ଗରିବ ଓ ଦରିଦ୍ର ଆସିବାର ଏହା ହେଉଛି ସଂକେତ, ଏବେ ଦେଖନ୍ତୁ କଣ ଆପଣଙ୍କ ଘରେ ଏହା ହେଉଛି ନା ନାହିଁ ?

ଆଜିକା ସମୟରେ ଧନ ଏକ ଏମିତିକା ଜିନିଷ ଯାହା ପାଇଁ ଲୋକେ ସବୁ କିଛି ଭୁଲି ଯାଉଛନ୍ତି, ତେବେ ଧନ ବିନା ମଣିଷ କିଛି କରି ପାରିବ ନାହିଁ ଧନ ବିନା ଆପଣ କିଛି ଖାଇବାକୁ ପାଇବେ ନାହିଁ କିନ୍ତୁ ବହୁତ ଲୋକ ଏହା ଭାବନ୍ତି ଯେ ଧନ ବିନା କିଛି ହେଇ ପାରିବ ନାହିଁ ତାହା ଭୁଲ ଅଟେ । ତେବେ ଭଗବାନ ସବୁ ସୁଖ ବା ଦୁଃଖ ଆଗରୁ ମଣିଷକୁ କିଛି ସଂକେତ ଦେଇଥାନ୍ତି ଯାହା ତାଙ୍କ ଜୀବନରେ ବହୁତ ବଡ ମହତ୍ଵ ରଖିଥାଏ କିନ୍ତୁ କିଛି ଲୋକ ଏହି ସଂକେତ ଗୁଡିକ ବୁଝି ପାରନ୍ତି ନାହିଁ ସେଥିପାଇଁ ଆଜି ଆମେ ଆପଣଙ୍କୁ ଏମିତି କିଛି ସଂକେତ ବିଷୟରେ କହିବାକୁ ଯାଉଛୁ ଯାହା ଆପଣଙ୍କୁ ଗରିବ ଆଉ ଦରିଦ୍ର କରି ପାରେ ସେଥିପାଇଁ ସାବଧାନ ।

୧. ଯଦି ଆପଣଙ୍କ ଘରେ ସବୁ ବେଳେ କ୍ଷୀର ଉତୁରିକି ପଡୁଛି ତେବେ ଆପଣଙ୍କ ଘରେ ପ୍ରବଳ ମାତ୍ରାରେ ଧନ ହାନି ହବାର ଅଛି ସେଥିପାଇଁ ଏହି କଥା ଉପରେ ବିଶେଷ ଧ୍ୟାନ ଦିଅନ୍ତୁ ଯେ କ୍ଷୀର ଉତୁରିକି ପଡିବ ନାହିଁ ।

୨. ବହୁତ ଲୋକଙ୍କ ଘରେ କିଛି ଇଲେକ୍ଟ୍ରି ଜିନିଷ ଖରାପ ହୋଇକି ପଡିଥାଏ କିନ୍ତୁ ସେ ଧ୍ୟାନ ଦିଅନ୍ତି ନାହିଁ ଏହା ଉଚିତ ନୁହଁ ଆପଣ ସେହି ଜିନିଷ ସଜାଡି ବ୍ୟବହାର କରନ୍ତୁ ନଚେତ ଫିଙ୍ଗି ଦିଅନ୍ତୁ ଏମିତି ଅସଜଡା ରଖିଲେ ଆପଣଙ୍କ ଘରେ ରାହୁ ପ୍ରବେଶ କରନ୍ତି ଯାହା ପରେ ଆପଣଙ୍କ ଦଶା ଯାହା ହୋଇଥାଏ ତାହା ଆପଣ ମାନେ ବେଶ ଭଲ ଭାବରେ ଜାଣିଛନ୍ତି ।

୩. ଯଦି ଆପଣଙ୍କୁ ଫୁଲ ବହୁତ ପସନ୍ଦ ଓ ଆପଣ ଘରେ ଫୁଲ ରଖିବାକୁ ଇଛା କରନ୍ତି ତେବେ ଆପଣ ଘରେ ଅସଲି ଫୁଲ ଆଣି ବ୍ୟବହାର କରନ୍ତୁ ଆଉ ଘରେ ଲଗାନ୍ତୁ ନକଲି ଫୁଲ ଦ୍ଵାରା ଘରେ ନକାରାତ୍ମକ ଊର୍ଜା ପ୍ରବେଶ କରିଥାଏ । ଏହା ଛଡା ସୁଖୀ ଯାଇଥିବା ଫୁଲ ମାଳ କେବେ ଘରେ ରଖନ୍ତୁ ନାହିଁ ନଚେତ ଆପଣଙ୍କୁ ଦରିଦ୍ର ହବାରୁ କେହି ବଞ୍ଚାଇ ପାରିବେ ନାହିଁ ।

୪. ଶାସ୍ତ୍ର ଅନୁଯାଇ ଯେଉଁ ଘରେ ବିଲେଇ ଆସି କାନ୍ଦିଥାଏ ବା ଝଗଡା କରିଥାନ୍ତି ସେ ଘର ସୁଖ ଶାନ୍ତି ଚାଲି ଯାଇଥାଏ ଓ ମଣିଷ ଦରିଦ୍ରତା ଆଡକୁ ଅଗ୍ରସର ହୋଇଥାଏ ।

୫. ଯେଉଁ ଲୋକ ମାନେ ଘରେ ଗଛ ଲଗେଇବାକୁ ପସନ୍ଦ କରନ୍ତି ତାଙ୍କୁ ଏହି କଥା ଉପରେ ବିଶେଷ ଧ୍ୟାନ ଦବା ଉଚିତ ହୋଇଥାଏ ଯେ ଗଛ ଉପରେ ଶୁଖିଲା ପତ୍ର ରହିଲେ ଏହା ଆପଣଙ୍କ ବୁଧ ଗ୍ରହ ଖରାପ କରିଥାଏ ଯାହା ଦ୍ଵାରା ଆପଣଙ୍କ ଖର୍ଚ ବହୁତ ଅଧିକ ବଢି ଯାଇଥାଏ ଆଉ ଆପଣ ଜୀବନରେ କେବେ ଆଗକୁ ବଢି ପାରନ୍ତି ନାହିଁ ।

Leave a Reply

Your email address will not be published. Required fields are marked *