ଭୋଜନ କଲା ବେଳେ ଭୁଲରେ ବି କରନ୍ତୁ ନାହିଁ ଏହି ଜିନିଷର ସେବନ, ବିଷ ଭଳି କରିଥାଏ କାମ

ଯେଉଁ ପଦାର୍ଥ ଜୀବିତ ଜଗତ ଦ୍ଵାରା ଗ୍ରହଣ କରା ଯାଇପାରେ ଏହାକୁ ଭୋଜନ କୁହା ଯାଏ, ପ୍ରାୟତଃ ଲୋକଙ୍କୁ ଖାଇଲା ବେଳେ ପାଣି ପିବା ଅଭ୍ଯାସ ଥାଏ, ଯାହା କାରଣ ପାଇଁ ଏମିତି ଲୋକ ପେଟ ପୁରା ଖାଦ୍ୟ ଖାଇ ପାରନ୍ତି ନାହିଁ, କେବଳ ପାଣି ଦ୍ଵାରା ଏମିତି ଲୋକଙ୍କ ପେଟ ଭର୍ତି ହୋଇଯାଏ । ଖାଇବା ସମୟ ରେ ପାଣି ପିଇଲେ ପାଚନ ଶକ୍ତି କମ ହୋଇଥାଏ ଏବଂ ଓଜନ ବଢିବାକୁ ଲାଗିଥାଏ ।

ଖାଇବା ଆଗରୁ ବା ଖାଇବା ପରେ ପ୍ରାୟତଃ ଲୋକଙ୍କ ହାତ ପାଣି ପିଇବା ପାଇଁ ଉଠିଥାଏ ତେବେ ଏହା ଆମ ଅଭ୍ୟାସରେ ଅଟେ ଯାହା ଉଚିତ ନୁହଁ ।

ଭଲ ସ୍ୱାସ୍ଥ୍ୟ ପାଇଁ ଆମକୁ ପାଣି ପିଇବା ପାଇଁ କୁହା ଯାଏ କିନ୍ତୁ କିଛି ସମୟ ପାଣି ପିଇବାର ଉଚିତ ସମୟ ନଥାଏ । ତେବେ ଖାଇବା ଆଗରୁ ବା ଖାଇବା ସହ ବା କିଛି ସମୟ ଭିତରେ ପାଣି ପିଇବା ଆମ ସ୍ୱାସ୍ଥ୍ୟ ପାଇଁ ଉଚିତ ନୁହଁ, ଯଦି ଆପଣ ଓଜନ କମେଇବା ପାଇଁ ଚାହନ୍ତି ତେବେ ଖାଇବା ଆଗରୁ ବହୁତ ଗୁଡେ ପାଣି ପିଅନ୍ତୁ ଓ ଯଦି ଆପଣ ଓଜନ ବଢେଇବା ପାଇଁ ଚାହନ୍ତି ତେବେ ଖାଇବା ପରେ ବହୁତ ଗୁଡେ ପାଣି ପିଅନ୍ତୁ ।

ଯେତେବେଳେ ଆମେ ଖାଇବା ସହ ବା ତୁରନ୍ତ ପରେ ପାଣି ପିଥାଉ ସେତେବେଳେ ଆମ ପାଚନ କ୍ରିୟା ଖରାପ ହୋଇଥାଏ ଯାହା ଫଳରେ ଯେତେ ସମୟ ଖାଦ୍ୟ ହଜମ ହବା ପାଇଁ ଦରକାର ତା ଠାରୁ ଅଧିକ ସମୟ ଲାଗିଥାଏ ଓ ଲୋକକୁ ଅସୁବିଧା ମଧ୍ୟ ହୋଇଥାଏ । ପ୍ରାୟତଃ ଚିକିତ୍ସକ ଖାଇବା ଅଧ ଘଣ୍ଟା ପରେ ପାଣି ପିଇବା ପାଇଁ କୁହନ୍ତି ।

୩୦ ମିନିଟ ପରେ ପାଚନ ଅଲଗା ପ୍ରକ୍ରିୟା ଆରମ୍ଭ ହୋଇଯାଇ ଥାଏ ଓ ସେତେବେଳେ ପାଣି ପିଇଲେ ପାଚନ ତନ୍ତ୍ର ଉପରେ ପାଣି ପିଇବାର ପ୍ରଭାବ ପଡି ନଥାଏ । ଶରୀରରେ ଥିବା ଏନଯାଇମ୍ସ ଓ ଗେସ୍ତ୍ରୀକ ଯୁସ, ପେଁକୃଏଟିକ ଓ ଅନ୍ୟ କେମିକଲ ଖାଦ୍ୟକୁ ହଜମ କରିବାରେ ସାହାଯ୍ୟ କରନ୍ତି କିନ୍ତୁ ଖାଇବା ସହ ପାଣି ପିଇଲେ ଏନଯାଇମ ପାଣି ରେ ମିଶି ଯାଆନ୍ତି ଓ ହଜମ କରିବା ରେ ଅସୁବିଧା ହୋଇଥାଏ ।

ଆଶା କରୁଛୁ ଏହି ସ୍ୱାସ୍ଥ୍ୟ ଟିପ୍ସ ଆପଣଙ୍କ କାମରେ ଲାଗିବ, ଆଗକୁ ଏହିଭଲ ଇଆନେକ ସ୍ୱାସ୍ଥ୍ୟ ସମ୍ବନ୍ଧିତ ଟିପ୍ସ ପାଇଁ ଆମ ପେଜକୁ ଲାଇକ କରନ୍ତୁ ।

Leave a Reply

Your email address will not be published. Required fields are marked *