ଓଡିଆ ସିରିଏଲ ହିରୋଇନ ମାନଙ୍କ ଭଉଣୀ ମାନେ ଯାହାଙ୍କୁ ଆପଣ ମାନେ ଆଗରୁ ଦେଖି ନଥିବେ

ଅଭିନେତା ଆଉ ଅଭିନେତ୍ରୀ ମାନଙ୍କ ପରିବାର ବିଷୟରେ ଦର୍ଶକ ଜାଣିବା ପାଇଁ ସବୁବେଳେ ଇଛା କରିଥାନ୍ତି କିନ୍ତୁ କଣ ଆପଣ ଏହା ଜାଣିଛନ୍ତି ଯେ କେଉଁ ଅଭିନେତ୍ରୀ ମାନଙ୍କ ଭଉଣୀ ତାଙ୍କ ଠାରୁ ଆହୁରି ସୁନ୍ଦରୀ କିନ୍ତୁ ସେମାନେ ଅଭିନୟ ଦୁନିଆକୁ ଆସି ନାହାନ୍ତି ଓ ଲାଇମ ଲାଇଟ ଠାରୁ ଦୂରେଇ ରହିବାକୁ ପସନ୍ଦ କରନ୍ତି । ତେବେ ଆଜି ଆମେ ଆପଣଙ୍କୁ ସିରିଏଲ କିଛି ପ୍ରସିଦ୍ଧ ଅଭିନେତ୍ରୀ ମାନଙ୍କ ନାମ କହିବାକୁ ଯାଉଛୁ ଯାହାଙ୍କ ଭଉଣୀ ତାଙ୍କ ଠାରୁ ବି ବହୁତ ସୁନ୍ଦରୀ ଅଟନ୍ତି ।

ପୁନମ :

ଆପଣ ମାନେ ପୁନମଙ୍କ ଅଭିନୟ ସିରିଏଲ ଓ ଚଳଚିତ୍ର ରେ ମଧ୍ୟ ଦେଖିବାକୁ ପାଉଥିବେ, ତାଙ୍କ କ୍ୟୁଟ ସ୍ମାଇଲ ସମସ୍ତଙ୍କୁ ବହୁତ ପସନ୍ଦ ଆସିଥାଏ କିନ୍ତୁ କଣ ଆପଣ ଜାଣିଛନ୍ତି ତାଙ୍କ ଜଣେ ବଡ ଭଉଣୀ ମଧ୍ୟ ଅଛନ୍ତି ଯିଏ ଦେଖିବାକୁ ପୁନମ ଠାରୁ ଆହୁରି ସୁନ୍ଦରୀ ଅଟନ୍ତି କିନ୍ତୁ ସେ ଅଭିନୟ ଦୁନିଆରେ କାମ କରନ୍ତି ନାହିଁ ଆଉ ଅଭିନେତ୍ରୀ ନୁହନତୀ ତାଙ୍କ ନାମ ମୋନାଲିସା ମିଶ୍ର ଅଟେ ଆଉ ସେ ବିବାହିତା ଅଛନ୍ତି ।

ଶିତଲ ବା ରାନୀ :

ଆପଣ ମାନେ ସମସ୍ତେ ଏହି କଥା ବେସ ଭଲ ଭାବରେ ଜାଣିଛନ୍ତି ଯେ ଶିତଲ ଦେଖିବାକୁ ବହୁତ ସୁନ୍ଦରୀ ଅଟନ୍ତି ଆଉ ତାଙ୍କ ଅଭିନୟ ବିଷୟରେ ଆପଣ ମାନେ ବେସ ଅଧିକ ଭଲ ଭାବରେ ଜାଣିଥିବେ । ଶିତଲଙ୍କ ନାମ ରାନୀ ମଧ୍ୟ ଅଟେ କାହିଁକିନ ତାଙ୍କ ପ୍ରଥମ ସିରିଏଲରେ ତାଙ୍କ ନାମ ରାନୀ ଥିଲା, ତାଙ୍କ ଭଉଣୀ ତାଙ୍କ ଠାରୁ ବି ସୁନ୍ଦରୀ ଅଛନ୍ତି ଆଉ ସେ ରାନୀ ସିରିଏଲରେ ଛୋଟ ରାନୀ ଭାବରେ ମଧ୍ୟ ଅଭିନୟ କରିଥିଲେ ତେବେ ତାଙ୍କ ନାମ ଶିମରନ ପଟନାୟକ ଅଟେ ।

ଶୁଭଶ୍ରୀ :

ଆପଣ ମାନେ ଶୁଭଶ୍ରୀଙ୍କ ଅଭିନୟ ପସନ୍ଦ କରୁଥିବେ କାହିଁକିନା ସେ ବହୁତ ସାଧାରଣ ରହିବା ପସନ୍ଦ କରନ୍ତି । ଆପଣ ମାନେ ଶୁଭଶ୍ରୀଙ୍କୁ ସାବିତ୍ରୀ ସିରିଏଲରେ ମୁଖ୍ୟ ଅଭିନେତ୍ରୀ ଭାବରେ କାମ କରୁଥିବାର ଦେଖିଥିବେ କିନ୍ତୁ କଣ ଆପଣ ଜାଣିଛନ୍ତି ତାଙ୍କ ଭଳି ସୁନ୍ଦରୀ ଆଉ ଜଣେ ତାଙ୍କ ଘରେ ଅଛନ୍ତି ଆପଣ କେବେ ଶୁଭଶ୍ରୀଙ୍କ ସାନ ଭଉଣୀକୁ ଦେଖିଛନ୍ତି କି ତାଙ୍କ ନାମ ସ୍ଵିଟି ଆଉ ସେ ବର୍ତମାନ ପାଠ ପଢାରେ ବ୍ୟସ୍ତ ଅଛନ୍ତି ।

ସନମୀରା :

ଆପଣ ମାନେ ସନମୀରାଙ୍କୁ ବହୁତ ଚଳଚିତ୍ରରେ ଅଭିନୟ କରୁଥିବାର ଦେଖିଥିବେ ତାଙ୍କ ଅଭିନୟ ଦର୍ଶକ ମାନଙ୍କୁ ବହୁତ ପସନ୍ଦ ମଧ୍ୟ ଆସୁଛି । ତେବେ କଣ ଆପଣ ଜାଣିଛନ୍ତି ସନମୀରାଙ୍କ ସାନ ଭଉଣୀ ମଧ୍ୟ ଅଛନ୍ତି ଯାହାଙ୍କ ନାମ କାଶ୍ମୀରା ଅଟେ ଆଉ ସେ ବର୍ତମାନ ପାଠ ପଢୁଛନ୍ତି ।

Leave a Reply

Your email address will not be published. Required fields are marked *