ଝିଟିପିଟି ଘରେ ହେବା ଦ୍ଵାରା କଣ ମିଳିଥାଏ ସଙ୍କେତ, ଶୁଭ ନା ଅଶୁଭ ?

ଆମ ଆଖପାଖରେ ବହୁତ ସାରା ଜୀବଜନ୍ତୁ ହୋଇଥାନ୍ତି କିଛି ଭୟ ଲାଗିଥାଏ ଆଉ କେତକ ଜୀବ ବହୁତ ସୁନ୍ଦର ଲାଗିଥାନ୍ତି । ଆଉ ଯେବେ ଝିଟିପିଟି କଥା ଆସିଥାଏ ସେତେବେଳେ ଡର ଲାଗିଥାଏ । ଝିଟିପିଟି ବହୁତ ଅସନା କରିଥାନ୍ତି ତା ସହିତ ସେ ବହୁତ ବିଷକ୍ତ ମଧ୍ୟ ହୋଇଥାନ୍ତି । ଶେଥି ଲାଗି ଟିକେ ଡର ଲାଗିଥାଏ । ଖାସ କରି ଗରମ ଦିନରେ ଝିଟିପିଟି ଦେଖା ଦେଇଥାନ୍ତି ଓ ଥଣ୍ଡା ଦିନରେ କୁଆଡେ ଲୁଚି ଯାଇଥାନ୍ତି ।


ଆଜି ଆମେ ଜାଣିବା ଝିଟିପିଟି ଦେଖା ଦେବାରେ କଣ ହୋଇଥାଏ ଓ କେଉଁଠି ଦେଖା ଦେଲେ ଶୁଭ ହୋଇଥାଏ ଓ କେଉଁଠି ଦେଖାଦେଲେ ଖରାପ ହୋଇଥାଏ । ଶରୀରରେ ପଡିଲେ ତାର ଅଲଗା ଫଳ ମଧ୍ୟ ହୋଇଥାଏ । ଝିଟିପିଟି କାନ୍ଥରେ ମଧ୍ୟ ଥାନ୍ତି ଆଉ ବହୁତବାର ତଳେ ମଧ୍ୟ ଚାଲିଥାନ୍ତି । ଆଉ ଝିଟିପିଟି ବହୁତ ବାର ଯୋଡାରେ ମଧ୍ୟ ଦେଖାଯାଇଥାନ୍ତି । ଯଦି ଆପଣଙ୍କ ଘରେ ଝିଟିପିଟି ଥାଏ ତେବେ ତାର କଣ ଫଳ ହୋଇଥାଏ ।


ଘରେ ଝିଟିପିଟି ହେବା ଖରାପ ହୋଇନଥାଏ କିନ୍ତୁ ଝିଟିପିଟି ଆବାଜ କରିବା ଖରାପ ହୋଇଥାଏ । ଝିଟିପିଟି ଆବାଜ ଦେବାର ମାନେ ସେ ମଝିରେ ମଝିରେ କହିଥାଏ କିଛି ମାନେ ସେ ତୁମ ହଁ ରେ ହଁ ମିଳାଇଥାଏ । ଯଦି ଆପଣ କିଛି ଜରୁରୀ ଚର୍ଚା କରୁଛନ୍ତି ସେ ଆପଣଙ୍କ କଥାରେ ହଁ କରିଥାଏ ଆପଣ ମଧ୍ୟ ହଁ କରିବେ । ଯଦି ଝିଟିପିଟି ଯୋଡାରେ ଦେଖାଦେଇଥାଏ ଏହାର ମାନେ ହୋଇଥାଏ କୌଣସି ପୁରୁଣା ସାଙ୍ଗ ଦେଖା ହେବାର ଅଛି ।


ଆପଣଙ୍କ ପ୍ରେମ ସମ୍ପର୍କ ବହୁତ ଭଲ ହୋଇପାରେ । ଯଦି ଝିଟିପିଟି ଝଗଡା କରୁଥିବାର ଦେଖାଦେଇଥାନ୍ତି ତେବେ ସାବଧାନ ହୋଇଯାଆନ୍ତୁ ସମ୍ପର୍କରେ ଦୂରତା ଆସିବାର ସଙ୍କେତ ହୋଇଥାଏ । ଝିଟିପିଟି ଯଦି ଉପରେ ପଡିଯାଏ ଖାସ କରି ମଥାରେ ପଡିଲେ ମାନସନମାନ ଧନ ମିଳିଥାଏ । ଯଦି ଗୋଡରେ ପଡିଥାଏ ତେବେ ବହୁତ ଭଲ ହୋଇଥାଏ ଘରରେ ଆର୍ଥିକ ସଙ୍କଟ ଆସିନଥାଏ । ଧନ ଆସିବାର ମାର୍ଗ ଖୋଲିଥାଏ ।


ଯଦି ଆପଣ ଖାଇବା ସମୟରେ ଆପଣଙ୍କୁ ଝିଟିପିଟି ଦେଖାଦେଇଥାଏ ଏହାର ମାନେ କି ଆପଣଙ୍କ ସହିତ କିଛି ଭଲ ହେବାର ଅଛି । ଏହା ଶୁଭ ସଙ୍କେତ ହୋଇଥାଏ । ଯଦି ଆପଣ ଭଲ ଯୋଜନା ବନାଉଛନ୍ତି ସେଥିରେ ସଫଳତା ମିଳିବ । ଯଦି ଝିଟିପିଟି କୌଣସି ପତଙ୍ଗ ଖାଉଥିବାର ଦେଖାଦିଏ ତାର ମାନେ ଘରେ ଚୋରୀ ହେବାର ସଙ୍କେତ ଆସିଥାଏ ।

Leave a Reply

Your email address will not be published. Required fields are marked *