ବାଛନ୍ତୁ ଏହି ଗୋଟିଏ ପତ୍ର, ଏବଂ ଜାଣନ୍ତୁ ଆପଣଙ୍କର ବ୍ୟକ୍ତିତ୍ବ- Personality Test

ଦର୍ଶକବନ୍ଧୁ, ଫଟୋ ମାଧ୍ୟମରେ ବ୍ୟକ୍ତିତ୍ବ ସମ୍ବନ୍ଧରେ ଜାଣିବା ମନୋବିଜ୍ଞାନର ଗୋଟିଏ ମହତ୍ବପୂର୍ଣ୍ଣ ବିଷୟବସ୍ତୁ ରହିଅଛି । ଏହା ଆପଣଙ୍କ ଭବିଷ୍ୟ ସମ୍ବନ୍ଧରେ ବିଶେଷ କିଛି କହିନଥାଏ । ମାତ୍ର ଆପଣଙ୍କର ବ୍ୟକ୍ତିତ୍ବ ର କେତେକ ରହସ୍ୟ ସମ୍ବନ୍ଧରେ ସୂଚନା ଦେଇଥାଏ । ଏହି ସୂଚନା ଆପଣଙ୍କର ଭବିଷ୍ୟ ନିର୍ମାଣରେ ବହୁତ ଗୁରୁତ୍ଵପୂର୍ଣ୍ଣ ଭୂମିକା ଗ୍ରହଣ କରିଥାଏ । ଫୋଟ ଦ୍ଵାରା ବ୍ୟକ୍ତିତ୍ବ ପ୍ରକାଶ କରିବା ପାଇଁ ନାନା ପ୍ରକାରର ଫଟୋଚିତ୍ର ନିଆଯାଇଥାଏ ।

ବନ୍ଧୁଗଣ ଏହା ମୁଖ୍ୟ ରୂପରେ ୨ ପ୍ରକାରର ହୋଇଥାଏ । ଏହା ମଧ୍ୟରୁ ଗୋଟିଏ ହେଉଛି,- ଯାହାଙ୍କୁ ରଙ୍ଗ ଏବଂ ଆଧାରରୁ ଏଭଳି ବନା ଯାଇଥାଏ ଯେ ଆପଣଙ୍କ ମସ୍ତିସ୍କ ଦ୍ଵାରା ସେହି ଆକୃତି କୁ ଚିହ୍ନିବା, ଆପଣଙ୍କ ଚିନ୍ତାଧାରା, ଅଭ୍ଯାସ ତଥା ଅନେକ ରହସ୍ୟ ମାନ ଜଣାଯାଇଥାଏ । ଅନ୍ଯଟି ହେଉଛି;- ଅନେକ ଆକୃତି ମଧ୍ୟରୁ ଗୋଟିଏ କୁ ଚିହ୍ନିବା ।

ଏଥିରେ ମଧ୍ୟ ପୂର୍ବରୁ କହିଥିବା ନିୟମ ଲାଗୁ ହେଉଅଛି । ବନ୍ଧୁଗଣ ଏହିଠାରେ ୬ ତି ପାତ୍ର ଅଛି । ଆପଣ ଏହା ମଧ୍ୟରୁ ନିଜ ମନପସନ୍ଦ ର ପତ୍ରଟିକୁ ବାଛନ୍ତୁ । ଏଥିରୁ ଆପଣଙ୍କ ସ୍ଵୋଭାବ ମୂଳ ରୂପରେ କିଭଳି ପରିଲକ୍ଷିତ ହୁଏ ତାହା ସମ୍ବନ୍ଧରେ ସଂପୂର୍ଣ୍ଣ ସୂଚନା ଦେବାକୁ ଯାଉଅଛୁ ।

A;- Ash tree leaf;- ଯଦି ଆପଣଙ୍କୁ ଏହି ପତ୍ର ତି ପସନ୍ଦ, ତେବେ ଆପଣ ବହୁତ ଶାନ୍ତ ପ୍ରକୃତ୍ତିର ମନୁଷ୍ୟ ଅଟନ୍ତି । ଆପଣ ଅନ୍ୟ ବ୍ୟକ୍ତି ଙ୍କୁ ସାହାଜ୍ଯ କରିବା ନିମନ୍ତେ ସଦାସର୍ବଦା ପ୍ରସ୍ତୁତ ହୋଇ ରହିଥାନ୍ତି । କିନ୍ତୁ ଏହା ଆପଣଙ୍କର ସବୁଠାରୁ ବଡ ସମସ୍ଯା ମଧ୍ୟ ହୋଇଥାଏ । ପ୍ରାଏ ସମୟରେ ଅନ୍ୟ ବ୍ୟକ୍ତି ମାନେ ଆପଣଙ୍କର ଫାଇଦା ମଧ୍ୟ ଉଠାଇଥାନ୍ତି । ଏହି କାରଣରୁ ଆପଣ ଦୁଖୀ ମଧ୍ୟ ହୋଇଯାଆନ୍ତି ।

