ନାଭିରେ ଲଗାନ୍ତୁ ଏହି 1ଟେ ଜିନିଷ, ଧଳା ବାଳ ମୂଳରୁ ହେବ କଳା- Hair Care

ବନ୍ଧୁଗଣ ଆଜିଭଳି ଦିନରେ ସବୁଠାରୁ ବଡ ସମସ୍ଯା ହେଉଛି କେଶ । ଆଜିକାଲି ଖୁବ କମ ବୟସ ର ମନୁଷ୍ୟ ମାନଙ୍କ ଠାରେ ମଧ୍ୟ କେଶ ଧଳା ହେବା ଭଳି ସମସ୍ୟା ଦେଖା ଯାଉଛି । ଛୋଟ ପିଲା ମାନଙ୍କର କେଶ ମଧ୍ୟ ଧଳା ହେବାରେ ଲାଗିଅଛି । ବନ୍ଧୁଗଣ ଆଜି ଆମେ ଆପଣଙ୍କ ପାଇଁ ଏକ ଉପାୟଟି ନେଇ ଆସିଛୁ ଯାହା ଆପଣଙ୍କ କେଶ ପାଇଁ ବହୁତ ଲାଭ ଦାୟକ ସାବ୍ୟସ୍ଥ ହେବ । ଆସନ୍ତୁ ଜାଣିନେବା ସେହି ଉପାୟଟି କଣ ଅଟେ ?

ବନ୍ଧୁଗଣ, ବନ୍ଧୁଗଣ ଆମ ଶରୀରର ମଧ୍ୟ ଭାଗ ନାଭି ରେ ଏହି ଉପାୟଟି ର ପ୍ରୟୋଗ ଜଣାଇବାକୁ ଯାଉଅଛୁ । ମୁନୁଷ୍ୟ ର ନାଭି ତାହାର ସମସ୍ତ ଅଙ୍ଗ ସହିତ ଜଡିତ ହୋଇ ରହିଥାଏ । ବନ୍ଧୁଗଣ ଆପଣ ପ୍ରାଏ ଜାଣିଥିବେ, ଶିଶୁ ଟି ଜନ୍ମ ହେବା ପୂର୍ବରୁ ନିଜ ମା ପେଟରେ ଥିବା ସମୟରେ ତାହାର ପୋଷଣ କିଭଳି ହୋଇଥାଏ ? ନାଭି ସାହାଯ୍ୟରେ ଶିଶୁଟିର ପୋଷଣ ହୋଇଥାଏ ।

ନାଭି ଆମ ଶରୀରର କେନ୍ଦ୍ର ବିନ୍ଦୁ ଅଟେ । ବନ୍ଧୁଗଣ ନାଭି ସହିତ ସମସ୍ତ ଅଙ୍ଗ ଜଡିତ ହୋଇଅଛି ଏଣୁ ଯଦି ଆପଣଙ୍କ ଶରୀରରେ କୌଣସି ପ୍ରକାରର ପ୍ରୋବ୍ଲେମ ହୋଇଥାଏ, ତେବେ ତାହାର ପ୍ରତିକାର ସ୍ଵୋରୂପ ଏହି ନାଭି ରେ ଲୁଚି ରହିଅଛି । ବନ୍ଧୁଗଣ ମେଡିଟେସନ ଦ୍ଵାରା ମଧ୍ୟ ନାଭି ଧ୍ୟାନ କୁ ମହତ୍ଵ ଦିଆ ଯାଇଛି । ଏଥିରୁ ଆମ୍ଭେ ଜାଣିପାରିବା ଯେ ନାଭିର ଆମ ଶରୀର ନିମନ୍ତେ କେତେ ଇମ୍ପୋଟାନ୍ଟ ରହିଅଛି ।

ବନ୍ଧୁଗଣ ଆଜି ଆମେ ଆପଣଙ୍କୁ ନାଭି ସହିତ ଜଡିତ ଏହି ଉପାୟଟି କହିବାକୁ ଯାଉଛୁ ଯାହା ଆପଣ ଠାରେ ବ୍ୟବହାର କରିବା ଦ୍ଵାରା ଆପଣଙ୍କ କେଶ ସବୁବେଳ ପାଇଁ କଳା ଏବଂ ଘନ ହୋଇ ରହିବ । ବନ୍ଧୁଗଣ ଆପଣଙ୍କୁ ୩ ଟି ଜିନିଷର ପ୍ରୟୋଗ କରିବାକୁ ହେବ । ସେହି ସାମଗ୍ରୀ ଗୁଡିକ ହେଉଛି,-

୧- ଦେଶୀ ଘିଅ, ଦର୍ଶକବନ୍ଧୁ ଏହା ପ୍ରାଏ ସମସ୍ତଙ୍କ ଘରେ ମିଳିଥାଏ ।

୨- ଶୁଦ୍ଧ ସୋରିଷ ତେଲ, ବନ୍ଧୁଗଣ ଆପଣ ଅପମିଶ୍ରିତ ସୋରିଷ ତେଲର ଆଦୌ ବ୍ୟବହାର କରିବେ ନାହିଁ । ଆପଣଙ୍କୁ କଞ୍ଚା ସୋରିଷ ତେଲ ନେବାକୁ ହେବ ।

୩- ବନ୍ଧୁଗଣ ଏହାପରେ ଆପଣ ପ୍ୟୁର ନଡିଆ ତେଲ ନିଅନ୍ତୁ । ଏହି ୩ ଟି ଜିନିଷ କୁ ବରାବର ମାତ୍ରା ରେ ନିଅନ୍ତୁ । ଏହାପରେ ଆପଣ ଏହି ୩ ଟି ପଦାର୍ଥ କୁ ଭଲ ଭାବରେ ମିଶାଇ ଦିଅନ୍ତୁ । ଏହାକୁ ଆପଣ ନିତିଦିନ ନିଜ ନାଭି ରେ ଲଗାନ୍ତୁ । ଏହାକୁ  ଆପଣ ନାଭି ଉପରେ ଏବଂ ନାଭି ଆଖ ପାଖ ଜାଗାରେ ୨ ମିନିଟ ପର୍ଯ୍ୟନ୍ତ ମାଲିସ କରନ୍ତୁ । ଏହା କରିବା ଦ୍ଵାରା ଆପଣ ଦେଖି ପାରିବେ ଯେ କ୍ରମଶ ଆପଣଙ୍କ କେଶ କଳା ହେବାକୁ ଲାଗିବ ।

ଏହା ସହିତ ଆପଣ ସମସ୍ତ ପେଟ ସମସ୍ଯା, ମୁହଁ ରେ ଯଦି ଦାଗ ହେଉଥାଏ ତାହାକୁ ମଧ୍ୟ ସଂପୂର୍ଣ୍ଣ ଭାବେ ଠିକ କରିପାରିବେ । ବନ୍ଧୁଗଣ ଏହା ହେଉଛି ଘରୋଇ ଉପଚାର ଏହାକୁ ପ୍ରୟୋଗ କରିବା ଦ୍ଵାରା ଆପଣ ବହୁତ ଲାଭ ପାଇପାରିବେ। ବନ୍ଧୁଗଣ ଯଦି ଆପଣଙ୍କୁ ଏହି ବିଶେଷ ଟିପ୍ପଣୀ ଟି ଭଲ ଲାଗିଥାଏ, ତେବେ ନିଜର ମତାମତ କମେଣ୍ଟ ମାଧ୍ୟମରେ ଜଣାନ୍ତୁ ।

Leave a Reply

Your email address will not be published. Required fields are marked *