ୍ଗୁ ନଥିଲେ ସେ ଏହାର ବ୍ୟବହାର କରୁଥିଲେ କିନ୍ତୁ ବହୁତ ଲୋକ ଏହାର ପୋଶତିକ ଗୁଣ ନଯାନୀ ଏହାକୁ ଫିଙ୍ଗି ଦିଅନ୍ତି ଯାହା ଉଚିତ ନୁହ । ଆପଣଙ୍କ ଘରେ କମଳା ସମସ୍ତେ ଖାଉଥିବେ କିନ୍ତୁ କମଳା ଚୋପା କଣ କରନ୍ତି ସମସ୍ତେ କହିବେ ଫିଙ୍ଗି ଦିଅନ୍ତି କିନ୍ତୁ ଏହାର ଗୁଣ ଜାଣିଲେ ଆପଣ କମଳା ଚୋପା କେବେ ଫିଙ୍ଗି ବେ ନାହିଁ ।

ଏହା ଛଡା କଦଳୀ ଖାଇବା ପରେ ମଧ୍ୟ ବହୁତ ଲୋକ ଚୋପା ଫିଙ୍ଗି ଦିଅନ୍ତି କଣ ଆପଣ ଜାଣିଛନ୍ତି କଦଳୀ ଠାରୁ ପୋଶତିକ ତା ଚୋପା ହୋଇଥାଏ ଆସନ୍ତୁ ଜାଣିବା ଆପଣଙ୍କୁ କଣ ଘରେ ରଖିବା ଉଚିତ । ଭାରତରେ ପ୍ରାୟତଃ ଘରେ ଚା ତିଆରି ହୁଏ କାହା କାହା ଘରେ ୨ରୁ ୩ ଥର ଚା ହୋଇଥାଏ କିନ୍ତୁ ଚାହା ପିବା ପରେ ଆପଣ ସେହି ଚା ପତ୍ତି କଣ କରନ୍ତି ସମସ୍ତେ କହିବେ ଫିଙ୍ଗି ଦେଇଥାଉ ଯାହା ବହୁତ ଭୁଲ ହୋଇଥାଏ କଣ ଆପଣ ଜାଣିଛନ୍ତି ଯେ ଚା ପତ୍ତି କେତେ ଲାଭକାରୀ ହୋଇଥାଏ ଯଦି ଜାଣି ନହନ୍ତି ତେବେ ଜାଣି ରଖନ୍ତୁ ।

ଆପଣ ମାନେ ଘରେ ଫୁଲ ଗଛ ବା ଅନ୍ୟ ଗଛ ଲଗାଉଥିବେ ତେବେ ତାହା ପାଇଁ ସାର ମଧ୍ୟ କିଣିକି ଆନୁଥିବେ କିନ୍ତୁ କଣ ଆପଣ ଏହା ଜାଣିଛନ୍ତି ଯେ ଚା ପିବା ପରେ ଯେଉଁ ଚା ପତ୍ତି ବଲିଳା ତାକୁ ଆପଣ ଭଲ ଭାବରେ ଧୋଇ ତାକୁ ଖରାରେ ଭଲ ଭାବରେ ଶୁଖାଇ ଦିଅନ୍ତୁ ଆଉ ବହୁତ ଗୁଡେ ସୁଖାଇବା ପରେ ଆପଣ ଏହାକୁ ସାର ଭଳି ଗଛ ମୂଳରେ ବ୍ୟବହାର କରନ୍ତୁ ଦେଖିବେ ଆପଣଙ୍କ ଗଛକୁ ଅନ୍ୟ ସାର ଦବାକୁ ପଡିବ ନାହିଁ ଓ ଗଛ ଦୁଇ ଗୁଣ ବଢିବାକୁ ଲାଗିବ ।

ଏହା ଛଡା ଆପଣ ମାନେ ନିଜ ଛୁଟିକୁ ନରମ ରଖିବା ପାଇଁ କନଡିଶନର ଲଗାଉଥିବେ କିନ୍ତୁ କନ ଆପଣ ଏହା ଜାଣିଛନ୍ତି ଯେ ଚା ପତ୍ତି ନେଚୁରାଲ କନଡିଶନର ହୋଇଥାଏ ଆପଣଙ୍କୁ ଚା ପତ୍ତି ଚା ହୋଇ ସାରିବା ପରେ ବାହାର କରି ଭଲ ପାଣିରେ ଧୋଇବାର ଅଛି ଏହାକୁ ଗୋଟେ ଡବାରେ ପୁରାଇ ରଖନ୍ତୁ ଯେତେବେଳେ ଆପଣଙ୍କୁ ଚୁଟି ଧୋଇବାର ଥିବ ଆପଣ ଏହାକୁ ନେଇ ପାଣିରେ ଫୁଟାଇ ଦିଅନ୍ତୁ ଆଉ ଶ୍ୟାମ୍ପୁ କରିବା ପରେ ଏହି ଚା ପତ୍ତି ପାଣିକୁ ନେଇ ଭଲ ଭାବରେ ଚୁଟି ଧୋଇ ଦିଅନ୍ତୁ ଏହା ପରେ ୧୦ ମିନିଟ ଛାଡି ଦିଅନ୍ତୁ ଆଉ ତା ପରେ ଚୁଟି ଧୋଇ ଦିଅନ୍ତୁ ଆପଣଙ୍କ ଚୁଟି ନରମ ହାବା ସହ ବଢିବାକୁ ଲାଗିବ ।

Leave a Reply

Your email address will not be published. Required fields are marked *