ଏହି ଭିଡିଓ ପ୍ରମାଣ କି ଆଜି ବି ଦୁନିଆରେ ମାନବିକତା ବଞ୍ଚି ରହିଛି, Video ଦେଖି ଆପଣଙ୍କ ଆଖିରେ ବି ଆସିଯିବ ଲୁହ

ଆଜିକାଲି ସୋସିଆଲ ମିଡିଆରେ ଅନେକ କଥା ସେୟାର କରା ଯାଉଛି । ଯାହା ଦ୍ଵାରା ଆମେ ଘରେ ବସି ବହୁତ କିଛି କଥା ଜାଣି ପାରିଥାଉ । ଏମିତି କିଛି ଘଟଣା ରହିଛି ଯାହା ଦେଖିଲେ ଲାଗେ କି ମାନବିକତା ଏ ଦୁନିଆରେ ଆଉ ନାହି । କିନ୍ତୁ ଆଜି ଆମେ ଆପଣ ମାନଙ୍କ ପାଇଁ ଏମିତି କିଛି ଘଟଣା ର ବିଷୟ ବସ୍ତୁ ନେଇ ଆସିଛୁ ଯାହାକୁ ଦେଖିଲେ ଆପଣ ମାନବିକତା ଆଜି ବି ଏ ଦୁନିଆରେ ରହିଛି ବୋଲି ବିଶ୍ଵାସ କରିବେ । ତେବେ ଆସନ୍ତୁ ଆରମ୍ଭ କରିବା ।

କୁହାଯାଏ କି ପିଲା ମାନେ ହେଉଛନ୍ତି ଭଗବାନଙ୍କ ଅବତାର । ଏମିତି କି ପିଲା ମାନେ ବେଳେବେଳେ ଏମିତି କିଛି ବୁଦ୍ଧି ବିଚାରୀ କାମ କରିଥାନ୍ତି ଯାହା ପାଇଁ ବଡ ମାନେ ତାଙ୍କ ଠାରୁ କିଛି ଶିକ୍ଷା ଲାଭ କରିଥାନ୍ତି । ତେବେ ଏହି ଭିଡିଓ ରେ ୩ ଜଣ ପିଲା ଛେଳି କୁ କଂସେଇ ହାତରୁ ଉଦ୍ଧାର କରିବା ପାଇଁ ଚେଷ୍ଟା ଜାରି ରଖିଛନ୍ତି । କାରଣ କଂସେଇ ଛେଳି କୁ ହାଣିବାକୁ ଆସୁଥିବା ବେଳେ ଦେବଦୂତ ସାଜି ଏହି ୩ ଜଣ ପିଲା ଛେଳିକୁ ନ କାଟିବା ପାଇଁ କଂସେଇକୁ ଅନୁରୋଧ କରିଛନ୍ତି ।

ତେବେ କିଛି ଖାନ ମଧ୍ୟ ରେ ଛେଳି ପ୍ରତି ଏହି ୩ଜଣ ପିଲାଙ୍କର ଏତେ ଭଲ ପାଇବା ଦେଖି ସତରେ ଆଖି ରେ ଲୁହ ଆସି ଯିବ । ବାସ୍ତବରେ ଏହି ୩ଟି ପିଲାର ଛେଳି କୁ ବଞ୍ଚେଇବା ପାଇଁ ଯେଉଁ ପ୍ରକାର ଚେଷ୍ଟା କରୁଛନ୍ତି ତାହା ପ୍ରଶଂସା ଯୋଗ୍ୟ ଅଟେ ।

କୁହାଯାଏ କି ବ୍ୟକ୍ତି ଉପାସରେ ଥିଲେ ଭଗବାନ କେଉଁ ବାଟ ଦେଇ ସେହି ବ୍ୟକ୍ତି ପାଖରେ ଖାଇବା ପହଞ୍ଚାଇ ଦେଇଥାନ୍ତି । ତେବେ ଏହି ଭିଡିଓ ରେ କିଛି ଗରିବ ଓ ଅସହାୟ ବ୍ୟକ୍ତି ଙ୍କୁ କିଛି ଲୋକ ମାନେ କିସି ଖାଇବାକୁ ଦେଉଛନ୍ତି । ତେବେ ବର୍ଷା ଅଧିକ ହୋଇଥିବା ସତ୍ବେ ବି ସେହି ମହାନ ଲୋକ ମାନେ ଭୋକିଲା ଲୋକ ମାନଙ୍କ ମୁହାଣ ରେ ଆହାର ଦେଉଛନ୍ତି ଯାହା ଏହି ଭିଡିଓ ରେ ଆପଣ ମାନେ ଦେଖି ପାରିବେ ।

ତେବେ ଖାଇବା ଦେଖି ସେହି ଦୁଖୀ ଲୋକ ମାନେ କେତେ ଖୁସି ହେଉଛନ୍ତି ତାହା କହିବା ଠିକ ହେବ ନାହି । ତେବେ ଆଜି ବି ଏ ଦୁନିଆରେ ମାନବିକତା ବଞ୍ଚି ରହିଛି ବୋଲି ଏହି ଘଟଣା ରୁ ସ୍ପଷ୍ଟ ହେଉଛି । ପଶୁ ମାନେ ଯେମିତି ମଣିଷ ମାନଙ୍କର ସାହାଜ୍ଯ କରିବା ପାଇଁ ଆଗେଇ ଆସିଥାନ୍ତି ଠିକ ସେହିଭଳି ମଣିଷ ମାନେ ମଧ୍ୟ ପଶୁ ମାନଙ୍କୁ ସାହାଜ୍ଯ କରିବାକୁ ଆଗେଇ ଆସିଥାନ୍ତି । ଯାହାର ଉଦାହରଣ ଆପଣ ମାନେ ଏହି ଭିଡିଓ ରେ ଦେଖି ପାରିବେ ।

ଏହି ଭିଡିଓ ରେ ନଦୀରେ ପାଣିର ସ୍ରୋତ ଅଧିକ ଥିବାରୁ କୁକୁରଟି ଭାସି ଯାଉଥିବା ବେଳେ ଦୁଇ ଜଣ ଯୁବକ କୁକୁରକୁ ରକ୍ଷା କରିବା ପାଇଁ ପାଣି ଭିତରକୁ ଡେଇଁ ପଡିଛନ୍ତି । ଶେଷରେ ଦୁଇ ଯୁବକ କୁକୁରକୁ ପାଣିରୁ ଉଦ୍ଧାର କରିଛନ୍ତି । ବନ୍ଧୁଗଣ ଆପଣ ମାନଙ୍କୁ ଆମ ପୋଷ୍ଟ ଟି ଭଲ ଲାଗିଥିଲେ ଆମ ସହ ଆଗକୁ ରହିବା ଆମ ପେଜକୁ ଗୋଟିଏ ଲାଇକ କରନ୍ତୁ ।

Leave a Reply

Your email address will not be published. Required fields are marked *