B;- Oak Tree Leaf;- ଆପଣ ଜଣେ ଆଦର୍ଶଶାଳୀ ବ୍ୟକ୍ତିତ୍ବ ର ମାଲିକ ଅଟନ୍ତି । ଆପଣଙ୍କ ଠାରେ ଗୋଟିଏ ଖାସ କଥା ଏହା କି ଆପଣ ଯାହାକୁ ପସନ୍ଦ କରିଥାନ୍ତି ତାହାର ସଂପୂର୍ଣ୍ଣ ରୂପେ ସାଥ ଦେଇଥାନ୍ତି । ଯେତେ କଠିନ ପରିସ୍ଥିତି ଆସିଲେ ମଧ୍ୟ ଆପଣ ଶେଷ ପର୍ଯ୍ୟନ୍ତ ତାଙ୍କର ସାଥ ଦେଇଥାନ୍ତି । ବନ୍ଧୁଗଣ ଆପଣଙ୍କର ଏହି ସ୍ଵଭାବ ଅନ୍ୟ ବ୍ୟକ୍ତିଙ୍କୁ ବହୁତ ପସନ୍ଦ ଆସିଥାଏ । ଏହି କାରଣରୁ ଆପଣ ଅନେକ ବ୍ୟକ୍ତିଙ୍କର ପ୍ରେରଣା ସ୍ରୋତ ମଧ୍ୟ ବନିଥାନ୍ତି ।

C;- Sycamore Tree Leaf;- ଆପଣ ବହୁତ ମହତ୍ଵ ଆକାଂକ୍ଷୀ ହୋଇଥାନ୍ତି । ଆପଣ ନିଜର ମହତ୍ଵ ଆକାଂକ୍ଷ୍ୟା କୁ ପୁରା କରିବା ପାଇଁ ବହୁତ ଚେଷ୍ଟା କରିଥାନ୍ତି । ଆପଣଙ୍କ ଏହି କାର୍ଯ୍ୟରେ ଭାଗ୍ୟ ଆପଣଙ୍କର ଭରପୁର ସାଥ ଦେଇଥାଏ । ବନ୍ଧୁଗଣ ଆପଣ ପ୍ରକୃତି ପ୍ରତି ଯେତେ ଉଦାର ଭାବ ଦେଖାଇଥାନ୍ତି ଆପଣଙ୍କୁ ସେତେ ଅଧିକ ଭଲ ଫଳ ମିଳିଥାଏ ।

D;- ଆପଣ ଅନ୍ୟ ବ୍ୟକ୍ତି ପାଇଁ ଭଗବାନ ସଦୃଶ୍ୟ ଅଟନ୍ତି । ଆପଣଙ୍କର ପ୍ରେମ ନିସ୍ଵାର୍ଥପର ହୋଇଥାଏ । ଏହି କାରଣରୁ ଆପଣ ଅନ୍ୟ ବ୍ୟକ୍ତିଙ୍କ ଆଗରେ ବହୁତ ଲୋକପ୍ରିୟ ହୋଇଯାନ୍ତି । ଅନ୍ୟମାନେ ଆପଣଙ୍କ ସହିତ ବହୁତ ଜଲ୍ଦି ମିଶିଯାନ୍ତି । ସେମାନେ ଆପଣଙ୍କୁ ନିଜର ସମସ୍ତ ବ୍ୟକ୍ତିଗତ ରହସ୍ୟ ମଧ୍ୟ କହିଦେଇଥାନ୍ତି ।

E;- Beech Tree Leaf;- ଆପଣ ସମସ୍ତ କାର୍ଯ୍ୟ କୁ ନିଜେ ପରଖୀ ତାହାକୁ ଶେଷ କରିବାକୁ ଚେଷ୍ଟା କରିଥାନ୍ତି । ଆପଣଙ୍କୁ ନିଜ ଆଖପାଖ ରେ ମଧ୍ୟ ସେହିଭଳି ଲୋକ ପସନ୍ଦ ଆସିଥାନ୍ତି ଯେଉଁମାନେ ସମସ୍ତ ବିଷୟବସ୍ତୁ କୁ ପରଖି କାମ କରିଥାନ୍ତି । ବନ୍ଧୁଗଣ ଆପଣଙ୍କୁ ଏହି ବିଶେଷ ଟିପ୍ପଣୀ ଟି କିଭଳି ଲାଗିଲା କମେଣ୍ଟ କରି ଜଣାନ୍ତୁ ।

Leave a Reply

Your email address will not be published. Required fields are marked *